ଫେନସାଇକ୍ଲିଡିନ

ଉଇକିପିଡ଼ିଆ‌ରୁ
ଫେନସାଇକ୍ଲିଡିନ
Clinical data
Trade namesSernyl, Sernylan (both discontinued)
SynonymsPhenylcyclohexyl piperidine, Angel dust, animal tranquilizer, embalming fluid, wack[୫]
AHFS/Drugs.comentry
Addiction
liability
Variable reported from low to high[୧][୨][୩]
Routes of
administration
Smoking, injection, snorted, by mouth[୪]
ATC code
  • None
Legal status
Legal status
Pharmacokinetic data
Onset of action2–60 min[୬]
Elimination half-life7–46 hours
Duration of action6–48 hours[୬]
Identifiers
  • 1-(1-Phenylcyclohexyl)piperidine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.150.427 Edit this at Wikidata
Chemical and physical data
FormulaC17H25N
Molar mass୨୪୩.୩୯ g·mol−1
3D model (JSmol)
  • C1(C2(N3CCCCC3)CCCCC2)=CC=CC=C1
  • InChI=1S/C17H25N/c1-4-10-16(11-5-1)17(12-6-2-7-13-17)18-14-8-3-9-15-18/h1,4-5,10-11H,2-3,6-9,12-15H2 checkY
  • Key:JTJMJGYZQZDUJJ-UHFFFAOYSA-N checkY
 ☒NcheckY (what is this?)  (verify)

ଫେନସାଇକ୍ଲିଡିନ (ଇଂରାଜୀ ଭାଷାରେ Phencyclidine/ PCP), ଅନ୍ୟ ଏକ ନାମ ଆଞ୍ଜେଲ ଡସ୍ଟ/ angel dust among other names) ଏକ ଔଷଧ ଯାହାର ମନ-ପରିବର୍ତ୍ତନ ପ୍ରଭାବ ଥାଏ ।[୫] ଏହା ଯୋଗୁ ହାଲ୍ୟୁସିନେସନ (hallucinations), ବିକୃତ ଧ୍ୱନି ଶ୍ରବଣ ଓ ହିଂସାପରାୟଣ ବ୍ୟବ‌ହାର (violent behavior ଦେଖାଯାଇପାରେ).[୭][୮] ଏହା ଏକ ମନୋରଞ୍ଜନ‌କାରୀ ନିଶାଦ୍ରବ୍ୟ recreational drug ଯାହାକୁ ଧୂମ୍ର (smoked) କରି ନିଆଯାଏ କିନ୍ତୁ ପାଟିରେ (by mouth), ନାକବାଟେ ଆଘ୍ରାଣକରି (snorted) ବା ଇଞ୍ଜେକସନ (injected) ଆକାରରେ ନିଆଯାଇପାରେ ।[୭][୪] ଗଞ୍ଜେଇ (cannabis) ଓ ଧୁଆଁପତ୍ର (tobacco) ସ‌ହିତ ମଧ୍ୟ ନିଆଯାଏ । [୫]

ଏହି ଔଷଧର ପ୍ରତିକ୍ରିୟା (Adverse effects) ହେଲେ ରୋଗୀର ବାତ (seizures), କୋମା, ନିଶାଗ୍ରସ୍ତ (addiction), ଆତ୍ମହତ୍ୟାପ୍ରବଣତା ହେବା ଦେଖାଯାଏ ।[୭] ଔଷଧ ବ୍ୟବ‌ହାର ବନ୍ଦ କଲେ ମଧ୍ୟ ସ୍ମରଣ (Flashbacks) ରହେ ।[୮] ରାସାୟନିକ ଭାବେ ଏହା ଆରିଲସାଇକ୍ଲୋହେକ୍ସିଲାମିନ (arylcyclohexylamine) ଶ୍ରେଣୀର (class) ଏକ ଔଷଧ ଓ ଫର୍ମାକୋଲୋଜି (pharmacologically) ଅନୁସାରେ ଏହା ଏକ ଡିସୋସିଏଟିଭ ନିଶ୍ଚେତକ (dissociative anesthetic) ।[୯][୧୦] ପିସିପି ପ୍ରାଥମିକ ଭାବରେ ଏନଏମଡିଏ ରିସେପ୍ଟର ଆଣ୍ଟାଗୋନିସ୍ଟ (NMDA receptor antagonist) ଆକାରରେ କାମ କରେ ।[୯]

ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ପିସିପି ବ‌ହୁତ ବ୍ୟବ‌ହାର କରାଯାଏ ।[୧୧] ସନ ୧୯୭୦ରେ ଏହାର ବ୍ୟବ‌ହାର ଶିର୍ଷରେ ଥିଲା,[୧୨] ସନ ୨୦୦୫ରୁ ୨୦୧୧ ମଧ୍ୟରେ ଏହି ଡ୍ରଗ ଯୋଗୁ ବିଭିନ୍ନ ଆଶୁ ଚିକିତ୍ସା ବିଭାଗରେ ରୋଗୀ ସଂଖ୍ୟା ବଢ଼ିଯାଇଛନ୍ତି ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୭ରେ ୧୨ ଗ୍ରେଡ ପଢ଼ୁଥିବା ପିଲାଙ୍କ ମଧ୍ୟରୁ ୧% ଓ ୨୫ ବର୍ଷ ବୟସରୁ ଉର୍ଦ୍ଦ୍ୱ ଲୋକଙ୍କ ମଧରୁ ୨.୯% ଲୋକ ଜୀବନରେ କେତେବେଳେ ହେଲେ ଏହା ବ୍ୟବ‌ହାର କରନ୍ତି ।[୧୩]

ପିସିପି ପ୍ରଥମେ ସନ ୧୯୨୬ରେ ପ୍ରସ୍ତୁତ ହୋଇଥିଲା ଓ ମାର୍କେଟକୁ ସନ ୧୯୫୦ରେ ଏକ ନିଶ୍ଚେତକ (anesthetic) ଔଷଧ ଭାବରେ ଆସିଲା ।[୧୦][୧୪] ସନ ୧୯୬୫ରେ ଏହାକୁ ମାନବ ବ୍ୟବ‌ହାର ପାଇଁ ଓ ସନ ୧୯୭୮ରେ ପଶୁମାନଙ୍କ ପାଇଁ ଏହାର ଅତ୍ୟଧିକ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ନିଷିଦ୍ଧ କରାଯାଇଥିଲା ।[୫][୧୫][୧୦] ଏହା ପରେ କେଟାମିନ (ketamine) ଆବିଷ୍କୃତ ହୋଇ ଅଧିକ ସ‌ହନଶୀଳତା ଯୋଗୁ ନିଶ୍ଚେତକ ଭାବରେ ବ୍ୟବ‌ହୃତ ହେଲା । [୧୫] ଯୁକ୍ତରାଷ୍ଟ୍ରରେ ଅଧୁନା ଏହା ଏକ ନିଷିଦ୍ଧ ଡ୍ରଗ (illegal) ଯାହା ସିଡ୍ୟୁଲ ୨ ଡ୍ରଗ (schedule II drug) ଭାବରେ ନିଷିଦ୍ଧ ହୋଇଛି । [୫] ଏହାର କେତେକ ପରିବର୍ତ୍ତୀତ ସଂସ୍କରଣ ମନୋରଞ୍ଜନ ଓ ଅଣ‌ଡାକ୍ତରୀ କାମରେ ବ୍ୟବ‌ହୃଟ ହେଉଛି ।[୧୬]

ଆଧାର[ସମ୍ପାଦନା]

  1. Malenka RC, Nestler EJ, Hyman SE (2009). "Chapter 15: Reinforcement and Addictive Disorders". In Sydor A, Brown RY (eds.). Molecular Neuropharmacology: A Foundation for Clinical Neuroscience (2nd ed.). New York: McGraw-Hill Medical. pp. 374–375. ISBN 9780071481274.
  2. Stobo, John D.; Traill, Thomas A.; Hellmann, David B.; Ladenson, Paul W.; Petty, Brent G. (1996). The Principles and Practice of Medicine (in ଇଂରାଜୀ). McGraw Hill Professional. p. 933. ISBN 9780071383653. high abuse liability
  3. Fetting, Margaret (2015). Perspectives on Substance Use, Disorders, and Addiction: With Clinical Cases (in ଇଂରାଜୀ). SAGE Publications. p. 145. ISBN 9781483377773.
  4. ୪.୦ ୪.୧ "NIDA InfoFacts: Hallucinogens – LSD, Peyote, Psilocybin, and PCP". National Institute on Drug Abuse. Retrieved 2018-02-19.
  5. ୫.୦ ୫.୧ ୫.୨ ୫.୩ ୫.୪ "PCP Fast Facts". National Drug Intelligence Center. 2003. Archived from the original on 29 May 2018. Retrieved 19 February 2018.
  6. ୬.୦ ୬.୧ Riviello, Ralph J. (2010). Manual of forensic emergency medicine : a guide for clinicians. Sudbury, Mass.: Jones and Bartlett Publishers. pp. 41–42. ISBN 9780763744625.
  7. ୭.୦ ୭.୧ ୭.୨ ୭.୩ Bush, DM (2013). "Emergency Department Visits Involving Phencyclidine (PCP)". PMID 27656747. {{cite journal}}: Cite journal requires |journal= (help)
  8. ୮.୦ ୮.୧ "Hallucinogens" (in ଇଂରାଜୀ). National Institute on Drug Abuse. January 2016. Retrieved 20 February 2018.
  9. ୯.୦ ୯.୧ Marion, Nancy E.; Oliver, Willard M. (2014). Drugs in American Society: An Encyclopedia of History, Politics, Culture, and the Law [3 volumes] (in ଇଂରାଜୀ). ABC-CLIO. p. 732. ISBN 9781610695961.
  10. ୧୦.୦ ୧୦.୧ ୧୦.୨ Zedeck, Beth E.; Zedeck, Morris S. (2007). Forensic Pharmacology (in ଇଂରାଜୀ). Infobase Publishing. p. 97. ISBN 9781438103822.
  11. "GINAD". www.ginad.org (in ଇଂରାଜୀ). Archived from the original on 2018-09-10. Retrieved 2018-11-21.
  12. "PCP". CESAR (in ଇଂରାଜୀ). Archived from the original on 12 March 2010. Retrieved 20 February 2018.
  13. "Hallucinogens". NIAD. Archived from the original on 3 June 2020. Retrieved 20 February 2018.
  14. Bunney, W. E. Jr; Hippius, Hanns; Laakmann, Gregor; Schmauß, Max (2012). Neuropsychopharmacology: Proceedings of the XVIth C.I.N.P. Congress, Munich, August, 15-19, 1988 (in ଇଂରାଜୀ). Springer Science & Business Media. p. 717. ISBN 9783642740343.
  15. ୧୫.୦ ୧୫.୧ Tasman, Allan; Kay, Jerald; Lieberman, Jeffrey A.; First, Michael B.; Riba, Michelle (2015). Psychiatry, 2 Volume Set (in ଇଂରାଜୀ). John Wiley & Sons. p. 4943. ISBN 9781118753361.
  16. Morris H, Wallach J (2014). "From PCP to MXE: a comprehensive review of the non-medical use of dissociative drugs". Drug Testing and Analysis. 6 (7–8): 614–32. doi:10.1002/dta.1620. PMID 24678061.

ବାହ୍ୟ ଲିଙ୍କ[ସମ୍ପାଦନା]