| ଏହି Lua error in package.lua at line 80: module 'Module:Pagetype/setindex' not found. ଉଇକିପ୍ରକଳ୍ପ ମହିଳା ଅନ୍ତର୍ଗତ । ଉଇକିପିଡ଼ିଆରେ ମହିଳା । ଆପଣ ଭାଗ ନେବାକୁ ଚାହୁଁଥିଲେ ଦୟାକରି ପ୍ରକଳ୍ପ ପୃଷ୍ଠା ଦେଖିପାରିବେ ଓ ସେଠାରେ ଆଲୋଚନା କରିବା ସହ ଫାଙ୍କାଥିବା କାମସବୁର ତାଲିକା ଦେଖିପାରିବେ । | |
| |
|
@Abha S Pradhan:, ଦକ୍ଷିଣରେ "ତ" ଉଚ୍ଚାରଣ ପାଇଁ "th", "ଦ" ପାଇଁ "dh" ବ୍ୟବହାର ହୁଏ । ତେବେ ଇଂରାଜୀ ବନାନକୁ ନ ଧରି ସେମାନଙ୍କ ମୂଳ ଭାଷାକୁ ଦେଖିଲେ ଏ ଦ୍ୱନ୍ଦ ଦୂର ହେବ । "ରେବତୀ" ଶବ୍ଦକୁ ହିଁ ସେମାନେ ଇଂରାଜୀ ଅକ୍ଷରରେ "Revathy" ବୋଲି ଲେଖନ୍ତୁ । ସେମିତି "ତିରୁଅନନ୍ତପୁର"କୁ "Thiruvananthpuram" ଲେଖନ୍ତି । ସେମିତି କୋଙ୍କଣୀ ସାଙ୍ଗିଆ "କାମତ"କୁ "Kamat", "Kamath" ଏମିତିଲେଖନ୍ତି । ତେଣୁ ଏଇ ପ୍ରସଙ୍ଗଟିର ନାଁ ବଦଳି "ରେବତୀ କାମତ" ହେବ ଓ ଆଗକୁ ଏମିତି ଦ୍ୱନ୍ଦ ଉପୁଜିଲେ ସମାନ ବାଟରେ ନାଁ ବଦଳେଇଦେଲେ ଭଲ ହେବ ।--ସୁଭାସିସ ପାଣିଘରି (ଆଳାପ) ୦୮:୦୩, ୨୦ ଅପ୍ରେଲ ୨୦୧୮ (IST)[reply]
- ସଠିକ୍ ନାମକୁ ଘୁଞ୍ଚାଗଲା -- Abha Pradhan (talk) ୧୬:୪୬, ୨୦ ଅପ୍ରେଲ ୨୦୧୮ (IST)[reply]