ଲିଉପ୍ରୋରେଲିନ

ଉଇକିପିଡ଼ିଆ‌ରୁ
ଲିଉପ୍ରୋରେଲିନ
Clinical data
Trade namesLupron, Eligard, others
Synonymsleuprolide (USAN)
AHFS/Drugs.comConsumer Drug Information
MedlinePlusa685040
Pregnancy
category
  • X
Routes of
administration
implant / injection
ATC code
Legal status
Legal status
  • ℞ (Prescription only)
Pharmacokinetic data
Elimination half-life3 hours
ExcretionKidney
Identifiers
  • N-[1-[[1-[[1-[[1-[[1-[[1-[[5-(diaminomethylideneamino)-1-
    [2-(ethylcarbamoyl)pyrrolidin-1-yl]-1-oxo-pentan-2-
    yl]carbamoyl]-3-methyl-butyl]carbamoyl]-3-methyl-
    butyl]carbamoyl]-2-(4-hydroxyphenyl)ethyl]
    carbamoyl]-2-hydroxy-ethyl]carbamoyl]-2-(1H-indol-3-
    yl)ethyl]carbamoyl]-2-(3H-imidazol-4-yl)ethyl]-5-oxo-
    pyrrolidine-2-carboxamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
ECHA InfoCard100.161.466 Edit this at Wikidata
Chemical and physical data
FormulaC59H84N16O12
Molar mass1209.4 g/mol
3D model (JSmol)
  • CCNC(=O)[C@@H]1CCCN1C(=O)[C@H](CCCNC(=N)N)NC(=O)[C@H](CC(C)C)NC(=O)[C@@H](CC(C)C)NC(=O)[C@H](Cc2ccc(cc2)O)NC(=O)[C@H](CO)NC(=O)[C@H](Cc3c[nH]c4c3cccc4)NC(=O)[C@H](Cc5c[nH]cn5)NC(=O)[C@@H]6CCC(=O)N6
  • InChI=1S/C59H84N16O12/c1-6-63-57(86)48-14-10-22-75(48)58(87)41(13-9-21-64-59(60)61)68-51(80)42(23-32(2)3)69-52(81)43(24-33(4)5)70-53(82)44(25-34-15-17-37(77)18-16-34)71-56(85)47(30-76)74-54(83)45(26-35-28-65-39-12-8-7-11-38(35)39)72-55(84)46(27-36-29-62-31-66-36)73-50(79)40-19-20-49(78)67-40/h7-8,11-12,15-18,28-29,31-33,40-48,65,76-77H,6,9-10,13-14,19-27,30H2,1-5H3,(H,62,66)(H,63,86)(H,67,78)(H,68,80)(H,69,81)(H,70,82)(H,71,85)(H,72,84)(H,73,79)(H,74,83)(H4,60,61,64)/t40-,41-,42-,43+,44-,45-,46-,47-,48-/m0/s1 ☒N
  • Key:GFIJNRVAKGFPGQ-LIJARHBVSA-N ☒N
 ☒NcheckY (what is this?)  (verify)

ଲିଉପ୍ରୋରେଲିନ (ଇଂରାଜୀ ଭାଷାରେ Leuprorelin, ଅନ୍ୟ ନାମ ଲିଉପ୍ରୋଲାଇଡ/leuprolide) ଏକ କୃତ୍ରିମ ହରମୋନ (hormone) ଯାହା ପ୍ରୋସ୍ଟେଟ କର୍କଟ, ସ୍ତନ କର୍କଟ, ଏଣ୍ଡୋମେଟ୍ରିଓସିସ, ୟୁଟେରାଇନ ଫାଇବ୍ରଏଡ (uterine fibroids) ଓ ପ୍ରାକ୍ ଯୁବକ୍ରାନ୍ତି/ପ୍ୟୁବର୍ଟି (early puberty) ଆଦି ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ।[୧][୨] ଏହା ମାଂସପେଶୀରେ ଇଞ୍ଜେକସନ (injection into a muscle) ବା ଚର୍ମ ତଳ ଇଞ୍ଜେକସନ (under the skin) ଆକାରରେ ଦିଆଯାଏ । [୧]

ଲିଉପ୍ରୋରେଲିନର ପାର୍ଶ୍ୱ ପ୍ରତିକ୍ରିୟାରେ ସାଧାରଣତଃ ଜ୍ୱର ଅନୁଭବ (hot flashes), ନିଦ୍ରା ସମସ୍ୟା, ମୁଣ୍ଡବଥା, ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ଓ ପରିବର୍ତ୍ତିତ ମନୋଭାବ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଏହା ବ୍ୟତୀତ ଅଧିକ ରକ୍ତ ଶର୍କରା (high blood sugar), ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ପିଟୁଇଟାରି ଗ୍ରନ୍ଥି ସମସ୍ୟା (problems with the pituitary gland) ଆଦି ବେମାରୀ ମଧ୍ୟ ଦେଖାଯାଏ । ଗର୍ଭାବସ୍ଥାରେ ଏହି ଔଷଧ ନେଲେ ଶିଶୁର କ୍ଷତି ହୁଏ । ଏହା ଏକ ଗୋନାଡୋଟ୍ରପିନ-ରିଲିଜିଙ୍ଗ ହରମୋନ ଆନାଲଗ (gonadotropin-releasing hormone (GnRH) analogue) ଶ୍ରେଣୀର ଔଷଧ । ଏହା ଗୋନାଡୋଟ୍ରପିନ (gonadotropin) କ୍ଷରଣ କମେଇଦିଏ ଓ ତାହାଦ୍ୱାରା ଟେସ୍ଟିସ୍ଟିରନ (testosterone) ଓ ଏସ୍ଟ୍ରାଡିଓଲ (estradiol) ହରମୋନ ସ୍ତର କମିଯାଏ ।[୧]

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୫ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଲିଉପ୍ରୋରେଲିନ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଇଂଲଣ୍ଡରେ ଏହାର ଏକ ମାସିକିଆ ଡୋଜ୍‌ର ଖର୍ଚ୍ଚ ପ୍ରାୟ ୭୫.୨୪ ପାଉଣ୍ଡ ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ସମ ପରିମାଣ ଔଷଧର ଖର୍ଚ୍ଚ ପ୍ରାୟ ୧,୦୧୧.୯୩ ଆମେରିକୀୟ ଡଲାର ।[୫] ଏହା ଲୁପ୍ରନ ନାମରେ ବିକ୍ରୟ ହୁଏ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Leuprolide Acetate". The American Society of Health-System Pharmacists. Retrieved 8 December 2016.
  2. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. British national formulary : BNF 69 (69 ed.). British Medical Association. 2015. p. 655. ISBN 9780857111562.
  5. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 23 December 2016.