କାର୍ବୋପ୍ଲାଟିନ

ଉଇକିପିଡ଼ିଆ‌ରୁ
କାର୍ବୋପ୍ଲାଟିନ
Clinical data
Pronunciation/ˈkɑːrbˌplætən/
Trade namesParaplatin, others
AHFS/Drugs.commonograph
MedlinePlusa695017
Pregnancy
category
  • US: D (Evidence of risk)
Routes of
administration
Intravenous
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailabilitycomplete
Protein bindingVery low
Elimination half-life1.1-2 hours
Excretionrenal
Identifiers
  • cis-diammine(cyclobutane-1,1-dicarboxylate-O,O')platinum(II)
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.050.388 Edit this at Wikidata
Chemical and physical data
FormulaC6H12N2O4Pt
Molar mass371.249 g/mol
3D model (JSmol)
  • C1CC2(C1)C(=O)O[Pt]OC2=O.N.N
  • InChI=1S/C6H8O4.2H3N.Pt/c7-4(8)6(5(9)10)2-1-3-6;;;/h1-3H2,(H,7,8)(H,9,10);2*1H3;/q;;;+2/p-2 checkY
  • Key:OLESAACUTLOWQZ-UHFFFAOYSA-L checkY
 ☒NcheckY (what is this?)  (verify)

କାର୍ବୋପ୍ଲାଟିନ (ଇଂରାଜୀ ଭାଷାରେ Carboplatin, ବିକ୍ରୟ ନାମ ପାରାପ୍ଲାଟିନ/ Paraplatin) ଏକ କେମୋଥେରାପି ଔଷଧ (chemotherapy medication) ଯାହା ଅନେକ ପ୍ରକାରର କର୍କଟ ରୋଗ ଚିକିତ୍ସାରେ ଦିଆଯାଏ । ଏହି କର୍କଟ ରୋଗମାନଙ୍କର ନାମ ଯଥାକ୍ରମେ ଓଭାରିଆନ କର୍କଟ (ovarian cancer, ଫୁସଫୁସ କର୍କଟ, ମୁଣ୍ଡ ଓ ବେକ କର୍କଟ, ମସ୍ତିଷ୍କ କର୍କଟନିଉରୋବ୍ଲାସ୍ଟୋମା । ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ । [୧]

ସାଧାରଣତଃ କାର୍ବୋପ୍ଲାଟିନର କେତେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ଅଧିକ ଦେଖାଯାଉଥିବା ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ କଣିକା (low blood cell levels), ଅଇ, ବିଦ୍ୟୁତ ବିଶ୍ଳେଷ୍ୟ ସମସ୍ୟା (electrolyte problems) ଦେଖାଯାଏ । ସାଂଘାତିକ ସମସ୍ୟାରେ ଆଲର୍ଜି ପ୍ରତିକ୍ରିୟା ଓ ଆଉ ଏକ କର୍କଟ ରୋଗ ସଙ୍କଟ ଆସିପାରେ । ଗର୍ଭାବସ୍ଥାରେ ଏହି ଔଷଧ ଶିଶୁର ହାନୀ କରେ । [୧] ଏହା ପ୍ଲାଟିନମ-ବେସ୍‌ଡ ଆଣ୍ଟିନିଓପ୍ଲାସ୍ଟିକ (platinum-based antineoplastic) ଶ୍ରେଣୀର ଏକ ଔଷଧ ଯାହା ଡିଏନଏର ଦ୍ୱିତୀକରଣକୁ ବାଧାଦେଇ କାର୍ଯକ୍ଷମ ହୁଏ । [୧][୨]

ସନ ୧୯୭୨ରେ କାର୍ବୋପ୍ଲାଟିନ ପେଟେଣ୍ଡ ହେବାପରେ ସନ ୧୯୮୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୪୫୦ମିଗ୍ରା ଭାଏଲର ମୂଲ୍ୟ ୨୬.୪୯ରୁ ୩୭.୩୭ ଆମେରିକୀୟ ଡଲାର ।[୫] ଇଂଲଣ୍ଡରେ ଏହାର ମୂଲ୍ୟ ପ୍ରାୟ ୧୬୦.୦୦ ପାଉଣ୍ଡ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Carboplatin". The American Society of Health-System Pharmacists. Retrieved 8 December 2016.
  2. Apps, M. G.; Choi, E. H. Y.; Wheate, N. J. (2015). "The state-of-play and future of platinum drugs". Endocrine-related Cancer. 22 (4): 219–233. doi:10.1530/ERC-15-0237. PMID 26113607.
  3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 513. ISBN 9783527607495.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Carboplatin". International Drug Price Indicator Guide. Retrieved 8 December 2016.[permanent dead link]
  6. British national formulary : BNF 69 (69 ed.). British Medical Association. 2015. p. 605. ISBN 9780857111562.