ହେମା ମାଳିନୀ

ଉଇକିପିଡ଼ିଆ‌ରୁ

ହେମା ମାଳିନୀ

ଲୋକ ସଭାର ସଦସ୍ୟା
Assumed office
16 May 2014
ପୂର୍ବ ଅଧିକାରୀJayant Chaudhary
ବ୍ୟକ୍ତିଗତ ସବିଶେଷ
ଜନ୍ମ
ହେମା ମଳିନୀ ଆର୍ ଚକ୍ରବର୍ତ୍ତୀ

(1950-10-16) ୧୬ ଅକ୍ଟୋବର ୧୯୫୦ (ବୟସ ୭୩)[୧]
ଜିୟାପୁରମ, ତିରୁଚିରାପଲ୍ଲୀ ଜିଲ୍ଲା, Madras Presidency, ଭାରତ
ଜାତୀୟତାIndian
ଉଚ୍ଚତା୫.୪"
ଜୀବନ ସାଥୀ
(m. invalid year)
ସନ୍ତାନଇସା ଦେଓଲ
ଆହାନା ଦେଓଲ
ବୃତ୍ତିଅଭିନେତ୍ରୀ, ପ୍ରଯୋଜକ, ରାଜନେତ୍ରୀ
ପୁରସ୍କାରପଦ୍ମଶ୍ରୀ (୨୦୦୦)

ହେମା ମାଳିନୀ("ହେମା ମଳିନୀ ଚକ୍ରବର୍ତ୍ତୀ") (ଜନ୍ମ ୧୬ ଅକ୍ଟୋବର ୧୯୪୮) ତାମିଲନାଡ଼ୁର ଜିୟାପୁରମଠାରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରାରେ ଜଣେ ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକ, ରାଜନେତ୍ରୀ ଥିଲେ। ସେ ତାମିଲ ଚଳଚ୍ଚିତ୍ର "ଇଥୁ ସାଥିୟମ"ରେ ଅଭିନୟ କରି ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। ୧୯୬୮ ମସିହାରେ "ସପ୍ନୋ କା ସୌଦାଗର ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୁମିକାରେ ପ୍ରଥମ କରି ଅଭିନୟ କରିଥିଲେ। ମଳିନୀଙ୍କୁ ସେହି ସମୟରେ "ଡ୍ରିମ୍ ଗାର୍ଲ" ରୂପେ ସମ୍ଭୋଧନା କରି ତାଙ୍କୁ ପ୍ରୋତ୍ସାହିତ କରାଯାଉଥିଲା,ଏବଂ ୧୯୭୭ରେ ସେ ଏହି ନାମର ଏକ ଚଳଚ୍ଚିତ୍ର କରିଥିଲେ। ତାଙ୍କ ଅଧିକାଂଶ ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର, ରାଜେଶ ଖାନା, ଦେବ ଆନନ୍ଦ ସ୍ୱାମୀ ଭୁମିକାରେ ଥାଇ ହେମାଙ୍କ ବିପରୀତ ପକ୍ଷେ ଅଭିନୟ କରିଥିଲେ। ସେ ୧୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ମଳିନୀ ତାଙ୍କ ଅଭିନୟ ସମୟରେ ୧୧ ଥର Filmfare award for best actress ପାଇଁ ମନୋୟନ ହେଇଛନ୍ତି,୧୯୭୨ରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ୨୦୦୦ ମସିହାରେ ମଳିନୀ, ଭାରତ ସରକାରଙ୍କଦ୍ୱାରା Filmfare lifetime achievement award ଏବଂ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି।[୨] ୨୦୦୩ରୁ ୨୦୦୯ ପଯ୍ୟନ୍ତ ମଳିନୀ ବି.ଜେ.ପି ପ୍ରତିନିଧି ଭାବେ ରାଜ୍ୟସଭାକୁ ଚୟନ ହୋଇଥିଲେ। ୨୦୧୪ ମସିହାରେ ହେମା ମଳିନୀ ଲୋକ ସଭା ପାଇଁ ମନୋୟନ ହୋଇଥିଲେ। ମଳିନୀ ଦାନଶୀଳ କାର୍ଯ୍ୟରେ ଓ ସମାଜ ସାହସିକତା କାର୍ଯ୍ୟରେ ଜଡ଼ିତ ଅଛନ୍ତି।

  1. "rediff.com: A dream called Hema Malini". Rediff.com. 16 ଅକ୍ଟୋବର 1958. Retrieved 14 ଜୁନ 2011.
  2. ପୁରସ୍କାର ପାଇଛନ୍ତି, ୨୦୦୦ ମସିହାରେ. "Hema Malini". Retrieved 11 ମାର୍ଚ୍ଚ 2017.{{cite web}}: CS1 maint: numeric names: authors list (link)