ଲବ ( ରାମାୟଣ )

ଉଇକିପିଡ଼ିଆ‌ରୁ
ଲବ ( ରାମାୟଣ )
Lava and Kusha, sons of Rama

ଲବ ବା ଲବ୍[୧](ସଂସ୍କୃତ: लव meaning particle, Kannada: ಲವ, Telugu: లవుడు, Tamil: இலவன், Malay: Tilawi, Indonesian: Lawa, Khmer: Jupalaks, Lao: Phra Lao, Assamese: Laba, Thai: Phra Lop/พระลพ) ଓ ତାଙ୍କର ଯାଁଳା ଭାଇ କୁଶ ହିନ୍ଦୁ ମହାପୁରାଣ ରାମାୟଣରେ ବର୍ଣିତ ମୁଖ୍ୟ ଚରିତ୍ର ରାମ ଓ ସୀତାଙ୍କ ପୁତ୍ର ଥିଲେ । ଉଭୟ ଯାଁଳା  ଭାଇ ହେଇଥିଲେ ମଧ୍ୟ କୁଶ ପ୍ରଥମେ ଜନ୍ମ ହେଇଥିବାରୁ ସେ ବଡ ବୋଲି ଧରାଯାଇଥାଏ । ଲବ ତାଙ୍କ ପିତା ରାମ ମକା ଚେହେରା ଭଳି ଆସିଥିବା ବେଳେ ଈଷତ ନୀଳ ବରଣର ଥିଲେ ଓ କୁଶ ମାତା ସିତାଙ୍କ ପରି ସଫେଦ ରଙ୍ଗ ଗ୍ରହଣ କରି ତାଙ୍କ ଚେହେରାର ଚାପ  ରେ ଥିଲେ । ଲବ ପରେ 'ଲବପୁରୀ' ରାଜ୍ୟ ସ୍ଥାପନ କାରିୟହିବାର ବର୍ଣ୍ଣନା ରହିଛି ।   ,[୨] ସେଇ ଲବପୁରକୁ ଆଧୁନିକ ଲାହୋରେ ସହର ( ପାକିସ୍ଥାନରେ ବର୍ତ୍ତମାନ ଅବସ୍ଥିତ ) ବୋଇ କୁହାଯାଏ ।,[୩] ଏହା ତାଙ୍କ ନାମରେ ନମିତା ହେଇଥିଲା । .[୪] ଦକ୍ଷିଣ ଏସିୟ ରାଜ୍ୟ ଲାଓସ ଓ ଥାଇଲ୍ଯାନ୍ଡର ସହର ଲପବୁରି  ମଧ୍ୟ ତାଙ୍କ ନାମାନୁସାରେ ନମିତା ହେଇଥିବାର ଇତିହାସ କୁହେ । [୫] ଇଣ୍ଡୋ- ଆର୍ଜନ  ବଂଶର ଶିକାରବାର ରାଜପୁତ , ଆବଢିୟା ଜାତି , ଓ ଲେନା ପତିଦାର ବଂଶ ଲବଙ୍କ ବାନ୍ଶୋଜ ହେଇଥିବାର ଦାବି କରନ୍ତି । ଲବ ମୂଳତଃପ୍ରାଚୀନ ଭାରତର  ଇଚ୍ଛାକୁ କୁଳ ଓ ସୂର୍ଯ୍ୟବଂଶୀ ହେଇଥିବାର ଜଣା ଯାଏ । .[୧][୬][୭]

ଜନ୍ମ ଓ ବାଲ୍ୟାବସ୍ଥା [ସମ୍ପାଦନା]

Lava and Kusha engage Lakshmana in battle

ରାମାୟଣର ବର୍ଣ୍ଣନା ଅନୁସାରେ ରାମ ସିତାଙ୍କୁ ଲୋକବାଦ ଶୁଣିବା ପରେ କିଛି କାଳ ପାଇଁ ପରିତ୍ୟାଗ କରିଥିଲେ । ସିତା ସେହି ସମତ୍ୟରେ ବନରେ ବାଲ୍ମୀକି ମୁନିଙ୍କ ଆଶ୍ରମରେ ଶରଣାଗତ ହେଇ ରହିଥିଲେ । ତମଶା ନଦୀ ତଟରେ ବାଲ୍ମୀକି ମୁନିଙ୍କ ଆଶ୍ରମ ଥିଲା । .[୮] ଲବ ଓ କୁଶ ସେହିଠାରେ ଜନ୍ମ ଗ୍ରହଣ କରିଥିଲେ ଓ ସନ୍ଥ ବାଲ୍ମୀକିଙ୍କଦ୍ୱାରା ଶିକ୍ଷା ଓ ଯୁଦ୍ଧ କୌଶଳ ପ୍ରାପ୍ତ ହେଇଥିଲେ । ସେମାନେ ତାଙ୍କଠାରୁ ରାମାଙ୍କ ବିଷୟ ମଧ୍ୟ ବିଷାଦ ଭାବରେ ଜାଣିଥିଲେ । 

ଅଶ୍ୱମେଧ ଯଜ୍ଞ[ସମ୍ପାଦନା]

Temple associated with Lava (or Loh) in Lahore Fort

ପରବର୍ତୀ ଇତିହାସ [ସମ୍ପାଦନା]

ରାମଙ୍କ ପରେ ଲବ ଓ କୁଶ ଶାସକ ହେଇ ଲାହୋରେ ଓ କାଶୁର ସହର ସ୍ଥାପନ କରିଥିଲେ । ଲାହୋରେ ସହରକୁ ଆଗରୁ ଲବପୁରୀ କୁହାଯାଉଥିଲା । କୋଶଳ ମହାରାଜ୍ୟର ରାଜା ଥିବା ରାମା ତାଙ୍କ ପୁତ୍ର ଲବଙ୍କୁ ଶ୍ରଭସ୍ତି ଓ କୁଶଙ୍କୁ କୁଶବତୀ ରାଜ୍ୟ ପ୍ରଦାନ କରିଥିଲେ । .[୯]

ବର୍ତ୍ତମାନ ମଧ୍ୟ ଶହି କିଲ୍ଲା ମଧ୍ୟରେ ଲବଙ୍କ ଏକ ମଦିର ଅବସ୍ଥିତ ରହିଛି । .[୧୦]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Luv Kush

ଆଧାର [ସମ୍ପାଦନା]

  1. ୧.୦ ୧.୧ Lohana Community United Kingdom
  2. Bombay Historical Society (1946). Annual bibliography of Indian history and Indology, Volume 4. p. 257.
  3. Baqir, Muhammad (1985). Lahore, past and present. B.R. Pub. Corp. pp. 19–20. Retrieved 2009-05-29.
  4. Masudul Hasan (1978). Guide to Lahore. Ferozsons.
  5. Mishra, P.K. (1999). Studies In Hindu And Buddhist Art. Abhinav Publications. p. 356.
  6. Diwan Bherumal Mahirchand Advani.
  7. "Leva Gurjars ancestry". Archived from the original on 2017-08-03. Retrieved 2016-12-19.
  8. Vishvanath Limaye (1984). Historic Rama of Valmiki. Gyan Ganga Prakashan.
  9. Nadiem, Ihsan N (2005). Punjab: land, history, people. Al-Faisal Nashran. p. 111. Retrieved 2009-05-29.
  10. Ahmed, Shoaib.