ବାଘମରା

ଉଇକିପିଡ଼ିଆ‌ରୁ
Baghmara

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Baghmara
city
Nickname: 
Pitcher Plant Town
CountryIndia
StateMeghalaya
DistrictSouth Garo Hills
Population
 (2001)
 • Total୮,୬୪୩
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣML

ଭାଘମରା  (IPA: ˌbægˈmɑ:rə)  ଭାରତୀୟ ରାଜ୍ୟ ମେଘାଲୟର ଦକ୍ଷିଣ ଗାରୋ ଜିଲ୍ଲାର ମୁଖ୍ୟାଳୟ । ଏହି ସହରକୁ ଲାଗି ବାଂଲା ଦେଶ ରହିଛି । ଏହା ଟୁରାଠାରୁ 113 କିଲୋମିଟର ଦୂର ବାରଟି । ଏହା ମଧ୍ୟ ଦେଇ ଏକ ନଦୀ ପ୍ରବାହିତ । ଏହାର ଚତୁର୍ଦିଗରେ ପାହାଡ ସମୂହ ରହିଛି । ଏଠାରୁ 45 କିଲୋମିଟର ଦୂରରେ ପର୍ବତ ଉପରେ ବିଖ୍ୟାତ ସୁଜି ଗୁମ୍ଫା ରହିଛି ଓ ବାଘମରାଠାରୁ ସେଠାକୁ  ଯାଇ ହୁଏ । ଏଠାରୁ ବସ ଓ କାରଦ୍ୱାରା ରାସ୍ତା ପଥ ଦେଇ ଯାତାୟତ କରିବାକୁ ହୁଏ । ଏଠାରେ ସୁସ୍ୱାଦୁ ମାଛ ଉପଲବ୍ଧ ହେଇଥାଏ ଓ ପ୍ରାଚୀନ କାଳରେ ସାମୁଦ୍ରିକ ବାଣିଜ୍ୟ ମଧ୍ୟ ଏଠାରୁ ହାଉଥିଲା । ଏହାର ଅରଣ୍ୟରେ ଜୀବଭକ୍ଷୀ ବୃକ୍ଷୀ ରହିଥାଏ । 

ଜୀବ ଭକ୍ଷୀ ଫିଚର ବୃକ୍ଷୀ 

ଇତିହାସ [ସମ୍ପାଦନା]

ବଂ ଲସ୍କର ନାମକ ଜଣେ ବ୍ୟକ୍ତି ଏଠାରେ ବହୁ ପୂର୍ବରୁ ଏକ ବେଙ୍ଗଲ ଟାଇଗରକୁ ଖାଲି ହାତରେ ଯୁଦ୍ଧ କରି ମାରିଦେଇଥିଲେ । ସେହି ଦିନରୁ ଏହି ସ୍ଥାନର ନାମ ବାଘମରା ହେଲା । ବଂ ଲସ୍କରଙ୍କ ଏକ କବର ଖାନା ବାଘମରା ସହର ମଧ୍ୟଞ୍ଚଳରେ ରହିଛି । ପୂର୍ବରୁ ଏହି ସ୍ଥାନର ନାମ "ବାରୋକାର " ଥିଲା , ଯାହାର ଅର୍ଥ 12ଟି ଜଳାଧାର । 

ଜନସଂଖ୍ୟା [ସମ୍ପାଦନା]

 2001 ମସିହା ଜନଗଣନାରେ ଏହି ସ୍ଥାନର ଜନସଂଖ୍ୟା 8643 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 53 % ଥିବା ସମୟରେ ମହିଳା ସଂଖ୍ୟା 47% ଥିଲା । 6 ବର୍ଷରୁ କମ ସଂଖ୍ୟା 16 % ରହିଥିଲା । ଏଠାରେ ସାକ୍ଷ୍ୟରତା ହାର 70 % , ଯାହା ଜାତୀୟ ହାରଠାରୁ ଅଧିକ । 

ପର୍ଯ୍ୟଟକ ସ୍ଥଳୀ ସମୂହ [ସମ୍ପାଦନା]

  •  ବାଳପାଖରାମ ଜାତୀୟ ପାର୍କ 
  • ସୁଜି ଗୁମ୍ଫା 
  • ଫିଚର ବୃକ୍ଷୀ 
  • ସିମସଙ୍ଗ ନଦୀଚିଟମଙ୍ଗ ଶ୍ରୁଙ୍ଗ 
  • ବାଂଲାଦେହର ଦୃଶ୍ୟ 
  • ପ୍ରଜାପତି ପାର୍କ 
  • ନେଙ୍ଗକଙ୍ଗ ଗୁମ୍ଫା 

ଆଧାର [ସମ୍ପାଦନା]