କେଓଲାରି
କେଓଲାରି | |
---|---|
City | |
Country | India |
State | Madhya Pradesh |
District | Seoni |
Languages | |
Time zone | UTC+5:30 (IST) |
PIN | 480994 |
Telephone code | 07694 |
ISO 3166 code | IN-MP |
ଯାନବାହାନ ପଞ୍ଚୀକରଣ | DOES NOT HAVE A RTO |
Website | dietkeolari |
କେଓଲାରି , iଭାରତୀୟ ରାଜ୍ୟ ମଧ୍ୟ ପ୍ରଦେଶର ସେୟନି ଜିଲ୍ଲା ରିୟା ଏକ ସହର ଓ ତହସିଲ ଅଞ୍ଚଳ । ଏଠାରେ ୱାଇନ ଗଙ୍ଗା ନଦୀ ଓ ସାଗର ନଦୀର ସାଙ୍ଗମ ସ୍ଥଳ ରହିଛି ।
ଭୌଗୋଳିକ ଅବସ୍ଥିତି
[ସମ୍ପାଦନା]" କେୟଲର" ନାମକ ସ୍ଥାନୀୟ ଫସଲର ନାମ ଅନୁସାରେ ନମିତା ଏହି ସହରର ଅବସ୍ଥିତି 22°22′N 79°54′E / 22.37°N 79.90°E.[୧] ସମୁଦ୍ରପତ୍ତନର 447 ମିଟର ଉପରେ ଅବସ୍ଥିତ ଏହି ସହରର ଅନନ୍ୟ ଏକ ବିଶେଷତ୍ୱ ହେଲା ଏହା ଦେଶର ଠିକ କେନ୍ଦ୍ର ସ୍ଥାନରେ ଅବସ୍ଥିତ ।
ଜନସଂଖ୍ୟା
[ସମ୍ପାଦନା]2001 ମସିହାର ଭାରତୀୟ ଜନଗଣନା ,[୨] ଅନୁସାରେ କେଓଲାରିର ଜନସଂଖ୍ୟା 8,840 ଥିଲା । ଏହା ମଧ୍ୟରୁ ପୁରୁଷ 50.85 % ହେଇଥିବା ବେଳେ ମହିଳା ସଂଖ୍ୟା 49.15 ଥିଲା । ଏହି ସହରର ସାକ୍ଷ୍ୟରତା ହାର 69.16 % ଯାହା ଜାତୀୟ ହାର 59.5 %ରୁ ବେଶୀ ରହିଥିଲା । [୩]
ଜଳବାଯୁ
[ସମ୍ପାଦନା]ଭାରତୀୟ ମାଲା ଅଞ୍ଚଳରେ ଥିବା ଶୁଷ୍କ ଓ ଗରମ ଜଳବାଯୁ ଏଠାରେ ଅନୁଭୂତ ହୁଏ । ଗ୍ରୀଷ୍ମ କାଳୀନ ଉତ୍ତାପ 44 ଡିଗ୍ରୀ ଯାଏ ହୁଏ କିନ୍ତୁ ଶୀତ କାଳ ଆରାମଦାୟକ ରହେ।
ଯାତାୟତ
[ସମ୍ପାଦନା]ଏଠାରେ ନେରୋ ଗଜର ରେଳ ଲାଇନ ସହ ଏକ ଷ୍ଟେସନ ରହିଛି । ଏହି ଲାଇନ ବାଲାଘାଟ ପର୍ଯ୍ୟନ୍ତ ରହିଛି । ଏହାକୁ ବ୍ରଡ ଗଜ କରି ନାଗପୁର ଲାଇନ ସହ ମିଶେଇବାର ଯୋଜନା ରହିଛି ।
ଏହାର ନିକଟସ୍ଥ ବିମାନବନ୍ଦର ନାଗପୁର 180 କିଲୋମିଟର ଓ ଜବଲପୁର 135 କିଲୋମିଟର ଦୂରରେ ରହିଛି ।
References
[ସମ୍ପାଦନା]- ↑ Keolari on Wikimapia
- ↑ http://ourvillageindia.org/Place.aspx?
- ↑ "ଆର୍କାଇଭ୍ କପି". Archived from the original on 2011-07-21. Retrieved 2016-12-05.
{{cite web}}
: Cite has empty unknown parameter:|1=
(help)