କେଓଲାରି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କେଓଲାରି
City
Country India
StateMadhya Pradesh
DistrictSeoni
Languages
Time zoneUTC+5:30 (IST)
PIN
480994
Telephone code07694
ISO 3166 codeIN-MP
ଯାନବାହାନ ପଞ୍ଚୀକରଣDOES NOT HAVE A RTO
Websitedietkeolari.nic.in

କେଓଲାରି ,  iଭାରତୀୟ ରାଜ୍ୟ ମଧ୍ୟ ପ୍ରଦେଶର ସେୟନି ଜିଲ୍ଲା ରିୟା ଏକ ସହର ଓ ତହସିଲ ଅଞ୍ଚଳ । ଏଠାରେ ୱାଇନ ଗଙ୍ଗା ନଦୀ ଓ ସାଗର ନଦୀର ସାଙ୍ଗମ ସ୍ଥଳ ରହିଛି । 

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

" କେୟଲର" ନାମକ ସ୍ଥାନୀୟ ଫସଲର ନାମ ଅନୁସାରେ ନମିତା ଏହି ସହରର ଅବସ୍ଥିତି  22°22′N 79°54′E / 22.37°N 79.90°E / 22.37; 79.90.[୧]   ସମୁଦ୍ରପତ୍ତନର 447 ମିଟର ଉପରେ ଅବସ୍ଥିତ ଏହି ସହରର ଅନନ୍ୟ ଏକ ବିଶେଷତ୍ୱ ହେଲା ଏହା ଦେଶର ଠିକ କେନ୍ଦ୍ର ସ୍ଥାନରେ ଅବସ୍ଥିତ । 

ଜନସଂଖ୍ୟା [ସମ୍ପାଦନା]

2001 ମସିହାର ଭାରତୀୟ ଜନଗଣନା ,[୨] ଅନୁସାରେ କେଓଲାରିର ଜନସଂଖ୍ୟା 8,840 ଥିଲା । ଏହା ମଧ୍ୟରୁ ପୁରୁଷ 50.85 % ହେଇଥିବା ବେଳେ ମହିଳା ସଂଖ୍ୟା 49.15 ଥିଲା । ଏହି ସହରର ସାକ୍ଷ୍ୟରତା ହାର 69.16 % ଯାହା ଜାତୀୟ ହାର 59.5 %ରୁ ବେଶୀ ରହିଥିଲା । [୩]

ଫାଇଲ:Excellence school of keolari.jpg
Excellence School in Keolari
ଫାଇଲ:DIET Keolari.jpg
DIET Keolari

ଜଳବାଯୁ [ସମ୍ପାଦନା]

ଭାରତୀୟ ମାଲା ଅଞ୍ଚଳରେ ଥିବା ଶୁଷ୍କ ଓ ଗରମ ଜଳବାଯୁ ଏଠାରେ ଅନୁଭୂତ ହୁଏ । ଗ୍ରୀଷ୍ମ କାଳୀନ ଉତ୍ତାପ 44 ଡିଗ୍ରୀ ଯାଏ ହୁଏ କିନ୍ତୁ ଶୀତ କାଳ ଆରାମଦାୟକ ରହେ। 

ଯାତାୟତ [ସମ୍ପାଦନା]

ଏଠାରେ ନେରୋ ଗଜର ରେଳ ଲାଇନ ସହ ଏକ ଷ୍ଟେସନ ରହିଛି । ଏହି ଲାଇନ ବାଲାଘାଟ ପର୍ଯ୍ୟନ୍ତ ରହିଛି । ଏହାକୁ ବ୍ରଡ ଗଜ କରି ନାଗପୁର ଲାଇନ ସହ ମିଶେଇବାର ଯୋଜନା ରହିଛି । 

ଏହାର ନିକଟସ୍ଥ ବିମାନବନ୍ଦର ନାଗପୁର 180 କିଲୋମିଟର ଓ ଜବଲପୁର 135 କିଲୋମିଟର ଦୂରରେ ରହିଛି । 

References[ସମ୍ପାଦନା]

  1. Keolari on Wikimapia
  2. http://ourvillageindia.org/Place.aspx?
  3. "ଆର୍କାଇଭ୍ କପି". Archived from the original on 2011-07-21. Retrieved 2016-12-05. {{cite web}}: Cite has empty unknown parameter: |1= (help)