କ୍ଲୋଟ୍ରାଇମାଜୋଲ

ଉଇକିପିଡ଼ିଆ‌ରୁ
କ୍ଲୋଟ୍ରାଇମାଜୋଲ
Clinical data
Trade namesବ୍ୟବସାୟୀକ ନାମ - Desenex, Canesten, others
AHFS/Drugs.commonograph
MedlinePlusa682753
Pregnancy
category
  • AU: A
  • C (by mouth) and B (topical) (US)
Routes of
administration
Topical, throat lozenge
ATC code
Legal status
Legal status
  • US: OTC (topical), ℞-only (by mouth)
Pharmacokinetic data
BioavailabilityPoor absorption by mouth (lozenge), negligible absorption through intact skin (topical)
Protein binding90%
MetabolismLiver
Elimination half-life2 hours
Identifiers
  • 1-[(2-Chlorophenyl)(diphenyl)methyl]-1H-imidazole
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.041.589 Edit this at Wikidata
Chemical and physical data
FormulaC22H17ClN2
Molar mass344.837 g/mol
3D model (JSmol)
  • Clc1ccccc1C(c2ccccc2)(c3ccccc3)n4ccnc4
  • InChI=1S/C22H17ClN2/c23-21-14-8-7-13-20(21)22(25-16-15-24-17-25,18-9-3-1-4-10-18)19-11-5-2-6-12-19/h1-17H checkY
  • Key:VNFPBHJOKIVQEB-UHFFFAOYSA-N checkY
  (verify)

କ୍ଲୋଟ୍ରାଇମାଜୋଲ (ଇଂରାଜୀ ଭାଷାରେ Clotrimazole), ବିକ୍ରୟ ନାମ କ୍ୟାନେସ୍ଟେନ, ଏକ ପ୍ରକାର କବକରୋଗୀ ବା ଆଣ୍ଟିଫଙ୍ଗାଲ (antifungal medication) ଔଷଧ । ଏହା ବ୍ୟବ‌ହାର କରାଯାଉଥିବା ରୋଗମାନଙ୍କର ନାମ: କ୍ୟାଣ୍ଡିଡିଆସିସ୍ (vaginal yeast infections), ଓରାଲ ଥ୍ରସ (oral thrush), ଡାଇପର ରାସ (diaper rash), ପିଟିରିଆସିସ ଭର୍ସିକଲର (pityriasis versicolor), ଆଥଲେଟ ଫୁଟ (athlete's foot), ଜକ ଇଚ (jock itch) ଇତ୍ୟାଦି । ଏହି ଔଷଧ ଖାଇବା ପାଇଁ ମିଳେ ଓ ଚର୍ମ ତ‌ଥା ଯୋନୀପଥରେ (vagina) କ୍ରିମ ଆକାରରେ ଲଗେଇବା ପାଇଁ ମିଳେ ।[୧]


ପାଟିରେ ଖାଇଲେ ଅଇ ଓ ଗଲୁ ହୁଏ । ଚର୍ମ ଲାଲ ପଡ଼ିଯାଏ ଓ ଜ୍ୱଳା ହୁଏ । ଗର୍ଭାବସ୍ଥାରେ ଚର୍ମ ଓ ଯୋନୀପଥରେ ଲଗେଇଲେ ମଧ୍ୟ ବିପଦମୁକ୍ତ ଥିବା ବିଶ୍ୱାସ କରାଯାଏ । ଏହାର ବିପଦ ବିଷୟରେ ପ୍ରମାଣ ମିଳୁନଥିଲେ ମଧ୍ୟ ଏହି ବିଷୟରେ ଭଲ ଭାବେ ଅନୁଶୀଳନ ହୋଇନାହିଁ । ଯକୃତ ସମସ୍ୟା ଥିଲେ ପାଟିରେ ଖାଇବା ବେଳେ ସତର୍କ ହୋଇ ଅଧିକ ଯତ୍ନ ନେବା ଆବଶ୍ୟକ । ଏହା ଆଜୋଲ (azole) ଶ୍ରେଣୀର ଔଷଧ ଓ ଜୀବକୋଷ ଝିଲ୍ଲିକୁ (cell membrane) ବିଭକ୍ତ କରିଦିଏ । [୧]

କ୍ଲୋଟ୍ରାଇମାଜୋଲ ସନ ୧୯୬୯ରେ ଆବିଷ୍କୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୩] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ ୨୦୧୪ରେ ଗୋଟିଏ କ୍ରିମ ଟ୍ୟୁବର ମୂଲ୍ୟ ୦.୨୦–୦.୮୬ ଆମେରିକୀୟ ଡଲାର ଥିଲା । [୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଗୋଟିଏ କୋର୍ଷର ମୂଲ୍ୟ ୨୫ ଡଲାରରୁ କମ ପଡ଼େ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ American Society of Health-System Pharmacists (8 February 2016). "Clotrimazole Monograph for Professionals". www.drugs.com. Retrieved 28 October 2016.
  2. Walker, S. R. (2012). Trends and Changes in Drug Research and Development (in ଇଂରାଜୀ). Springer Science & Business Media. p. 109. ISBN 9789400926592.
  3. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  4. "Clotrimazole". International Drug Price Indicator Guide. Archived from the original on 10 May 2017. Retrieved 28 October 2016.
  5. Tarascon Pharmacopoeia 2016 Professional Desk Reference Edition (in ଇଂରାଜୀ). Jones & Bartlett Publishers. 2016. p. 176. ISBN 9781284095302.