ଶ୍ରୀଶୈଲମ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଶ୍ରୀଶୈଲମ
శ్రీశైలం
  • శ్రీశైలము
  • ಶ್ರೀಶೈಲ
  • श्रीशैल
Srisailam Gopuram
Srisailam Gopuram
Country India
StateAndhra Pradesh
DistrictKurnool
Elevation
409 m (1,342 ft)
Population
 (2011)[୧]
 • Total୧୦,୨୮୮
Languages
 • OfficialTelugu
Time zoneUTC+5:30 (IST)

ଶ୍ରୀଶୈଲମ , (Kannada : ಶ್ರೀಶೈಲ shrīshaila , Telugu : శ్రీశైలం śrīśailaṃ ) ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶର କୁର୍ନୁଲ ଜିଲ୍ଲାର ନଲ୍ଲାମାଳା ପାହାଡ ଉପରେ ଥିବା ଭଗବାନ ମଲ୍ଲିକାର୍ଜୁନଙ୍କ ମନ୍ଦିର । ଏହା କ୍ରୀଷ୍ଣା ନଦୀ ଅ ତଟରେ ଓ ହାଇଦେରବାଦଠାରୁ 212 କିଲୋମିଟର ଦୂରରେ ଅବସ୍ଥିତ । ଏହା ବହୁ ପୁରାତନ କାଳରୁ  ହିନ୍ଦୁ ଧର୍ମ , ସଂସ୍କୃତି ଓ ସାମାଜିକ ଇତିହାସରେ ଏକ ବିଶିଷ୍ଟ ସ୍ଥାନ ଗ୍ରହଣ କରି ଆସୁଛି । ତଥ୍ୟ ଅନୁସାରେ ଜଣା ଯାଏ  ଯେ ଶ୍ରୀଶୈଲମର ଇତିହାସ ଶତବାହନ ପ୍ରଥମ ଦକ୍ଷିଣରେ ସମ୍ବ୍ରାଜ୍ୟର ଆରମ୍ଭ କଳା ବେଳଠାରୁ ରହିଛି । ସଂସ୍କୃତ ଗ୍ରନ୍ଥରେ ଶ୍ରୀଶୈଲମ ଉପରେ ନିମ୍ମ ବର୍ଣ୍ଣନା ରହିଛି 

" श्रीशैल शिखर दृष्ट्वा पुनः जन्म न विद्यते । "

In native script, "శ్రీశైల శిఖర దృష్ట్వా పునః జన్మ న విద్యతే ।"
"śrīśaila śikhara dṛṣṭvā punaḥ janma na vidyate ।"

ଅର୍ଥାତ " ଶିଖର ବା ଶ୍ରୀଶୈଲମର ଶ୍ରୁଙ୍ଗ ଦର୍ଶନା କାଲେ ପୁନର ଜନ୍ମରୁ ମୁକ୍ତି ମିଳିଥାଏ । 

Geography[ସମ୍ପାଦନା]

ଶ୍ରୀଶୈଲମର ଅବସ୍ଥିତିର ଦିଗବାରେଣୀ ହେଲା 16°04′26″N 78°52′05″E / 16.074°N 78.868°E / 16.074; 78.868.[୨] ସମୁଦ୍ର ପତ୍ତନଠାରୁ ଏହା 1345 ଫୁଟ ଉପରେ ରହିଛି । 

Temples[ସମ୍ପାଦନା]

ଶ୍ରୀଶୈଲମଠାରେ ଥିବା ମଲ୍ଲିକାର୍ଜୁନ ମନ୍ଦିର ଭାରତର 12ଟି ଜ୍ୟୋତିଲିଙ୍ଗ ମନ୍ଦିର ଭିତରୁ ଅନ୍ୟତମ । ପ୍ରଥମେ ଏହାକୁ ଶ୍ରୀଗିରି କୁହାଯାଉଥିଲା । ଏଠାରେ ଭ୍ରମରମ୍ଭା ମନ୍ଦିର ମଧ୍ୟ ରହିଛି । ଏହା ଭାରତର 18ଟି ଶକ୍ତି ପିଠା ମଧ୍ୟରୁ ଏକ ହେଇଥିବାର କୁହାଯାଏ ।  


ପୁନଶ୍ଚ ଦେଖଣା [ସମ୍ପାଦନା]

  • Shivananda Lahari

ଆଧାର [ସମ୍ପାଦନା]

  1. "Census 2011". The Registrar General & Census Commissioner, India. Retrieved 29 August 2014.
  2. Falling Rain Genomics.

ବାହାର ଲିଙ୍କ [ସମ୍ପାଦନା]