ଧରମକୋଟ ଶୈଳ ନିବାସ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Dharamkot
fDhauladhar
A mustard field at Dharamkot near Dharamshala
Country India
StateHimachal Pradesh
DistrictKangra
Elevation
2,100 m (6,900 ft)
Languages
Time zoneUTC+5:30 (IST)
ଗଦଦି ମହିଳା ଘାସ କଟୁଥିବା ଏକ ଅଙ୍କିତ ଚିତ୍ର .
1980ରେ ଧରମକୋଟର ଦୃଶ୍ୟ 

ଧରମକୋଟ , ଏକ ସାନ ଶୈଳ ନିବାସ ସ୍ଥଳ । ଏହା ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାରେ ଅବସ୍ଥିତ । 

ଧରମକୋଟସ୍ଥିତ କାର୍ଲଟନ କଲେଜ 

ମାକ - ଲିୟଦଗଞ୍ଜର ଉପରେ ଥିବା ପାହାଡ ଉପରେ ଧରମକୋଟ ଏକ ଆକର୍ଷଣୀୟ ସ୍ଥାନ । ଏଠାରୁ କାଙ୍ଗର ଉପତ୍ୟକା ଓ ଧଉଳିଧାର ପର୍ବତମାଳାର ଦୃଶ୍ୟ ଦେଖା ଯାଇଥାଏ । ଏଠାରେ କିଛି ବୈଦେଶିକ ଲୋକ ମଧ୍ୟ ସ୍ଥାୟୀ ଭାବରେ ରହନ୍ତି । ଏଠାରେ କିଛି ଭୋଜନାଳୟ ମଧ୍ୟ ରହିଛି । 


ଏଠାରେ ବିପାସନା ଧ୍ୟାନ କେନ୍ଦ୍ର , ତୁଷିତା ଧ୍ୟାନ କେନ୍ଦ୍ର ଆଦି ଥାଇ ବୌଦ୍ଧ ଉପାସନା ମଧ୍ୟ ହୁଏ । 

ତ୍ରିଉଣ୍ଡ [ସମ୍ପାଦନା]

ତ୍ରିଉଣ୍ଡର ଦୃଶ୍ୟ 

ଧରମକୋତ ନିକଟରେ ତ୍ରିଉଣ୍ଡ ଏକ ଟ୍ରେକିଙ୍ଗ ସ୍ଥଳ । ୧୧ କିଲୋମିଟର ବ୍ୟାପୀ ଟ୍ରେକିଙ୍ଗ ପାଇଁ ରାସ୍ତା ଏଠାରେ ରହିଛି । ତମ୍ବୁ ଭଡାରେ ନେଇ ପର୍ଯ୍ୟଟକମାନେ ଏଠାରେ ସ୍ଥାନର  ସୌନ୍ଦର୍ଜ୍ୟ ଉପଭୋଗ କରନ୍ତି । 

ସ୍ନୋ ଲାଇନ [ସମ୍ପାଦନା]

November 2015
ନଭେମ୍ବର ମାସରେ ପର୍ବତର ଦୃଶ୍ୟ 

ତ୍ରିଉଣ୍ଡରୁ ଆଗକୁ ଗଲେ ସ୍ନୌଲୟନ ନାମକ ଅନ୍ୟ ଏକ ରମଣୀୟ ଟ୍ରେକିଙ୍ଗ ସ୍ଥାନ ପଡେ । ସେଠାରେ ମଧ୍ୟ ଏକ କେଫ ରହିଛି  ଓ ତମ୍ବୁ ଆଦି ମିଳିଥାଏ ।