ଆଲୋଚନା:ରଘୁ ଦହିବରା-ଆଳୁଦମ

Page contents not supported in other languages.
ଉଇକିପିଡ଼ିଆ‌ରୁ

ମୋତେ ଲାଗୁଛି, ଏ ପ୍ରସଙ୍ଗଟି ଉଇକି ନୀୟମ ଦୃଷ୍ଟିରୁ ପ୍ରସଙ୍ଗ ନିମନ୍ତେ ଅନୁପଯୁକ୍ତ । ଦୟାକରି ସମସ୍ତେ ଟିକେ ମତ ଦେବେ । --ଆଦିତ୍ୟ ମହାର (ଆଲୋଚନା) ୧୨:୩୪, ୨୪ ଅଗଷ୍ଟ ୨୦୧୬ (IST)[reply]

ଆଦିତ୍ୟ, କେଉଁ ନିୟମ ଦୃଷ୍ଟିରୁ ଏହା ଅନୁପଯୁକ୍ତ ଲାଗୁଛି ! ଟିକେ ଏଠି ଲେଖି ଜଣେଇଲେ ଆମେ ଉପକୃତ ହୁଅନ୍ତୁ । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୫୨, ୨୬ ଅଗଷ୍ଟ ୨୦୧୬ (IST)[reply]
ପ୍ରସଙ୍ଗ ମିଶ୍ରଣ ନୀତି ଅନୁସାରେ ଏହାକୁ ଦହିବରା-ଆଳୁଦମ ପ୍ରସଙ୍ଗରେ ରଖିବା ଉଚିତ ହେବ ଭାବୁଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୨:୧୮, ୩୦ ଅଗଷ୍ଟ ୨୦୧୬ (IST)[reply]
ପ୍ରିତି ଭାଇ, ଆପଣ ଯଦି ଠିକ ଭାବରେ ଉପକୃତ ହେଇ ସାରିଥିବେ, ତା ହେଲେ ଆପଣ କହିଲେ ଏହି ପ୍ରସଙ୍ଗକୁ ଦହିବରା-ଆଳୁଦମ ପ୍ରସଙ୍ଗରେ ମିଶାଇ ଦିଆଯିବ । --ଆଦିତ୍ୟ ମହାର (ଆଲୋଚନା) ୦୯:୪୭, ୨୬ ସେପ୍ଟେମ୍ବର ୨୦୧୬ (IST)[reply]
ଆଦିତ୍ୟ, ମୁଁ ଆଦୌ ସନ୍ତୁଷ୍ଟ ନୁହେଁ । ଦହିବରା ଗୋଟେ ଅଲଗା ପ୍ରସଙ୍ଗ, ରଘୁ ଦହିବରା-ଆଳୁଦମର ସ୍ଵତନ୍ତ୍ର ଗୁରୁତ୍ଵ ରହିଛି । ଧର ଆମେ ଇଂରାଜୀ ଉଇକିକୁ ଦେଖିବା, ଯଦିଓ en:Durgapur Steel Plantଟି en:Steel Authority of Indiaର ଅନ୍ତର୍ଭୂକ୍ତ, କିନ୍ତୁ ସେଥିପାଇଁ ଅଲଗା ଅଲଗା ଦୁଇଟି ପ୍ରସଙ୍ଗ ରଖାଯାଇଛି । ସେମିତି ଉଦାହରଣ ଅନେକ ମିଳିବ । ଆମ ଜଗନ୍ନାଥ ମନ୍ଦିର ପ୍ରସଙ୍ଗ ଦେଖ । ସବୁ ଜଗନ୍ନାଥ ମନ୍ଦିରର ଅଲଗା ଗୁରୁତ୍ଵ ରହିଛି, ସବୁକୁ ମିଶେଇ ଗୋଟିଏ କରିବା ଠିକ ହେବନି । ତେବେ, ତୁମେ ସମୟ କାଢି ଆଲୋଚନାଟି କରିଥିବାରୁ ଧନ୍ୟବାଦ । ତେଣିକି ପରିଚାଳକମାନେ ଶେଷ ନିଷ୍ପତି ନେବେ । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୦୩, ୨୬ ସେପ୍ଟେମ୍ବର ୨୦୧୬ (IST)[reply]