"ଶ୍ରଦ୍ଧାଞ୍ଜଳି କାନୁନଗୋ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଦେଖଣା
Content deleted Content added
Hellohappy (ଆଲୋଚନା | ଅବଦାନ) ଶ୍ରଦ୍ଧାଞ୍ଜଳି କାନୁନଗୋ ଆରମ୍ଭ କରାଗଲା |
(କିଛି ବଦଳିନାହିଁ)
|
୧୦:୧୫, ୨୧ ସେପ୍ଟେମ୍ବର ୨୦୨୧ ଅନୁସାରେ କରାଯାଇଥିବା ବଦଳ
ଶ୍ରଦ୍ଧାଞ୍ଜଳି କାନୁନଗୋ | |
---|---|
ଜନ୍ମ | ୧୯ ଅପ୍ରେଲ ୧୯୬୩ |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୧୮ |
ଶ୍ରଦ୍ଧାଞ୍ଜଳି କାନୁନଗୋ (ଜନ୍ମ : ୩୦ ଅପ୍ରେଲ ୧୯୬୩ ) ଜଣେ ଓଡ଼ିଆ ସାହିତ୍ୟିକା ।[୧] ୨୦୧୮ ମସିହା ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ନବ କୁମାର ବସୁଙ୍କ ବଙ୍ଗଳା ପୁସ୍ତକ ଶ୍ରୀମୟୀ ମା କୁ ଓଡ଼ିଆରେ ଅନୁବାଦ କରି ସେ ଏହି ପୁରସ୍କାର ପାଇଥିଲେ ।[୨]
ରଚନାବଳୀ
- ଶ୍ରୀମୟୀ ମା - ୨୦୧୮ (ଆମେ ଓଡ଼ିଶା ପ୍ରକାଶନ)[୩]
ସମ୍ମାନ ଓ ପୁରସ୍କାର
- କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୧୮[୪]
ଆଧାର
- ↑ "INTERNATIONAL TRANSLATION DAY" (PDF). www.odishapostepaper.com/. Odisha Post. Archived from the original (PDF) on 21 September 2021. Retrieved 21 September 2021.
- ↑ "ଶ୍ରଦ୍ଧାଞ୍ଜଳିଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ଅନୁବାଦ ସାହିତ୍ୟ ପୁରସ୍କାର". www.samajalive.in. ସମାଜ. Archived from the original on 21 September 2021. Retrieved 21 September 2021.
- ↑ "Home » Literature » Sahitya Akademi Translation Prize 2018 announced: odia Book Srimayee Maa selected for award Sahitya Akademi Translation Prize 2018 announced: odia Book Srimayee Maa selected for award". www.odishanewstimes.com. odisha news times. Archived from the original on 21 September 2021. Retrieved 21 September 2021.
- ↑ "AKADEMI TRANSLATION PRIZES (1989-2018)". http://www.sahitya-akademi.gov.in/. sahitya akademi. Archived from the original on 21 September 2021. Retrieved 21 September 2021.
{{cite web}}
: External link in
(help)|website=