Jump to content

"ଭେଷଜ ଶିକ୍ଷା ଅନୁଷ୍ଠାନ ଏବଂ ସମ୍ ହସ୍ପିଟାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
୧୩ କ ଧାଡ଼ି: ୧୩ କ ଧାଡ଼ି:
|country=[[ଭାରତ]]
|country=[[ଭାରତ]]
|campus=[[urban area|ସହରାଞ୍ଚଳ]]
|campus=[[urban area|ସହରାଞ୍ଚଳ]]
|affiliations=[[Siksha O Anusandhan University|ଶିକ୍ଷା ଓ ଅନୁସନ୍ଧାନ ୟୁନିଭର୍ସିଟି]], [[Medical Council of India|ଏମସିଆଇ]]
|affiliations=[[Siksha O Anusandhan University|ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ]], [[Medical Council of India|ଏମସିଆଇ]]
|website={{URL|http://www.soauniversity.ac.in/ims-sum-hospital}}}}
|website={{URL|http://www.soauniversity.ac.in/ims-sum-hospital}}}}
'''ଭେଷଜ ଶିକ୍ଷା ଅନୁଷ୍ଠାନ ଏବଂ ସମ୍ ହସ୍ପିଟାଲ''' (IMS) ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱରଠାରେ  ଥିବା ଶିକ୍ଷା ଓ ଅନୁସନ୍ଧାନ ପ୍ରତିଷ୍ଠାନ ତରଫରୁ ପ୍ରତିଷ୍ଠା ହେଇଥିବା ଏକ ମେଡିକାଲ କଲେଜ ଓ ସମ୍ସ ହସ୍ପିଟାଲ । ଏହି ମେଡିକାଲ କଲେଜ 2007 ମସିହାରେ ଭାରତୀୟ ମେଡିକାଲ କାଉନସିଲ ଠାରୁ MBBS କୋର୍ସ ଆରମ୍ଭ କରିବା ପାଇଁ ସ୍ୱୀକୃତି ପ୍ରାପ୍ତ ହେଇଥିଲା । 


'''ଭେଷଜ ଶିକ୍ଷା ଅନୁଷ୍ଠାନ ଏବଂ ସମ୍ ହସ୍ପିଟାଲ''' (IMS) ଭାରତୀୟ ରାଜ୍ୟ [[ଓଡ଼ିଶା|ଓଡ଼ିଶାର]] ରାଜଧାନୀ ସହର [[ଭୁବନେଶ୍ୱର|ଭୁବନେଶ୍ୱରଠାରେ]] ଏକ ବେସରକାରୀ ମେଡ଼ିକାଲ କଲେଜ ଓ ଡାକ୍ତରଖାନା ।<ref name="Bhushan">{{cite book|author=S. Bhushan|title=Dictionary of Education|url=https://books.google.com/books?id=7kKbDAAAQBAJ&pg=PA323|publisher=Prabhat Prakashan|isbn=978-93-5186-819-4|pages=323–}}</ref> ଏହା [[ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ]] ସହି ଅନୁବନ୍ଧିତ ।<ref>{{cite web |title=Five Departments of Sum Hospital Ranked No-1 In Survey |url=http://www.odishabytes.com/five-departments-of-sum-hospital-ranked-no-1-in-survey/ |website=http://www.odishabytes.com |publisher=odisha bytes |accessdate=18 July 2019}}</ref> ଏହି ମେଡ଼ିକାଲ କଲେଜ ୨୦୦୭ ମସିହାରେ ଭାରତୀୟ ମେଡ଼ିକାଲ କାଉନସିଲଠାରୁ ଏମବିବିଏସ(MBBS) ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ସ୍ୱୀକୃତି ପ୍ରାପ୍ତ ହେଇଥିଲା । 
ଏହା ସ୍ନାତକ ସ୍ତରରେ ମେଡ଼ିସିନ ଓ ଡେଣ୍ଟାଲ ବିଭାଗରେ ଶିକ୍ଷା ପ୍ରଦାନ କରୁଥିବା ବେଳେ ଅଣ- କ୍ଲିନିକାଲ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ମଧ୍ୟ ପ୍ରଦାନ କରୁଥିଲା । ସମ୍ପ୍ରତି ଏହା ସର୍ଜରୀ ଓ ନିଶ୍ଚେତନ ବିଭାଗରେ ମଧ୍ୟ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରୁଛି । 


ଏହା ରୋଗୀ ମାନଙ୍କ ପାଇଁ  ହୃଦରୋଗ ବିଜ୍ଞାନ (cardiology) , ସ୍ନାୟୁ ବିଜ୍ଞାନ (neurology), ବୃକକ ବିଜ୍ଞାନ (nephrology), ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସା (plastic surgery) ଏବଂ and ଶିଶୁ ଚିକିତ୍ସା ବିଜ୍ଞାନ (neo-natalogy).ରେ ସ୍ୱତନ୍ତ୍ର ସେବା ପ୍ରଦାନ କରିଥାଏ । 
ଏହା ସ୍ନାତକ ସ୍ତରରେ ମେଡ଼ିସିନ ଓ ଡେଣ୍ଟାଲ ବିଭାଗରେ ଶିକ୍ଷା ପ୍ରଦାନ କରୁଥିବା ବେଳେ ଅଣ-କ୍ଲିନିକାଲ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ମଧ୍ୟ ପ୍ରଦାନ କରିଥାଏ । ଏହା ସର୍ଜରୀ ଓ ନିଶ୍ଚେତନ ବିଭାଗରେ ମଧ୍ୟ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରିଥାଏ । ଏହା ରୋଗୀ ମାନଙ୍କ ପାଇଁ  ହୃଦରୋଗ ବିଜ୍ଞାନ (cardiology) , ସ୍ନାୟୁ ବିଜ୍ଞାନ (neurology), ବୃକକ ବିଜ୍ଞାନ (nephrology), ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସା (plastic surgery) ଏବଂ and ଶିଶୁ ଚିକିତ୍ସା ବିଜ୍ଞାନ (neo-natalogy)ରେ ସ୍ୱତନ୍ତ୍ର ସେବା ପ୍ରଦାନ କରିଥାଏ । 


== ଭେଷଜ ମହାବିଦ୍ୟାଳୟ ==
== ଭେଷଜ ମହାବିଦ୍ୟାଳୟ ==
୨୫ କ ଧାଡ଼ି: ୨୪ କ ଧାଡ଼ି:


== ଚିକିତ୍ସାଳୟ==
== ଚିକିତ୍ସାଳୟ==
୧୨୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ର ପାତି ରହିଥିବା ଅସ୍ତ୍ରୋପଚାର ଗୃହ ଥିବା ସହ ଜରୁରୀକାଳିନ ଚିକିସ୍ଥା ପାଇଁ ପ୍ରକୋଷ୍ଠ ମାନ ରହିଛି । 
୧୨୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତି, ଅସ୍ତ୍ରୋପଚାର ଗୃହ ଜରୁରୀକାଳିନ ଚିକିସ୍ଥା ପାଇଁ ପ୍ରକୋଷ୍ଠ ମାନ ରହିଛି । 
== ଅଗ୍ନି ଦୁର୍ଘଟଣା ==
== ଅଗ୍ନି ଦୁର୍ଘଟଣା ==
ଅକ୍ଟୋବର ୧୭ , ୨୦୧୬ରେ ଏହି ଚିକିତ୍ସାଳୟରେ ଅଗ୍ନି ଦୁର୍ଘଟଣା ଘଟିବା ଯୋଗୁଁ ୧୯ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।<ref>{{cite web|url=http://indianexpress.com/article/india/india-news-india/fire-breaks-out-in-icu-ward-institute-of-medical-sciences-and-sum-hospital-3088336/|title=Bhubaneswar: 21 patients killed in fire at SUM Hospital|date=17 October 2016|work=The Indian Express|accessdate=18 October 2016}}</ref>
ଅକ୍ଟୋବର ୧୭ , ୨୦୧୬ରେ ଏହି ଚିକିତ୍ସାଳୟରେ ଅଗ୍ନି ଦୁର୍ଘଟଣା ଘଟିବା ଯୋଗୁଁ ୧୯ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।<ref>{{cite web|url=http://indianexpress.com/article/india/india-news-india/fire-breaks-out-in-icu-ward-institute-of-medical-sciences-and-sum-hospital-3088336/|title=Bhubaneswar: 21 patients killed in fire at SUM Hospital|date=17 October 2016|work=The Indian Express|accessdate=18 October 2016}}</ref>


== ଆଧାର ସମୂହ ==
== ଆଧାର ==
{{Reflist}}
{{ଆଧାର}}


== ବାହ୍ୟ ସଂଯୋଗ ==
== ବାହ୍ୟ ସଂଯୋଗ ==

୦୯:୩୭, ୧୮ ଜୁଲାଇ ୨୦୧୯ ଅନୁସାରେ କରାଯାଇଥିବା ବଦଳ

Institute of Medical Sciences and Sum Hospital
"ଭେଷଜ ଶିକ୍ଷା ଅନୁଷ୍ଠାନ ଏବଂ ସମ୍ ହସ୍ପିଟାଲ"
ଲକ୍ଷ୍ୟଉଭୟ ସ୍ନାତକ ଏବଂ ସ୍ନାତକୋତ୍ତର ସ୍ତରରେ ଡାକ୍ତରୀ ଶିକ୍ଷା ଉପଲବ୍ଧ କରାଇବା
ସ୍ଥାପିତ୨୦୦୭
ପ୍ରକାରବେସରକାରୀ ଭେଷଜ ମହାବିଦ୍ୟାଳୟ
ଡିନଗଙ୍ଗାଧର ସାହୁ
ଛାତ୍ର ଛାତ୍ରୀ ସଂଖ୍ୟାପ୍ରଶୀକ୍ଷୁମାନଙ୍କୁ (Intern) ମିଶାଇ ପ୍ରତିବର୍ଷ ୭୫୦ ଜଣ
ସ୍ନାତକୋତ୍ତରକ୍ଲିନିକାଲ କ୍ଷେତ୍ରରେ ଉପଲବ୍ଧ
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ
ପରିସରସହରାଞ୍ଚଳ
ଅନୁବନ୍ଧନଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଏମସିଆଇ
ୱେବସାଇଟwww.soauniversity.ac.in/ims-sum-hospital


ଭେଷଜ ଶିକ୍ଷା ଅନୁଷ୍ଠାନ ଏବଂ ସମ୍ ହସ୍ପିଟାଲ (IMS) ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱରଠାରେ ଏକ ବେସରକାରୀ ମେଡ଼ିକାଲ କଲେଜ ଓ ଡାକ୍ତରଖାନା ।[] ଏହା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ସହି ଅନୁବନ୍ଧିତ ।[] ଏହି ମେଡ଼ିକାଲ କଲେଜ ୨୦୦୭ ମସିହାରେ ଭାରତୀୟ ମେଡ଼ିକାଲ କାଉନସିଲଠାରୁ ଏମବିବିଏସ(MBBS) ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ସ୍ୱୀକୃତି ପ୍ରାପ୍ତ ହେଇଥିଲା । 

ଏହା ସ୍ନାତକ ସ୍ତରରେ ମେଡ଼ିସିନ ଓ ଡେଣ୍ଟାଲ ବିଭାଗରେ ଶିକ୍ଷା ପ୍ରଦାନ କରୁଥିବା ବେଳେ ଅଣ-କ୍ଲିନିକାଲ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ମଧ୍ୟ ପ୍ରଦାନ କରିଥାଏ । ଏହା ସର୍ଜରୀ ଓ ନିଶ୍ଚେତନ ବିଭାଗରେ ମଧ୍ୟ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରିଥାଏ । ଏହା ରୋଗୀ ମାନଙ୍କ ପାଇଁ  ହୃଦରୋଗ ବିଜ୍ଞାନ (cardiology) , ସ୍ନାୟୁ ବିଜ୍ଞାନ (neurology), ବୃକକ ବିଜ୍ଞାନ (nephrology), ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସା (plastic surgery) ଏବଂ and ଶିଶୁ ଚିକିତ୍ସା ବିଜ୍ଞାନ (neo-natalogy)ରେ ସ୍ୱତନ୍ତ୍ର ସେବା ପ୍ରଦାନ କରିଥାଏ । 

ଭେଷଜ ମହାବିଦ୍ୟାଳୟ

ମହାବିଦ୍ୟାଳୟ ପରିସରରେ ୬ଟି ଥିଏଟରରେ ଇ-ପ୍ରଶିକ୍ଷଣ ସୁବିଧା ସହଜରେ ଉପଲବ୍ଧ । ଏହାର ପାଠାଗାରରେ ଇଣ୍ଟର୍ନେଟ କାଫେ ସହ ସମଗ୍ର ପରିସରରେ ପୂର୍ଣ୍ଣ କାଳୀନ ତୀବ୍ର ଗତି ଯୁକ୍ତ ୱାଇ-ଫାଇ ସେବା ଉପଲବ୍ଧ । 

ଚିକିତ୍ସାଳୟ

୧୨୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତି, ଅସ୍ତ୍ରୋପଚାର ଗୃହ ଓ ଜରୁରୀକାଳିନ ଚିକିସ୍ଥା ପାଇଁ ପ୍ରକୋଷ୍ଠ ମାନ ରହିଛି । 

ଅଗ୍ନି ଦୁର୍ଘଟଣା 

ଅକ୍ଟୋବର ୧୭ , ୨୦୧୬ରେ ଏହି ଚିକିତ୍ସାଳୟରେ ଅଗ୍ନି ଦୁର୍ଘଟଣା ଘଟିବା ଯୋଗୁଁ ୧୯ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।[]

ଆଧାର 

  1. S. Bhushan. Dictionary of Education. Prabhat Prakashan. pp. 323–. ISBN 978-93-5186-819-4.
  2. "Five Departments of Sum Hospital Ranked No-1 In Survey". http://www.odishabytes.com. odisha bytes. Retrieved 18 July 2019. {{cite web}}: External link in |website= (help)
  3. "Bhubaneswar: 21 patients killed in fire at SUM Hospital". The Indian Express. 17 October 2016. Retrieved 18 October 2016.

ବାହ୍ୟ ସଂଯୋଗ