Jump to content

"ଅପୁ ବିଶ୍ୱାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୨୫ କ ଧାଡ଼ି: ୨୫ କ ଧାଡ଼ି:


==ବ୍ୟକ୍ତିଗତ ଜୀବନ==
==ବ୍ୟକ୍ତିଗତ ଜୀବନ==
୨୦୦୮ ମସିହାରେ ଅପୁ ବିଶ୍ୱାସ ବଙ୍ଗଳାଦେଶୀ ଅଭିନେତା ଶକିବ ଖାନ୍‌ଙ୍କୁ ବିବାହ କରିଥିଲେ । ସେହିବର୍ଷ ସେ [[ମୁସଲମାନ]] ଧର୍ମ ଗ୍ରହଣ କରିଥିଲେ ଏବଂ ତାଙ୍କର ନାମ ଅପୁ ବିଶ୍ୱାସରୁ ଅପୁ ଇସ୍‌ଲାମ୍ ବିଶ୍ୱାସକୁ ବଦଳାଇଦେଇଥିଲେ । ଏହି ଦମ୍ପତିଙ୍କର ଗୋଟିଏ ଆବ୍‌ରାମ୍ ଖାନ୍ ନାମକ ଏକ ପୁଅ ଅଛି, ଯିଏକି ୨୭ ସେପ୍ଟେମ୍ବର ୨୦୧୬ରେ [[କଲିକତା]]<nowiki>ଠାରେ</nowiki> ଜନ୍ମଗ୍ରହଣ କରିଥିଲେ ।<ref>{{cite news|title=Will accept my son, not Apu: Shakib Khan|url=https://www.thedailystar.net/arts-entertainment/dhallywood-actress-apu-biswas-claims-she-married-no-1-shakib-khan-1389115|accessdate=26 April 2018|work=The Daily Star|date=10 April 2017|language=en}}</ref><ref>{{cite web|url=https://biographywiki.net/apu-biswas-biography-age-husband/|title= Apu Biswas Biography|publisher=Biography Wiki}}</ref> ଅପୁ ତାଙ୍କର ବିବାହ ଏବଂ ପିଲା ବିଷୟରେ ସର୍ବସାଧାରଣରେ କୌଣସି ତଥ୍ୟ ପ୍ରକାଶ କରିନଥିଲେ । ୧୦ ଅପ୍ରେଲ ୨୦୧୭ରେ ସେ ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ତାଙ୍କ ପୁଅ ସ‌ହ ଏକ ସାକ୍ଷାତକାର ଦେଇଥିଲେ ଏବଂ ସେତେବେଳେ ତାଙ୍କ ବିବାହ ବିଷୟରେ ସର୍ବସାଧାରଣରେ ସ୍ୱୀକାର କରିଥିଲେ ।<ref>{{cite news|title=Rumours of Shakib - Apu divorce in the air {{!}} Dhaka Tribune|url=https://www.dhakatribune.com/showtime/2017/11/11/rumours-shakib-apu-divorce-air/|accessdate=26 April 2018|work=dhakatribune.com|date=11 November 2017}}</ref>


==ଆଧାର==
==ଆଧାର==

୧୭:୪୯, ୧୯ ନଭେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଅପୁ ବିଶ୍ୱାସ
୨୦୧୭ରେ ଅପୁ
ଜନ୍ମ
ଅବନ୍ତି ବିଶ୍ୱାସ

(1983-10-11) ୧୧ ଅକ୍ଟୋବର ୧୯୮୩ (ବୟସ ୪୦)
ବୋଗ୍ରା ଜିଲ୍ଲା
ଅନ୍ୟ ନାମଅପୁ ଇସ୍‌ଲାମ୍ ଖାନ୍
ବୃତ୍ତି(ସମୂହ)ଅଭିନେତ୍ରୀ
ମଡେଲ
ସକ୍ରିୟ ବର୍ଷ୨୦୦୬–ଏବେଯାଏଁ
ବୈବାହିକ-ସାଥୀ
ଶକିବ ଖାନ୍]]
(m. ୨୦୦୮)
[୧][୨][୩][୪]
ସନ୍ତାନଆବ୍ରାମ ଖାନ୍ ଜୟ
ପିତାମାତା(s)ଉପେନ୍ଦ୍ରନାଥ ବିଶ୍ୱାସ (ବାପା)
ଶେଫାଳୀ ବିଶ୍ୱାସ (ମାଆ)

ଅପୁ ବିଶ୍ୱାସ (ଜନ୍ମ: (1983-10-11)ଅକ୍ଟୋବର ୧୧, ୧୯୮୩


ଜନ୍ମସ୍ଥାନ
ବୋଗ୍ରା ଜିଲ୍ଲା, ବଙ୍ଗଳାଦେଶ; ଜନ୍ମନାମ: ଅବନ୍ତି ବିଶ୍ୱାସ) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ ।[୫] ସେ ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି । ୨୦୦୫ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା କାଲ୍ ସକଳେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଅମଜାଦ ହୁସେନ । ଏହାପରେ ୨୦୦୬ ମସିହାରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିବା ଆରମ୍ଭ କରିଥିଲେ । ଅଭିନେତା ଶକିବ ଖାନ୍‌ଙ୍କ ସହ କୋଟୀ ଠାକର କବିନ୍‌ କଥାଚିତ୍ରରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ, ଯାହର ନିର୍ଦ୍ଦେଶନା ଦେଇଥିଲେ ଏଫ୍‌.ଆଇ. ମାଣିକ୍ । ଅପୁ ପ୍ରାୟ ଅଧିକାଂଶ ଚଳଚ୍ଚିତ୍ର ଶକିବ ଖାନ୍‌ଙ୍କ ସ‌ହ କରିଛନ୍ତି ଏବଂ ୨୦୦୮ରେ ତାଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ ।

ପ୍ରାରମ୍ଭିକ ଜୀବନ

ଅପୁ ବିଶ୍ୱାସ ୧୧ ଅକ୍ଟୋବର ୧୯୮୩ରେ ବଙ୍ଗଳାଦେଶର ବୋଗ୍ର ଜିଲ୍ଲାରେ ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଥିଲେ ଉପେନ୍ଦ୍ରନାଥ ବିଶ୍ୱାସ ଓ ମାଆ ଶେଫାଳୀ ବିଶ୍ୱାସ । ଅପୁ ତାଙ୍କର ପିଲାଦିନରୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଶିଳ୍ପକଳା ଆକାଡେମୀରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ତାଙ୍କର ପିତାମାତା ତାଙ୍କୁ ରଙ୍ଗୀନ ଦୁନିଆରେ କାମ କରିବା ପାଇଁ ପ୍ରେରଣା ଦେଇଥିଲେ ।

ଅଭିନୟ ଜୀବନ

ବ୍ୟକ୍ତିଗତ ଜୀବନ

୨୦୦୮ ମସିହାରେ ଅପୁ ବିଶ୍ୱାସ ବଙ୍ଗଳାଦେଶୀ ଅଭିନେତା ଶକିବ ଖାନ୍‌ଙ୍କୁ ବିବାହ କରିଥିଲେ । ସେହିବର୍ଷ ସେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ ଏବଂ ତାଙ୍କର ନାମ ଅପୁ ବିଶ୍ୱାସରୁ ଅପୁ ଇସ୍‌ଲାମ୍ ବିଶ୍ୱାସକୁ ବଦଳାଇଦେଇଥିଲେ । ଏହି ଦମ୍ପତିଙ୍କର ଗୋଟିଏ ଆବ୍‌ରାମ୍ ଖାନ୍ ନାମକ ଏକ ପୁଅ ଅଛି, ଯିଏକି ୨୭ ସେପ୍ଟେମ୍ବର ୨୦୧୬ରେ କଲିକତାଠାରେ ଜନ୍ମଗ୍ରହଣ କରିଥିଲେ ।[୬][୭] ଅପୁ ତାଙ୍କର ବିବାହ ଏବଂ ପିଲା ବିଷୟରେ ସର୍ବସାଧାରଣରେ କୌଣସି ତଥ୍ୟ ପ୍ରକାଶ କରିନଥିଲେ । ୧୦ ଅପ୍ରେଲ ୨୦୧୭ରେ ସେ ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ତାଙ୍କ ପୁଅ ସ‌ହ ଏକ ସାକ୍ଷାତକାର ଦେଇଥିଲେ ଏବଂ ସେତେବେଳେ ତାଙ୍କ ବିବାହ ବିଷୟରେ ସର୍ବସାଧାରଣରେ ସ୍ୱୀକାର କରିଥିଲେ ।[୮]

ଆଧାର

  1. "I married Shakib Khan in 2008". thedailystar.net. Retrieved 2017-12-08.
  2. "Shakib and I have a son: Apu Biswas". prothom-alo.com. Retrieved 2017-12-08.
  3. "Shakib sends divorce letter to Apu". 4 December 2017. Retrieved 8 December 2017.
  4. "Shakib sends Apu divorce notice". prothom-alo.com. Retrieved 2017-12-08.
  5. "Quiet birthday for Apu Biswas!". The Daily Star. Retrieved 11 November 2017.
  6. "Will accept my son, not Apu: Shakib Khan". The Daily Star (in ଇଂରାଜୀ). 10 April 2017. Retrieved 26 April 2018.
  7. "Apu Biswas Biography". Biography Wiki.
  8. "Rumours of Shakib - Apu divorce in the air | Dhaka Tribune". dhakatribune.com. 11 November 2017. Retrieved 26 April 2018.

ବାହାର ଆଧାର