Jump to content

"ଯୋଗୀ ଆଦିତ୍ୟନାଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
"{{Infobox Indian politician | image = Yogi Adityanath.jpg | birth_date = {{Birth date and age|1972|6|5|df=y}} |..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୧:୨୩, ୧୮ ମାର୍ଚ୍ଚ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଯୋଗୀ ଆଦିତ୍ୟନାଥ
ଉତ୍ତର ପ୍ରଦେଶର ୨୧ଶ ମୁଖ୍ୟମନ୍ତ୍ରୀ
Assumed office
୧୯ ମାର୍ଚ୍ଚ ୨୦୦୧୭
ରାଜ୍ୟପାଳରାମ ନାଏକ
Deputyକେଶବ ପ୍ରସାଦ ମୌର୍ଯ୍ୟ
ଦିନେଶ ଶର୍ମା
ପୂର୍ବ ଅଧିକାରୀଅଖିଳେଶ ଯାଦବ
ଗୋରଖପୁରରୁ ଲୋକ ସଭାରେ ସାଂସଦ
Assumed office
୧୯୯୮
ପୂର୍ବ ଅଧିକାରୀମହନ୍ତ ଅବୈଦ୍ୟନାଥ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1972-06-05) ୫ ଜୁନ ୧୯୭୨ (ବୟସ ୫୨)
ପଞ୍ଚୁର, ପୌରି ଗଡ଼ବାଲ, ଉତ୍ତରାଖଣ୍ଡ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ୱେବସାଇଟyogiadityanath.in
26 May, 2014 ସୁଦ୍ଧା
ଆଧାର: [୩]

ମହନ୍ତ ଯୋଗୀ ଆଦିତ୍ୟନାଥ (ବାଲ୍ୟନାମ: ଅଜୟ ସିଂହ ନେଗି ଜନ୍ମ: ୫ ଜୁନ ୧୯୭୨) ଜଣେ ଭାରତୀୟ ରାଜନେତା ଅଟନ୍ତି । ମାର୍ଚ୍ଚ ୨୦୧୭ରେ ଉତ୍ତର ପ୍ରଦେଶର ଏକବିଂଶ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।[] ଉତ୍ତର ପ୍ରଦେଶର ଗୋରଖପୁର ନିର୍ବାଚନ ମଣ୍ଡଳୀରୁ ଲଗାତାର ୫ଥର ସାଂସଦ ନିର୍ବାଚିତ ହୋଇଥିଲେ । ୧୯୯୮ ମସିହାରୁ ବିଜେପି ତରଫରୁ ଲୋକ ସଭାକୁ ସାଂସଦ ନିର୍ବାଚିତ ହୋଇଆସୁଛନ୍ତି । ଆଦିତ୍ୟନାଥ ଗୋରଖପୁରଠାରେ ଥିବା ଏକ ହିନ୍ଦୁ ଧାର୍ମିକ ସ୍ଥଳ ଗୋରଖନାଥ ମଠର ମହନ୍ତ (ମୁଖ୍ୟ ପୁରୋହିତ) ଅଟନ୍ତି । ସେ ସେଠାରେ ତାଙ୍କ ଧାର୍ମିକ ପିତା ମହନ୍ତ ଅବୈଦ୍ୟନାଥଙ୍କ ଅନ୍ତେ ସେପ୍ଟେମ୍ବର ୨୦୧୪ରୁ ସେ ମହନ୍ତ ଅବସ୍ଥାପିତ ହୋଇଛନ୍ତି । ସେ ସାମାଜିକ, ସାଂସ୍କୃତିକ ଓ ରାଷ୍ଟ୍ରୀୟ ଯୁବକଙ୍କ ଦଳ ହିନ୍ଦୁ ଯୁବ ବାହିନୀର ପ୍ରତିଷ୍ଠାତା ଅଟନ୍ତି ।[]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ସେ ଉତ୍ତରାଖଣ୍ଡର ପୌରି ଗଡ଼ବାଲ ଅନ୍ତର୍ଗତ ପଞ୍ଚୁର ଗାଁର ଏକ ଗଡ଼ବାଲି ରାଜପୁତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।[][] ସେ ଉତ୍ତରାଖଣ୍ଡର ଏଚ ଏନ ବି ଗଡ଼ବାଲ ବିଶ୍ୱବିଦ୍ୟାଳୟ, ଶ୍ରୀନଗର (ଗଡ଼ବାଲ)ରୁ ଗଣିତରେ ସ୍ନାତକ ଉତୀର୍ଣ୍ଣ ହୋଇଥିଲେ ।[][]

ରାଜନୈତିକ ଜୀବନ

ଦ୍ୱାଦଶ ଲୋକସଭାରେ ୨୬ ବର୍ଷୀୟ ଆଦିତ୍ୟ ସର୍ବ କନିଷ୍ଠ ସାଂସଦ ଥିଲେ । ସେ ଗୋରଖପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪, ଏବଂ ୨୦୧୭ ମସିହାର ନିର୍ବାଚନରେ ବିଜୟୀ ହୋଇ ସାଂସଦ ହୋଇଥିଲେ ।[] [][][]

ଗୋରଖନାଥ ମନ୍ଦିର ମହନ୍ତ

୧୨ ସେପ୍ଟେମ୍ବର ୨୦୧୪ରୁ ପିତା ମହନ୍ତ ଅବୈଦନାଥଙ୍କ ମୃତ୍ୟୁ ପରେ ଗୁରୁ ଗୋରଖନାଥ ମନ୍ଦିରରେ ମହନ୍ତ ହୋଇଥିଲେ । ୧୪ ସେପ୍ଟେମ୍ବର ୨୦୧୪ରେ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରର ପିଠାଧିଶ୍ୱର ହେବା ପରେ ରୀତି ଅନୁସାରେ ନାଥ ଉପାଧିରେ ଭୂଷିତ ହୋଇଥିଲେ ।[ଆଧାର ଲୋଡ଼ା]


ଆଧାର

  1. "Yogi Adityanath is new Uttar Pradesh CM, will have two deputies". The Indian Express. Retrieved 2017-03-18.
  2. Jaffrelot, Christophe (6 October 2014). "The other saffron". Indian Express. Retrieved 2014-10-06.
  3. "Saffron power in Gorakhpur". Thehindu.com. Retrieved 2017-03-18.
  4. "Smart father's 'simple' son battles a Yogi". Telegraphindia.com. Retrieved 2017-03-18.
  5. [୧] [dead link]
  6. "Yogi Adityanath". NewsPatrolling. Retrieved 2017-03-18.
  7. [୨] [dead link]
  8. ୮.୦ ୮.୧ "How a Pauri youth turned into Yogi". The Times of India. 4 September 2014. Retrieved 5 September 2014.
  9. "Detailed Profile: Shri Yogi Adityanath". india.gov.in. Retrieved 5 September 2014.

ଅଧିକ ତଥ୍ୟ