ରାମକୃଷ୍ଣ ମଠ

ଉଇକିପିଡ଼ିଆ‌ରୁ
ରାମକୃଷ୍ଣ ମଠ
ରାମକୃଷ୍ଣ ମଠର ପ୍ରତୀକ
ମୂଳ ଲକ୍ଷଆତ୍ମାନୋ ମୋକ୍ଷାର୍ଥ ଜଗଦ୍ଦିତାୟଚ
ସ୍ଥାପନା୧୮୯୭
ଉଦ୍ଦେଶ୍ୟଶିକ୍ଷା,ମାନବ କଲ୍ୟାଣ,ଆଧ୍ୟାତ୍ମିକତା
ମୁଖ୍ୟାଳୟବେଲୁର ମଠ
ଅଞ୍ଚଳବିଶ୍ୱବ୍ୟାପୀ
ୱେବ୍‌ସାଇଟବେଲୁର ମଠ


ରାମକୃଷ୍ଣ ମଠ ସ୍ୱାମୀ ବିବେକାନନ୍ଦଙ୍କଦ୍ୱାରା ସ୍ଥାପିତ ଏକ ଭାରତୀୟ ସନ୍ୟାସୀ ସଂଘ । ଏହାର ମୁଖ୍ୟାଳୟ କଲିକତା ନିକଟବର୍ତ୍ତୀ ବେଲୁଡଠାରେ ଅବସ୍ଥିତ ।

ସ୍ଥାପନା[ସମ୍ପାଦନା]

କଲିକତାର ବରାହନଗରର ଏକ ପରିତ୍ୟକ୍ତ ଭଗ୍ନ ଗୃହରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ପରେ ଏହା ଆଲାମବଜାରକୁ ସ୍ଥାନାନ୍ତରିତ ହୋଇଥିଲା । ପାଶ୍ଛାତ୍ୟ ଅନୁରାଗୀମାନଙ୍କର ଆର୍ଥିକ ସହାୟତାଦ୍ୱାରା ଗଙ୍ଗା ନଦୀର ପଶ୍ଚିମ କୂଳରେ ବେଲୁଡଠାରେ ଏକ ବଡ଼ ଜମି ଅଧିଗ୍ରହଣ କରାଗଲା ଓ ଏହି ମଠକୁ ଏଠାରେ ୧୮୯୯ ଜାନୁଆରୀ ୨ ତାରିଖରେ ସ୍ଥାନାନ୍ତରିତ କରାଗଲା ।

ଆଦର୍ଶ[ସମ୍ପାଦନା]

  1. ଆତ୍ମ ସାକ୍ଷାତ୍କାର ହିଁ ଜୀବନର ଚରମ ଲକ୍ଷ୍ୟ
  2. ଆତ୍ମାର ବ୍ରହ୍ମଭାବ
  3. ଚରିତ୍ର ବଳ
  4. ସର୍ବଧର୍ମ ସମନ୍ୱୟ
  5. ହିନ୍ଦୁଧର୍ମ ବିଭିନ୍ନ ଶାଖା ମଧ୍ୟରେ ସମନ୍ୱୟ
  6. କର୍ମର ନୂତନ ଦର୍ଶନ

ଆହୁରି ଦେଖନ୍ତୁ[ସମ୍ପାଦନା]




ଛାଞ୍ଚ:ସ୍ୱାମୀ ବିବେକାନନ୍ଦ