ରାମକୃଷ୍ଣ ମିଶନ

ଉଇକିପିଡ଼ିଆ‌ରୁ
ରାମକୃଷ୍ଣ ମିଶନ
ରାମକୃଷ୍ଣ ମିଶନର ପ୍ରତୀକ
ମୂଳ ଲକ୍ଷଆତ୍ମାନୋ ମୋକ୍ଷାର୍ଥ ଜଗଦ୍ଦି ତାୟଚ
ସ୍ଥାପନା୧୮୯୭
ଉଦ୍ଦେଶ୍ୟଶିକ୍ଷା,ମାନବ କଲ୍ୟାଣ, ଆଧ୍ୟାତ୍ମିକତା
ମୁଖ୍ୟାଳୟବେଲୁର ମଠ
ଅଞ୍ଚଳବିଶ୍ୱବ୍ୟାପୀ
ୱେବ୍‌ସାଇଟବେଲୁର ମଠ

ରାମକୃଷ୍ଣ ମିଶନ ହେଲା ବେଦାନ୍ତ ଅନ୍ଦୋଳନ ବା ରାମକୃଷ୍ଣ ଅନ୍ଦୋଳନ ନାମରେ ପରିଚିତ ଆଧ୍ୟାତ୍ମିକ ଅନ୍ଦୋଳନର ପ୍ରଧାନ କେନ୍ଦ୍ର । ଏହା ଏକ ମାନବ କଲ୍ୟାଣକାରୀ ସଙ୍ଗଠନ ଅଟେ । ସ୍ୱାମୀ ବିବେକାନନ୍ଦ ଏହାକୁ ୧୮୯୭ ମେ ୧ ତାରିଖରେ ପ୍ରତିଷ୍ଠା କରିଥିଲେ । ଏହାର ମୂଳ ଆଦର୍ଶ ହେଲା ଶିବଜ୍ଞାନରେ ଜୀବ ସେବା ।ଏହାର ମୂଖ୍ୟାଳ୍ୟ କଲିକତାର ବେଲୁଡ଼୍ଅଠାରେ ଅବସ୍ଥିତ ।


ଆଧାର[ସମ୍ପାଦନା]

ଛାଞ୍ଚ:ସ୍ୱାମୀ ବିବେକାନନ୍ଦ