ରାମକୃଷ୍ଣ ମିଶନ

ଉଇକିପିଡ଼ିଆ ରୁ
ରାମକୃଷ୍ଣ ମିଶନ
ରାମକୃଷ୍ଣ ମିଶନର ପ୍ରତୀକ
Motto ଆତ୍ମାନୋ ମୋକ୍ଷାର୍ଥ ଜଗଦ୍ଦି ତାୟଚ
Formation ୧୮୯୭
Purpose/focus ଶିକ୍ଷା,ମାନବ କଲ୍ୟାଣ, ଆଧ୍ୟାତ୍ମିକତା
Headquarters ବେଲୁର ମଠ
Region served ବିଶ୍ଵବ୍ୟାପୀ
Website ବେଲୁର ମଠ

ରାମକୃଷ୍ଣ ମିଶନ ହେଲା ବେଦାନ୍ତ ଅନ୍ଦୋଳନ ବା ରାମକୃଷ୍ଣ ଅନ୍ଦୋଳନ ନାମରେ ପରିଚିତ ଆଧ୍ୟାତ୍ମିକ ଅନ୍ଦୋଳନର ପ୍ରଧାନ କେନ୍ଦ୍ର । ଏହା ଏକ ମାନବ କଲ୍ୟାଣକାରୀ ସଙ୍ଗଠନ ଅଟେ । ସ୍ଵାମୀ ବିବେକାନନ୍ଦ ଏହାକୁ ୧୮୯୭ ମେ ୧ ତାରିଖରେ ପ୍ରତିଷ୍ଠା କରିଥିଲେ । ଏହାର ମୂଳ ଆଦର୍ଶ ହେଲା ଶିବଜ୍ଞାନରେ ଜୀବ ସେବା ।ଏହାର ମୂଖ୍ୟାଳ୍ୟ କଲିକତାର ବେଲୁଡ଼୍ଅ ଠାରେ ଅବସ୍ଥିତ ।


ଆଧାର[ସମ୍ପାଦନା]