ମଜୁରସାହି

Coordinates: 19°39′7″N 82°44′30″E / 19.65194°N 82.74167°E / 19.65194; 82.74167
ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମଜୁରସାହି
ଗାଁ (Village )
ମଜୁରସାହି is located in Odisha
ମଜୁରସାହି
ମଜୁରସାହି
ଭାରତର ଓଡ଼ିଶାରେ ଅବସ୍ଥାନ
ମଜୁରସାହି is located in India
ମଜୁରସାହି
ମଜୁରସାହି
ମଜୁରସାହି (India)
Coordinates: 19°39′7″N 82°44′30″E / 19.65194°N 82.74167°E / 19.65194; 82.74167
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଳାହାଣ୍ଡି ଜିଲ୍ଲା
ପଞ୍ଚାୟତ ସମିତିକୋକସରା
ଗ୍ରାମ ପଞ୍ଚାୟତଫୁପଗାଁ
ତହସିଲକୋକସରା
Population
 (2001)
 • Total୮୦୦
Time zoneUTC+05:30 (IST)
Pincode

ମଜୁରସାହି କଳାହାଣ୍ଡି ଜିଲ୍ଲାର ଧର୍ମଗଡ ତହସିଲରେ ଥିବା ଏକ ଗ୍ରାମ । ଏହା ଫୁପଗାଁ ଗ୍ରାମ ପଞ୍ଚାୟତ ଅଧୀନରେ ରହିଛି ।ଏହା ଲୋକ ସଭା ପଞ୍ଚାୟତ ସମିତିଠାରୁ ସାତ କିଲୋମିଟର, ଜିଲ୍ଲା ମୁଖାଳୟ ଭବାନୀପାଟଣାଠାରୁ ୬୦ କି.ମି ଏବଂ ଏହା ରାଜ୍ୟର ରଜଧାନୀ ଭୁବନେଶ୍ୱରରୁ ପାଖାପାଖି ୫୦୦ କି.ମି ଦୁରରେ ଅବସ୍ଥିତ |

ଜନସଂଖ୍ୟା[ସମ୍ପାଦନା]

୨୦୦୧ ମସିହା ଜନଗଣନା ଅନୁସାରେ ଏଠାକାର ଲୋକ ସଂଖ୍ୟା ପ୍ରାୟ ୧,୦୦୦ ଥିଲେ ।

ଜନସଂଖ୍ୟା ପରିବାର ସ୍ୱାକ୍ଷର ଲିଙ୍ଗ ଅନୁପାତ
୭୧୪ ୧୯୨ ୫୪.୭୪% ୧୧୧୨

ଗାଲେରି[ସମ୍ପାଦନା]




ଶିକ୍ଷା[ସମ୍ପାଦନା]

ଏହି ଗ୍ରାମରେ ମଜୁରସାହି ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟ ନାମରେ ଏକ ବିଦ୍ୟାଳୟ ଅଛି ।[୧]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]