ବିନୋଦ ରାଉତରାୟ

ଉଇକିପିଡ଼ିଆ‌ରୁ
ବିନୋଦ ରାଉତରାୟ
ବୃତ୍ତି
  • ଅଧ୍ୟାପକ
  • ଲେଖକ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ସାହିତ୍ୟ କୃତିଓଡ଼ିଶୀ ଚିତ୍ର (ବିଜ୍ଞାନ ସାହିତ୍ୟ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବିଜ୍ଞାନ ସାହିତ୍ୟ), ୧୯୫୬-୫୮
ସମ୍ପର୍କୀୟଚୌଧୁରୀ ଜାନକୀନାଥ ରାଉତରାୟ (ବାପା)[୧]

ବିନୋଦ ରାଉତରାୟ ଜଣେ ଓଡ଼ିଆ ବିଜ୍ଞାନ ସାହିତ୍ୟ ଲେଖକ ତଥା ଅଧ୍ୟାପକ, ଯିଏକି ୧୯୫୬-୫୮ ମସିହାରେ ତାଙ୍କ ରଚିତ ପୁସ୍ତକ ଓଡ଼ିଶୀ ଚିତ୍ର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୨]

ଜୀବନୀ[ସମ୍ପାଦନା]

ବିଶ୍ୱନାଥ ସାହୁ ଜଣେ ଅଧ୍ୟାପକ ଭାବରେ ସରକାରୀ କଳା ମହାବିଦ୍ୟାଳୟ, ଖଲ୍ଲିକୋଟରେ କାର୍ଯ୍ୟ କରୁଥିଲେ ।[୧]

ରଚନାବଳୀ[ସମ୍ପାଦନା]

ବର୍ଷ ବହିର ନାମ ପ୍ରକାର ପ୍ରକାଶକ
୧୯୫୦ ରୂପାନ୍ୱେଷୀର ସ୍ୱାକ୍ଷର ପ୍ରବନ୍ଧ, ସଂକଳନ
୧୯୫୧ ମୌସୁମୀ କବିତା
୧୯୫୮ ଓଡ଼ିଶୀ ଚିତ୍ର ପ୍ରବନ୍ଧ, ଓଡ଼ିଶୀ, ଚିତ୍ର, ଗଞ୍ଜପା
୧୯୬୦ କଥା କୁସୁମ ଗଳ୍ପ, ପାଠ୍ୟପୁସ୍ତକ, କିଶୋର
୧୯୬୮ କାଠ ଖୋଦେଇ ଓ ରଙ୍ଗିନ୍ କାଠ ଖୋଦେଇ ପ୍ରବନ୍ଧ, କଳା, ଛପା
୧୯୭୫ ପଞ୍ଚଶିଖା ଜୀବନୀ, ଚିତ୍ରକର, ସଂକଳନ, ସଂସ୍କୃତି ବିଭାଗ
୧୯୭୬ ଲୋକକଳା ଓ ଲୋକସଂସ୍କୃତି ପ୍ରବନ୍ଧ, ଅଳଙ୍କାର, ଲୁଗା, ପିଠା
୧୯୭୬ ଶିଳ୍ପୀ ବିମ୍ବାଧର ବର୍ମା ଜୀବନୀ, କଳାସୃଷ୍ଟି, ଚିତ୍ରକଳା
୧୯୮୪ ଉଜ୍ଜ୍ୱଳ ପୁରୁଷ ଜୀବନୀ, ଜ୍ୟୋତିଷ, ଶିକ୍ଷା ଗୋପବନ୍ଧୁ ସାହିତ୍ୟ ମନ୍ଦିର
୧୯୮୫ ନନ୍ଦନର କୁଞ୍ଜ ତଳେ ସ୍ମୃତିଲିପି, ଶାନ୍ତିନିକେତନ, ନନ୍ଦଲାଲ ବସୁ
୧୯୯୨ ଅଗତିର ଗତି ଗଳ୍ପ, ସଂକଳନ
୧୯୯୨ ଆମ ଗାଁର ଚିତ୍ରକଳା ପ୍ରବନ୍ଧ, ଚିତ୍ରକଳା, ମଣ୍ଡଳ ଚିତ୍ର, ଲୋକଚିତ୍ର, ଝୋଟି

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ଉଜ୍ଜ୍ୱଳ ପୁରୁଷ (in Oriya) (୧ ed.). କଟକ: ଗୋପବନ୍ଧୁ ସାହିତ୍ୟ ମନ୍ଦିର. 1984. p. ୫. Retrieved 7 April 2024.{{cite book}}: CS1 maint: unrecognized language (link)
  2. ୨.୦ ୨.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 3 April 2024.