ପ୍ରକାଶ ମହାପାତ୍ର
ଦେଖଣା
ପ୍ରକାଶ ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ରଣପୁର, ପୁରୀ | ୩ ଫେବୃଆରୀ ୧୯୫୬
ବୃତ୍ତି | କବି, ଲେଖକ, ପ୍ରକାଶକ |
ବାସସ୍ଥଳୀ | ଭୁବନେଶ୍ୱର |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ନୟାଗଡ଼ ମହାବିଦ୍ୟାଳୟ,ରାୟଗଡ଼ା ମହାବିଦ୍ୟାଳୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮ |
ଜୀବନସାଥୀ | ସ୍ମିତା ରଥ |
ସନ୍ତାନ | ପ୍ରାଜ୍ଞ ସିଦ୍ଧାର୍ଥ |
ପ୍ରକାଶ ମହାପାତ୍ର (ଜନ୍ମ: ୩ ଫେବୃଆରୀ ୧୯୫୬) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ।[୧] ଗଳ୍ପ, କବିତା, ଲଳିତ ଗଦ୍ୟ, ଉପନ୍ୟାସ ଆଦି ଓଡ଼ିଆ ସାହିତ୍ୟର ଅନେକ ବିଭାଗରେ ପ୍ରକାଶ ମହାପାତ୍ରଙ୍କର ଅବଦାନ ରହିଛି ।[୨] ନିଜ ପୁସ୍ତକ 'କୀଟ ଓ ଅନ୍ୟାନ୍ୟ ଗଳ୍ପ' ପାଇଁ, ସେ ୨୦୦୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।
ସାହିତ୍ୟ କୃତି
[ସମ୍ପାଦନା]- ଘୋଡ଼ସବାର କଥା
- କୀଟ ଓ ଅନ୍ୟାନ୍ୟ ଗଳ୍ପ
- ଜର୍ନାଲ ୨୦୧୧
- ଓଃ ପୁଜିୟାମା
- ଅପସ୍ୱର (କବିତା ପୁସ୍ତକ)
- ସବୁଜ ଗଳ୍ପ
- କମୋଡ଼ ଉପରେ ହାର୍ଟଷ୍ଟ୍ରୋକ୍ (କବିତା)
- ଟି ବ୍ରେକ୍ (ଲଳିତ ଗଦ୍ୟ)
- କଥାର ନାମ ବଂଶୀ (ଲଳିତ ଗଦ୍ୟ)
- ନଟର ଡାଏରୀ (ଲଳିତ ଗଦ୍ୟ)
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮(କୀଟ ଓ ଅନ୍ୟାନ୍ୟ ଗଳ୍ପ)[୩]
- ଜଗଦୀଶ କଥା ସମ୍ମାନ - ୨୦୧୪[୪]
- ଅଖିଳ କଥା ସମ୍ମାନ - ୨୦୧୪
- ଟାଇମପାସ ବେଷ୍ଟସେଲର ପୁରସ୍କାର, ୨୦୧୩ (ଓଃ ପୁଜିୟାମା)
- ଶିବରାମ ସ୍ମୃତି ପୁରସ୍କାର, ୨୦୦୭[୫]
ଆଧାର
[ସମ୍ପାଦନା]- ↑ http://www.newindianexpress.com/lifestyle/books/article300651.ece#.Uxa-d85fTl4[permanent dead link]
- ↑ http://www.newindianexpress.com/magazine/voices/article272956.ece#.Uxa-lc5fTl4[permanent dead link]
- ↑ http://orissa.gov.in/e-magazine/orissaannualreference/ORA-2011/pdf/92-99.pdf
- ↑ ସମ୍ବାଦ ଭୁବନେଶ୍ୱର ସଂସ୍କରଣ ୩୦/୧୨/୨୦୧୪ ପୃଷ୍ଠା ୧୭
- ↑ "Two literary personalities honoured". thehindu.com. Retrieved 8 June 2021.