ପ୍ରକାଶ ମହାପାତ୍ର

ଉଇକିପିଡ଼ିଆ‌ରୁ
(Prakash Mohapatraରୁ ଲେଉଟି ଆସିଛି)
ପ୍ରକାଶ ମହାପାତ୍ର
Prakash Mohapatra
୨୦୨୩ ମସିହାରେ ଭଦ୍ରକରେ ଆୟୋଜିତ ୭ମ ସାଳନ୍ଦୀ ବହିମେଳାରେ ପ୍ରକାଶ ମହାପାତ୍ର ।
ଜନ୍ମ ଓ ଜନ୍ମସ୍ଥାନ (1956-02-03) ୩ ଫେବୃଆରୀ ୧୯୫୬ (ବୟସ ୬୮)
ରଣପୁର, ପୁରୀ
ବୃତ୍ତିକବି, ଲେଖକ, ପ୍ରକାଶକ
ବାସସ୍ଥଳୀଭୁବନେଶ୍ୱର
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନନୟାଗଡ଼ ମହାବିଦ୍ୟାଳୟ,ରାୟଗଡ଼ା ମହାବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୮
ଜୀବନସାଥୀସ୍ମିତା ରଥ
ସନ୍ତାନପ୍ରାଜ୍ଞ ସିଦ୍ଧାର୍ଥ

ପ୍ରକାଶ ମହାପାତ୍ର (ଜନ୍ମ: ୩ ଫେବୃଆରୀ ୧୯୫୬) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ।[୧] ଗଳ୍ପ, କବିତା, ଲଳିତ ଗଦ୍ୟ, ଉପନ୍ୟାସ ଆଦି ଓଡ଼ିଆ ସାହିତ୍ୟର ଅନେକ ବିଭାଗରେ ପ୍ରକାଶ ମହାପାତ୍ରଙ୍କର ଅବଦାନ ରହିଛି ।[୨] ନିଜ ପୁସ୍ତକ 'କୀଟ ଓ ଅନ୍ୟାନ୍ୟ ଗଳ୍ପ' ପାଇଁ, ସେ ୨୦୦୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।

ସାହିତ୍ୟ କୃତି[ସମ୍ପାଦନା]

  • ଘୋଡ଼ସବାର କଥା
  • କୀଟ ଓ ଅନ୍ୟାନ୍ୟ ଗଳ୍ପ
  • ଜର୍ନାଲ ୨୦୧୧
  • ଓଃ ପୁଜିୟାମା
  • ଅପସ୍ୱର (କବିତା ପୁସ୍ତକ)
  • ସବୁଜ ଗଳ୍ପ
  • କମୋଡ଼ ଉପରେ ହାର୍ଟଷ୍ଟ୍ରୋକ୍ (କବିତା)
  • ଟି ବ୍ରେକ୍ (ଲଳିତ ଗଦ୍ୟ)
  • କଥାର ନାମ ବଂଶୀ (ଲଳିତ ଗଦ୍ୟ)
  • ନଟର ଡାଏରୀ (ଲଳିତ ଗଦ୍ୟ)

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.newindianexpress.com/lifestyle/books/article300651.ece#.Uxa-d85fTl4[permanent dead link]
  2. http://www.newindianexpress.com/magazine/voices/article272956.ece#.Uxa-lc5fTl4[permanent dead link]
  3. http://orissa.gov.in/e-magazine/orissaannualreference/ORA-2011/pdf/92-99.pdf
  4. ସମ୍ବାଦ ଭୁବନେଶ୍ୱର ସଂସ୍କରଣ ୩୦/୧୨/୨୦୧୪ ପୃଷ୍ଠା ୧୭
  5. "Two literary personalities honoured". thehindu.com. Retrieved 8 June 2021.