ଦୋହଲି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଦୋହଲି
ଗାଁ
ଦୋହଲି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଅନୁଗୋଳ ଜିଲ୍ଲା
ପଞ୍ଚାୟତ ସମିତିକିଶୋରନଗର
ଗ୍ରାମ ପଞ୍ଚାୟତଜୟରାଟ
ତହସିଲକିଶୋରନଗର
Area
 • ସମୁଦାୟ5.7 km2 (2.2 sq mi)
Population
 (୨୦୨୦)
 • Total୯୪୭
Time zoneIST (+୫.୩୦)
ଡାକ କୋଡ଼
୭୯୫୧୨୬
Area code+୦୬୭୬୩
ଯାନବାହାନ ପଞ୍ଚୀକରଣOD/19, OD/27, OD/15

ଦୋହଲି ଓଡ଼ିଶାର ଅନୁଗୋଳ ଜିଲ୍ଲାର କିଶୋରନଗର ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । [୧]

ସଂସ୍କୃତି

ଏଠାରେ ଏକ ହନୁମାନ ମନ୍ଦିର ରହିଅଛି।

ଶିକ୍ଷା

ଏଠାରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି।

ଗମନାଗମନ

ଏହାର ଦୂରତା ଅନୁଗୋଳ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୯୧ କିମି ଅଟେ। ଆଠମଲ୍ଲିକଠାରୁ ଏହାର ଦୂରତା ପ୍ରାୟ ୩୮ କିମି ଏବଂ କିଶୋରନଗରଠାରୁ ୨.୫ କିମି ହେବ।

ଆଧାର

https://villageinfo.in/odisha/anugul/kishorenagar/dohali.html}[permanent dead link]

https://angul.nic.in/public-utility/sub-centre-dohali/

  1. http://www.onefivenine.com/india/villages/Anugul/Kishorenagar/Dohali