ଦେବାଶିଷ ଦାସ

ଉଇକିପିଡ଼ିଆ‌ରୁ
ଦେବାଶିଷ ଦାସ
ଦେଶଭାରତ
ଜନ୍ମ (1993-06-27) ୨୭ ଜୁନ ୧୯୯୩ (ବୟସ ୩୦)
ଓଡ଼ିଶା, ଭାରତ
ଉପାଧୀଗ୍ରାଣ୍ଡ ମାଷ୍ଟର (୨୦୧୩)
ସର୍ବଶ୍ରେଷ୍ଠ ରେଟିଂ୨୫୦୭ (ଅକ୍ଟୋବର ୨୦୧୩)
Ranking୭୨୧ (ଅକ୍ଟୋବର ୨୦୧୩)
ସର୍ବାଧିକ ମାନ୍ୟତା୭୨୧ (ଅକ୍ଟୋବର ୨୦୧୩)

ଦେବାଶିଷ ଦାସ (ଜନ୍ମ ୨୭ ଜୁନ ୧୯୯୩)[୧] ଓଡ଼ିଶାର ଜଣେ ଚେସ ଖେଳାଳି। ସେ ୨୦୧୩ ମସିହାରେ ଚେସ ଗ୍ରାଣ୍ଡ ମାଷ୍ଟର (ଜି. ଏମ.)ର ଆଖ୍ୟା ପାଇଛନ୍ତି। ଗ୍ରାଣ୍ଡ ମାଷ୍ଟର ଆଖ୍ୟା ପାଇବାରେ ସେ ଓଡ଼ିଶାରୁ ପ୍ରଥମ ଓ ଭାରତର ୩୪ ତମ ଖଳାଳି ଅଟନ୍ତି[୨] ।ବିଶ୍ୱ ଚେସ ମହାସଂଘ (FIDE)ଦ୍ୱାରା ପ୍ରଦତ୍ତ ଏହି ଗ୍ରାଣ୍ଡ ମାଷ୍ଟର ଆଖ୍ୟା ଚେସ ଖେଳରେ ସବୁଠାରୁ ଶୀର୍ଷ ସ୍ତରର ଖେଳାଳିଙ୍କୁ ମିଳେ।

ଆଧାର[ସମ୍ପାଦନା]

  1. "Personalities". Orisports.com. Retrieved 12 January 2017.
  2. http://sambadepaper.com/Details.aspx?id=56652&boxid=65911734[permanent dead link], ସମ୍ବାଦ, ପୃଷ୍ଠା-୧୯, ୧୯.୧୦.୨୦୧୩