ଗ୍ରାଣ୍ଡମାଷ୍ଟର (ଚେସ)

ଉଇକିପିଡ଼ିଆ‌ରୁ

ଚେସ ଗ୍ରାଣ୍ଡ ମାଷ୍ଟର ( ଜି. ଏମ. ) ବିଶ୍ୱ ଚେସ ଖେଳାଳିମାନଙ୍କ ପାଈଁ ସବୁଠାରୁ ବଡ଼ ଉପାଧି । ବିଶ୍ୱ ଚେସ ମହାସଂଘ (FIDE) ଏହି ଉପାଧି ଉଭୟ ପୁରୁଷ ଓ ମହିଳା ଚେସ ଖେଳାଳିମାନଙ୍କୁ ଦେଇଥାଏ । ଯେ କୌଣସି ଖେଳାଳି ଥରେ ଏହି ଆଖ୍ୟା ପାଇଲେ , ତାହା ପୁରା ଜୀବନ ପାଇଁ ବୈଧ ରୁହେ। କୌଣସି ଖେଳାଳି ଏଲୋ ମାପକ ପଦ୍ଧତିରେ ୨୫୦୦ ପଏଣ୍ଟ ପାଇଲେ, ବିଶ୍ୱ ଚେସ ମହାସଂଘ ତାହାଙ୍କୁ ଚେସ ଗ୍ରାଣ୍ଡ ମାଷ୍ଟରର ଆଖ୍ୟା ଦିଅନ୍ତି ।

ଇତିହାସ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]