ପଦ୍ମିନୀ ରାଉତ
ଉଇକିପିଡ଼ିଆ ରୁ
| ପଦ୍ମିନୀ ରାଉତ | |
|---|---|
Padmini Rout, Vlissingen 2009 |
|
| ଦେଶ | |
| ଜନ୍ମ | ଜାନୁଆରି ୫, ୧୯୯୪ ଭୁବନେଶ୍ଵର, ଓଡ଼ିଶା |
| ଉପାଧୀ | ମହିଳା ଗ୍ରାଣ୍ଡମାଷ୍ଟର (୨୦୦୭) |
| ଫିଡେ ମାନ୍ୟତା | ୨୩୮୩ (No. 81 ranked woman in the January 2012 FIDE World Rankings) |
| Peak rating | ୨୩୯୨ (November 2011) |
ପଦ୍ମୀନି ରାଉତ ଜଣେ ଚେସ ଖେଳାଳି । ଜାନୁଆରୀ ୫ତାରିଖ ୧୯୯୪ମସିହାରେ ଭୁବନେଶ୍ଵରଠାରେ ଜନ୍ମ । ସେ ଜଣେ ମହିଳା ଗ୍ରାଣ୍ଡ-ମାଷ୍ଟର । ସେ ୨୦୦୮ରେ ୧୪ବର୍ଷରୁ କମ ବିଶ୍ଵକପରେ ବିଜୟୀ ହୋଇଥିଲେ । ସେ ୫ଟି ଏସୀୟ ଓ ୪ଟି ଜାତୀୟ ପ୍ରତିଯୋଗିତା ମଧ୍ୟ ଜିତିଛନ୍ତି । ସେ ତାଙ୍କ ପିତାଙ୍କ କଥାରେ ଅନୁପ୍ରାଣିତ ହୋଇ ୯ବର୍ଷ ବୟସରୁ ଚେସ ଖେଳିବା ଆରମ୍ଭ କରିଥିଲେ ।[୧]
କୃତିତ୍ତ୍ଵ [ସମ୍ପାଦନା]
- ଏସୀୟ ଯୁବ ଚେସ୍ ପ୍ରତିଯୋଗିତା ବିଜେତା (୨୦୦୫, ୨୦୦୬)
- ୨୦୦୬: ଜାତୀୟ ୧୩ ବର୍ଷରୁ କମ ରେ ବିଜେତା
- ୨୦୦୮: ଜାତୀୟ ୧୪ ବର୍ଷରୁ କମ ରେ ବିଜେତା ଓ ଏକଲବ୍ୟ ପୁରସ୍କାର ବିଜେତା
- ୨୦୧୦: ଏସୀୟ ଯୁବ ୨୦ ବର୍ଷରୁ କମ ରେ ତୃତୀୟ ସ୍ଥାନ
- ୨୦୧୦: ବିଶ୍ଵ ଜୁନିୟର ପ୍ରତିଯୋଗିତା ରେ ତୃତୀୟ ସ୍ଥାନ
- ୨୦୧୧ ରେ ଏସୀୟ ବ୍ୟକ୍ତିଗତ ବାଳିକା ବିଭାଗରେ ତୃତୀୟ ସ୍ଥାନ
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
- ପଦ୍ମିନୀ ରାଉତ rating card at FIDE
- ପଦ୍ମିନୀ ରାଉତ player profile at Chessgames.com