ଏୟାର ଇଣ୍ଡିଆ
| ||||
Founded | July 1932 (as Tata Airlines) | |||
---|---|---|---|---|
Commenced operations | 15 ଅକ୍ଟୋବର 1932 | |||
Hubs |
| |||
Secondary hubs | ||||
Focus cities |
| |||
Frequent-flyer program | Flying Returns | |||
Airport lounge | Maharaja Lounge | |||
Alliance | Star Alliance (ସ୍ଟାର ଆଲାଏନ୍ସ)[୧] | |||
Subsidiaries | ||||
Fleet size | 102 (+ 27 orders) | |||
Destinations | 55 (excl. subsidiaries) | |||
Company slogan | Truly Indian | |||
Parent company | Air India Limited | |||
Headquarters | Air India Building, Nariman Point, Mumbai, Maharashtra, India (moving to Delhi in 2013)[୨] | |||
Key people | JRD Tata (Founder) | |||
Website | http://airindia.in |
ଏୟାର ଇଣ୍ଡିଆ (Air India), ଭାରତର ଏକ ବିମାନସେବା । ଭାରତ ସରକାରଙ୍କ ଦ୍ୱାର ଚାଳିତ ଦୁଇ ବିମାନସେବା ମଧ୍ୟରୁ ଏହା ଅନ୍ୟତମ (ଅନ୍ୟଟି ଇଣ୍ଡିଆନ ଏୟାରଲାଇନ୍ସ । ୧୯୩୨ ଅକ୍ଟୋବର ୧୫ ତାରିଖରେ ଏୟାର ଇଣ୍ଡିଆର ବିମାନ ସେବା ଆରମ୍ଭ ହେଇଥିଲା । ସେତେବେଳେ ଏହାର ନାମ ଟାଟା ଏୟାରଲାଇନ୍ସ ରହିଥିଲା । ୧୯୩୨ ମସିହା ଜୁଲାଇ ମାସରେ ଏହା ପ୍ରତିଷ୍ଠା କରାଯାଇଥିଲା ।[୩] [୪]ଏହାର କର୍ପୋରେଟ କାର୍ଯ୍ୟାଳୟ ଦକ୍ଷିଣ ବମ୍ବେର ନରିମାନ ପଇଣ୍ଟରେ ଅବସ୍ଥିତ । ଏହାର ଦୁଇଟି କେନ୍ଦ୍ରମଧ୍ୟ ରହିଛି । ଗୋଟିଏ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ରହିଥିବା ବେଳେ ଅନ୍ୟଟି ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ ଟର୍ମିନାଲରେ ରହିଛି । ଏହି ଏୟାରଲାଇନ୍ସ ଉଭୟ ଏୟାରବସ ଓ ବୋଇଂ ବିମାନସେବା ଯୋଗାଉଛି । ବର୍ତ୍ତମାନ ଏହା ସମଗ୍ର ଏସିଆ, ୟୁରୋପ ଓ ଉତ୍ତର ଆମେରିକାକୁ ବିମାନସେବା ଯୋଗାଇବାରେ ସକ୍ଷମ ହୋଇଛି । ଭାରତୀୟ ଉପମହାଦେଶରେ ସର୍ବବୃହତ ଅପରେଟର ହୋଇଥିଲେ ମଧ୍ୟ ଏୟାର ଇଣ୍ଡିଆ ୪ର୍ଥ ସ୍ଥାନରେ ରହିଛି । ୨୦୧୪ରେ ଏୟାର ଇଣ୍ଡିଆ ବିଶ୍ୱର ସର୍ବବୃହତ୍ ବିମାନ ଆଲାଏନ୍ସ, ସ୍ଟାର ଆଲାଏନ୍ସର ସଭ୍ୟଭାବେ ଯୋଗ ଦେଇଛି [୫]।
ଇତିହାସ
[ସମ୍ପାଦନା]ଆରମ୍ଭ ବର୍ଷ(୧୯୩୨-୧୯୪୬)
[ସମ୍ପାଦନା]ଏୟାର ଇଣ୍ଡିଆ ପ୍ରକୃତ ଟାଟା ସନ୍ସ, ଜେ.ଆର.ଡି. ଟାଟାTଙ୍କ ଦ୍ୱାରା୧୯୩୨ରେ ସ୍ଥାପିତ ହୋଇଥିଲା।[୬] ୧୫ ଅକ୍ଟୋବର,୧୯୩୨ରେ, ଟାଟା ସିଙ୍ଗଲ-ଇଞ୍ଜିନଦ୍ୱାରା De Havilland Puss Moth ଏୟାର ମେଲ କରାଚିଠୁ ବମ୍ବେଏବଂ ବିମାନ ପୁଣିଥରେ ମାଡ୍ରାସ ଉଡ଼ାଣ ଭିନସେଣ୍ଟଦ୍ୱାରା ହୋଇଥିଲା।[୭] ବିମାନର ପରିଚାଳନା Puss Moth aircraft ଏବଂLeopard Mothଙ୍କ ତତ୍ତ୍ୱଧାନରେ ହୋଇଥିଲା।[୮][୯] ସାପ୍ତାହିକ ଏୟାର ମେଲ କରାଚୀ ଏବଂ ମାଡ୍ରାସ via ଅହମ୍ମଦାବାଦ ଏବଂ ବମ୍ବେ ପ୍ରଥମ ବର୍ଷରେ,ବିମାନ ୧୬୦,୦୦୦ମାଇଲ ଯାତ୍ରା କରିଥିଲା, ୧୫୫ ଯାତ୍ରୀ ଯାତ୍ରା କରିଥିଲେ, ୧୦.୭୧ ଟନ ମେଲ ଏବଂ ଲାଭ୬୦,୦୦୦ଟଙ୍କା ହୋଇଥିଲା ।[୧୦][୧୧] ଏୟାର ଲାଇନ୍ସ ଘରୋଇ ବିମାନ ଉଡାଣ ବମ୍ବେ ଠୁ ଥିରୁଅନନ୍ତପୁମ୍ ୬ଟି ବସିବା ପାଇଁ ସିଟ୍Miles Merlin.[୧୨] ୧୯୩୮ ମସିହାରେ, ଟାଟା ଏୟାର ସର୍ଭିସଏବଂ ପରେଟାଟା ଏୟାର ଲାଇନ୍ସ। ଦିଲ୍ଲୀ ଏବଂ କଲୋମ୍ବୋ ଯାତ୍ରା ପାଇଁ ୧୯୩୮ମସିହାରେ ଆରମ୍ଭ ହୋଇଥିଲା।[୭]
ସ୍ୱଧୀନତା ପରେ(୧୯୪୬-୨୦୦୦)
[ସମ୍ପାଦନା]ଶେଷ ବର୍ଷ(୨୦୦୦-)
[ସମ୍ପାଦନା]୨୦୦୦-୦୧ରେ ଏୟାର ଇଣ୍ଡିଆ ସରକାରୀକରଣରୁ ଘରୋଇକରଣ ହେଲା।[୧୩][୧୪][୧୫][୧୬]୨୦୦୦ରେ ଏୟାର ଇଣ୍ଡିଆ ସଂଘାଇ, ଚୀନକୁ ବିମାନ ସେବା ଆରମ୍ଭ କରିଥିଲେ।ମନ୍ତ୍ରୀଙ୍କ ଅନୁସାରେ ଏୟାର ଲାଇନ୍ସ କ୍ଷତି ପାଖାପାଖି ୫୭୦ million (US$୧୨.୬୫ million) କାରଣ ଅଧିକ ଅତ୍ୟଧିକ କମିଶନ Mascarenhas sanctioned ଏବଂ ସେ ପରେ ସସପେଣ୍ଡ ହାଇଥଲେ ଏୟାରଲାଇନ୍ସ ରୁ।[୧୭] ୨୦୦୪,ମେରେ ଏୟାର ଇଣ୍ଡିଆ ନିଜସ୍ୱ କମ ପଇସା subsidiary ତାହାକୁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁହାଯାଏ, ତାହା ଭାରତ ସହିତ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆ ରବିଭିନ୍ନ ସହରକୁ ସଂଯୋଗ କରୁଚି।୨୦୦୭ରେ ଏୟାର ଇଣ୍ଡିଆ ଅନ୍ତର୍ଜାତିକ ଦୂର ଯାତ୍ରା ପାଇଁ ବିମାନ ଚଳାଚଳର ମୁଖ୍ୟ କାର୍ଯ୍ୟରେ ନିୟୋଜିତ ହେଲା, ସେତେବେଳେ ଇଣ୍ଡିଆନ ଏୟାର ଲାଇନ୍ସ କମ ଦୂରତା ଆନ୍ତର୍ଜାତିକ ଓ ଘରୋଇ ବିମାନ ଚଳାଚଳ ହେଲା।୨୦୦୭ରେ ଏୟାର ଇଣ୍ଡିଆ ଓ ଇଣ୍ଡିଆନ ଏୟାର ଲାଇନ୍ଏୟାର ଇଣ୍ଡିଆ ଲିମିଟେଡ଼ବିଲୀନ ହେଲା।[୧୮] ଷ୍ଟାର ଆଲ୍ଲୀଆନ୍ସ A ୨୦୦୭ରେ ଆମନ୍ତ୍ରଣ କରିଥିଲା ତା ସହ ସାମିଲ ହବା ପାଇଁ।[୧୯] ଦୁଇଟି ଯାକ ଏୟାର ଇଣ୍ଡିଆ ଓଇଣ୍ଡିଆନ ଏୟାରଲାଇନ୍ସ ୨୦୦୬-୦୭ 7.7 billion (US$୧୭୦.୯୪ million)ରେ କ୍ଷତି ସହିଥିଲା,ଏବଂ ବିଲୀନ ହେବା ପରେ,ଫୁଣିଥରେ ୭୨ billion (US$୧.୬ billion) ୨୦୦୯ ମାର୍ଚ୍ଚରେ ଆରମ୍ଭ ହେଲା।[୨୦][୨୧] ୨୦୦୯ ଜୁଲାଇ, ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଯୁକ୍ତି କରାଯାଇ ଥିଲା କି ଗୋଟେ ନକ୍ସା ତିଆରି କରିବା ପାଇଁ କିପରି ଏୟାର ଲାଇନ୍ସ ପୁନଃଲାଭ କରିପାରିବ।[୨୨] ଏୟାର ଲାଇନ୍ସ ୩ଟି ବିକ୍ରି କରିଥିଲା ମାର୍ଚ୍ଚ୨୦୦୯ରେ ଏୟାରବସA୩୦୦ ଏବଂ ଗୋଟେ ବୋଇଂ ୭୪୭ -୩୦୦ $୧୮.୭୫ ମିଲିୟନ ଋଣ ସୁଝିବା ପାଇଁ।[୨୩] ମାର୍ଚ୍ଚ୨୦୧୧ରେ ନିଜ ସଞ୍ଚିତ ଧନ ରାଶିରୁ ୪୨୫.୭ billion (US$୯.୪୫ billion) ଋଣ ପରିଶୋଧ କରିବା ପାଇଁ ଏବଂ ଚଳାଇବା ପାଇଁ ୨୨୦ billion (US$୪.୮୮ billion)।
ଆଇନି ଅନୁସାରେ ସଂଘବଦ୍ଧ ଓ ଚିହ୍ନଟ
[ସମ୍ପାଦନା].
ମୁଖ୍ୟ କାର୍ଯ୍ୟାଳୟ
[ସମ୍ପାଦନା]ଏୟାର ଇଣ୍ଡିଆ ଲିମିଟେଡ଼ର ମୁଖ୍ୟ କାର୍ଯ୍ୟାଳୟ ଇଣ୍ଡିଆନ ଏୟାର ଲାଇନ୍ସ ହାଉସ,ନୂଆଦିଲ୍ଲୀରେ ଅବସ୍ଥିତ।[୨୪] ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ ଏୟାର ଇଣ୍ଡିଆ ବିଲ୍ଡିଂଙ୍ଗ, ମୁମ୍ବାଇ ଠୁ ଦିଲ୍ଲୀକୁ ୨୦୧୩ରେ ସ୍ଥାପିତ କରାଗଲା। ମୁଖ୍ୟ କାର୍ଯ୍ୟାଳୟ ୨୩ ମହଲା ବିଲ୍ଡିଂଙ୍ଗ ସମୁଦ୍ର ପାଖ ରାସ୍ତା,ମୁମ୍ବାଇ ଏବଂ ୧୯୯୩ ବମ୍ବେ ବୋମିଙ୍ଗ ର ଟାର୍ଗେଟରେ ଥିଲା।[୨୫][୨୬]
ଅଧୀନସ୍ତ
[ସମ୍ପାଦନା]Current
- ଏୟାର ଇଣ୍ଡିଆ ରିଜୋନାଲ (formerly Alliance Air)
- ଏୟାର ଇଣ୍ଡିଆ ଏକ୍ସପ୍ରେସ
Defunct
[ସମ୍ପାଦନା]ଏୟାର ଇଣ୍ଡିଆ ବିମାନ ଏସିଆର ପ୍ରଥମ ମାଲ ପରିବହନ କାର୍ଯ୍ୟ କରୁଥିଲା,ଯେତେବେଳେ ଏୟାର ଇଣ୍ଡିଆ କାରଗୋ ୧୯୫୪ରେ ମାଲ ପରିବହନ କାର୍ଯ୍ୟ ଆରମ୍ଭ କଲା, ବିମାନ ହେଉଚି Douglas DC-3[୨୭] Air ଏୟାର ଇଣ୍ଡିଆ କାରଗୋ ମାଲ ପରିବହନ କାର୍ଯ୍ୟ ୨୦୧୨ ମସିହାରେ ବନ୍ଦ କରିଦେଲା।[୨୮]
Mascot
[ସମ୍ପାଦନା]ଏୟାର ଇଣ୍ଡିଆର ଶୁଭ ଚିହ୍ନ ମହାରାଜା (ସମ୍ରାଟ). ଏୟାର ଇଣ୍ଡିଆର ନିର୍ଦ୍ଦେଶକ ବୋବି କୋକ,ଏବଂ ଉମେଶ ରାଓ ,ଜେ.ୱାଲେଟର ଲଟିଡ଼ ଚିତ୍ରକର,ଏହାକୁ ବନେଇଥିଲେ।[୨୯] କୋକା କହିଥିଲେ କି,"ଆମ୍ଭେମାନେ ଏହାକୁ ମହାରାଜା କହିପାରିବା କେବେଳ ଭଲ ବର୍ଣ୍ଣନା କରିବା ପାଇଁ।କିନ୍ତୁ ଏହା ରକ୍ତ ନୀଳ ନୁହେଁ।ସେ ଦେଖିବାକୁ ରାଜଭୋଗ ପରି,କିନ୍ତୁ ଏହା ରାଜକୀୟ ନୁହେଁ"।[୩୦] ଏୟାର ଇଣ୍ଡିଆ ମହାରାଜା ଶୁଭଚିହ୍ନ୧୯୪୬ରେ ଗ୍ରହଣ /ପସନ୍ଦ କରିଥିଲେ। ଏହାକୁ ପ୍ରୋତ୍ସାହନ ପାଇଁ ଏୟାର ଲାଇନ୍ସ ସ୍ମାରକ ଗଦି ତିଆରି କରିଥିଲେ।[୩୧] ମହାରାଜା ୨୦୧୫ରେ ପରିବର୍ତ୍ତନ ହୋଇ ଏବଂ ନୂଆ ମାର୍କ ନୂତନ ରୂପେ ପଯ୍ୟବେଶିବତ ହୋଇଛି।[୩୨]
ପ୍ରତୀକ ଓ ସେବା ପୋଷକ
[ସମ୍ପାଦନା]ଏୟାର ଇଣ୍ଡିଆର ରଙ୍ଗ ନାଲି, ଧଳା।ବିମାନରେ ରଙ୍ଗ ଧଳା ତା ସହ ନାଲି ବାହାର ଝରକା ପାଖରେ ଦିଆଯାଇଥାଏ, ଏବଂ ଏୟାର ଲାଇନ୍ସର ନାମ ନାଲି ରଙ୍ଗରେ ଲେଖାଯାଏ ।ନାମ ଗୋଟେ ପଟେ ହିନ୍ଦୀ ଆଉ ଗୋଟେ ପଟେ ଇଂରାଜୀ ଓ ଅନ୍ୟ ପଟେ ସ୍ଲୋଗାନ ଅଙ୍କା ଯାଇଛିYour Palace in the Sky।[୩୩] ଲୋଗୋ ୧୯୪୮ ମସିହାରେଜେ.ଆର.ଡି. ଟାଟାଙ୍କଦ୍ୱାରା ନିରୂପଣରେ ଏବଂ ନୂତନ ରୂପେ ୨୦୦୭ରେ ଏୟାର ଲାଇନ୍ସ ସ୍ଥାପିତ ହୋଇଥିଲା।[୩୪]The flying swan was morphed from the centaur logo and the chakra was derived from Indian's erstwhile logo.[୩୫] ନୂଆ ଲୋଗୋ ବିମାନର ପଛଭାଗରେ ଏବଂ ଇଞ୍ଜିନର ଘରେ ଲଗା ଯାଇଛି ।ଗୋଟେ ନାଲି ଓ କମଳା ରଙ୍ଗର ଗାର ସମାନ୍ତରଭାବେ ଦୁଇଟି ଗାର ମୁଖ୍ୟ ଦ୍ୱାର ଠୁ ପଛ ଦ୍ୱାର ପର୍ଯ୍ୟନ୍ତ ଲମ୍ବିଚି।[୨୯]
ଲକ୍ଷ୍ୟସ୍ଥଳ
[ସମ୍ପାଦନା]ଏୟାର ଇଣ୍ଡିଆ ଫାଇଲସ୍ ମୋଟ ୮୪ଟି ଗନ୍ତବ୍ୟ ସ୍ଥଳ, ସେଥିମଧ୍ୟରୁ୪୮ଟି ଘରୋଇ,୩୬ ଟା ଅନ୍ତର୍ଜାତୀୟ ୨୪ଟି ଦେଶ ମଧ୍ୟରେ ।[୩୬] ଏୟାର ଇଣ୍ଡିଆର ପ୍ରଥମ ମୁଖ୍ୟ ଘରୋଇ ଗନ୍ତବ୍ୟ ସ୍ଥଳ ହେଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର, ନୂଆ ଦିଲ୍ଲୀ ଏବଂ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦର, ମୁମ୍ବାଇ ଏବଂ ଦ୍ୱତୀୟ ମୁଖ୍ୟ ଘରୋଇ ଗନ୍ତବ୍ୟ ସ୍ଥଳ ହେଲା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦର, କୋଲକାତା ଏବଂ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦର।[୩୭][୩୮] ଏୟାରଲାଇନ୍ସ ଯୋଜନା କରିଚି କି, ସେ ଦକ୍ଷିଣ ଆମେରିକା ଓ ଆଫ୍ରିକାକୁ ବିମାନ ଚଳାଚଳର ସୁବିଧା ଯୋଗାଇବ।[୩୯] ଏୟାରଲାଇନ୍ସ ଯୋଜନା କରୁଛି କି ,ଉତ୍ତର ଆମେରିକା ଏବଂ ୟୁରୋପକୁ ସିଧା ସଳଖ ବିମାନ ଚଳାଚଳ କରିବା ପାଇଁୱସିଙ୍ଗଟନ, D.C., ହାଉଷ୍ଟନ ଏବଂ ଷ୍ଟକହୋଲମ ୨୦୧୬ ମସିହାରେ ।[୪୦][୪୧]
code-sharing ଚୁକ୍ତି
[ସମ୍ପାଦନା]୧୧ଜୁଲାଇ ୨୦୧୪ରେ ଷ୍ଟାର ଆଲିଆନ୍ସ ଏୟାର ଇଣ୍ଡିଆ ୨୭ତମ ପ୍ରତିନିଧି ହେଲା।[୪୨][୪୩] ଏୟାର ଇଣ୍ଡିଆ ନିମ୍ନ ଦେଶରେ ବିମାନ ଚଳାଚଳ ପାଇଁ code-sharing ଚୁକ୍ତି କରିଛି :[୪୪]
- ଆଦ୍ରିଆ ଏୟାରୱେଜ
- ଏୟାର ଆସ୍ଥାନା
- ଏୟାର କାନାଡା
- ଏୟାର ମୌରିଟିଉସ
- ଏୟାର ନିଉଜଲାଣ୍ଡ[୪୫]
- ଏସିଆନ ଏୟାରଲାଇନ୍ସ
- ଅଷ୍ଟ୍ରେରିୟାନ ଏୟାରଲାଇନ୍ସ
- ଅବିଆଙ୍କା[୪୬]
- ଇଜିପ୍ଟ
- ଇଥିଓପିଆନ ଏୟାରଲାଇନ୍ସ
- ହଙ୍ଗ କଙ୍ଗ ଏୟାରଲାଇନ୍ସ
- କ୍ୱିତି ଏୟାରୱେଜ
- ଲୁଫ୍ଥାନ୍ସ
- ସିଙ୍ଗାପୁର ଏୟାରଲାଇନ୍ସ
- ଶ୍ରୀଲଙ୍କା ଏୟାରଲାଇନ୍ସ
- ସ୍ୱିସ ଇଣ୍ଟରନ୍ୟାସନାଲ ଏୟାର ଲାଇନ୍ସ
- ତୁର୍କୀଶ ଏୟାରଲାଇନ୍ସ
- ଉଜବେକିସ୍ତାନ ଏୟାରୱେଜ
ଦ୍ରୁତଗାମୀ
[ସମ୍ପାଦନା]ସାମ୍ପ୍ରତିକ
[ସମ୍ପାଦନା]As of ଡିସେମ୍ବର ୨୦୨୪, the Air India fleet consists of the following aircraft (including leased aircraft and excluding subsidiaries):[୪୭][୪୮][୪୯]
Aircraft | In Service | Orders | Passengers | Notes | |||
---|---|---|---|---|---|---|---|
F | J | Y | Total | ||||
Airbus A319-100 | 22 | — | — | 8 | 114 | 122 | 6 Aircraft stored[୫୦] |
— | — | 144 | 144 | ||||
Airbus A320-200 | 26 | 3 | — | — | 168 | 168 | A total of 5 A320 (WL) being dry-leased from Chinese leasing firm, rest 6 expected by mid 2016.[୫୧] |
— | 20 | 125 | 146 | ||||
Airbus A320neo | — | 14 | — | — | 168 | 168 | To be dry-leased from April 2017[୫୨][୫୩] |
Airbus A321-200 | 20 | — | — | 12 | 172 | 184 | |
Boeing 747-400 | 5 | — | 12 | 26 | 385 | 423 | |
Boeing 777-200LR | 3 | — | 8 | 35 | 195 | 238 | 1 stored[୫୪] |
Boeing 777-300ER | 12 | 3 | 4 | 35 | 303 | 342 | Remaining 3 orders to be delivered from 2017 |
Boeing 787-8 | 21 | 6 | — | 18 | 238 | 256 | |
Total | 109 | 26 |
- Fleet info
୪ଅଗଷ୍ଟ ୧୯୯୩ରେ ଏୟାରଇଣ୍ଡିଆର ବୋଇଂ୭୪୭-୪୦୦VT-ESMଏବଂ ତା ନାମ କୋଣାର୍କ ପ୍ରଥମେ ଉଡାଣଭରି ଥିଲା।[୫୫] ଏୟାର ଲାଇନ୍ସର ପ୍ରଥମ ବୋଇଂ୭୭୭-୨୦୦LR ବିମାନ ୨୬ ଜୁଲାଇ୨୦୦୭ରେ ଉଡାଣଭରି ଥିଲା ।ଏହି ବିମାନନାମ ଭାରତ ଦେଶର ରାଜ୍ୟ ନାମ ଅନୁସାରେ ରଖା ଯାଇଥିଲା ତା ନାମ "ଆନ୍ଧ୍ର ପ୍ରଦେଶ"।[୫୬] ଏୟାର ଇଣ୍ଡିଆ ର୭୭୭-୩୦୦ER ବିମାନ ସେହି ବର୍ଷ୯ଅକ୍ଟୋବରରେ ଉଡାଣ ଭାରି ଥିଲା।ତା ନାମ "ବିହାର"।[୫୭] ଏୟାର ଇଣ୍ଡିଆର ପ୍ରଥମ ବୋଇଂ୭୮୭ ବିମାନ ୬ସେପ୍ଟେମ୍ବର ୨୦୧୨ରେ ଉଡାଣଭରି ଥିଲା।[୫୮] ଏବଂ କମାଣ୍ଡ ବିମାନ ୧୯ ସେପ୍ଟେମ୍ବର ୨୦୧୨ରେ।[୫୯]
ବିମାନ ଚଳାଚଳ
[ସମ୍ପାଦନା]
|
ସେବା
[ସମ୍ପାଦନା]ସଂକେତ ପ୍ରକୋଷ୍ଠ
[ସମ୍ପାଦନା]ବୋଇଂ ୭୭୭-୨୦୦LR/୭୭୭-୩୦୦ER ବିମାନରେ ୩୪୨ ଲୋକମାନଙ୍କୁ ନେଇକି ଯିବା ପାଇଁ ବ୍ୟବସ୍ଥା ରହିଛି,ଏଥିରେ ୩ଟି ଶ୍ରେଣୀ ଅଛି ଯଥା; ପ୍ରଥମ(୩),ବ୍ୟବସାୟ(୩୫),ସାଧରଣ(୩୦୩) ।[୬୨] ବୋଇଂ୭୪୭ -୪୦୦ ଏହି ବିମାନ ୪୨୩ ଲୋକମାନଙ୍କୁ ଦୂରରାସ୍ତାକୁ ନେଇକି ଯିବାର କ୍ଷମତା ଅଛି, ଏଥିରେ ସମାନ ୩ଟି ଶ୍ରେଣୀ ଅଛି ,ବସିବା ପାଇଁ ନିଦ୍ଧିଷ୍ଟ ବ୍ୟବସ୍ଥା ଅଛି ଯେମିତି କି ୧୨-୨୬-୩୮୫.[୬୩] 787 ବୋଇଂ ୭୮୭ ଡ୍ରିମ ଲିନର ଏବଂଏୟାରବସ A୩୨୧ ଏହି ବିମାନରେ ବସିବା ପାଇଁ ୨ପ୍ରକାରର ବ୍ୟବସ୍ଥା ରହିଛି୨୫୬(୧୭B/୨୩୮ଏ),୧୭୧(୨୦B/୧୫୨E) ।[୬୪][୬୫] ଏୟାରବସ A୩୨୦ ବିମାନ ଘରୋଇ ଓ ଅଳ୍ପ ଦୁରକୁ ଯିବା ପାଇଁ ଆନ୍ତର୍ଜାତିକ ବିମାନ ସାଧରଣ୧୬୮ ଜଣ ଙ୍କୁ/୧୪୦ଜଣ(୨୦B/୧୨୦E) ଦ୍ୱତୀୟ ଶ୍ରେଣୀରେ ଯାତ୍ରା କରିପାରିବେ।[୬୬][୬୭] ଏୟାରବସ A୩୧୯ ବିମାନରେ ସାଧରଣ ୧୪୪ଟି ସ୍ଥାନ ବସିବା ପାଇଁ ନିଦ୍ଧିଷ୍ଟ କରାଯାଇଅଛି।[୬୮] ଏୟାର ଇଣ୍ଡିଆ ଘରୋଇ ଓ ଆନ୍ତର୍ଜାତିକ ଯିବାଆସିବା ପାଇଁ ସେବାରେ ନିୟୋଜିତ ଅଛି।
ବିମାନରେ ମନୋରଞ୍ଜନ
[ସମ୍ପାଦନା]ବିମାନର ଉଡାଣ କାର୍ଯ୍ୟକ୍ରମ
[ସମ୍ପାଦନା]ଅଧିକମୂଲ୍ୟର ବିଶ୍ରାମକକ୍ଷ
[ସମ୍ପାଦନା]ଦିମହାରାଜା ବିଶ୍ରାମକକ୍ଷ (English: Emperor's Lounge) ଫାଷ୍ଟ କ୍ଲାସ ଓ ବ୍ୟବସାୟ ଲୋକମାନଙ୍କ ପାଇଁ ଉପଲବ୍ଧ। ଏୟାର ଇଣ୍ଡିଆ ଅଧିକମୂଲ୍ୟର ବିଶ୍ରାମକକ୍ଷ ଇଣ୍ଟେରନ୍ୟାସନାଲ ଏୟାର ଲାଇନ୍ସ ସହ ଅଲଗା ଇଣ୍ଟେରନ୍ୟାସନାଲ ଏୟାର ପୋର୍ଟରେ ଉପଲବ୍ଧ କିନ୍ତୁ ମହାରାଜା ବିଶ୍ରାମକକ୍ଷ ନୁହେଁ।[୬୯]ମୋଟ ଉପରେ ଆଠଟା ମହାରାଜା ଅଧିକମୂଲ୍ୟର ବିଶ୍ରାମକକ୍ଷ :[୭୦]
- ଭାରତ
- ଛାତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦର, ମୁମ୍ବାଇ
- ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର , ଦିଲ୍ଲୀ
- ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦର , ଚେନ୍ନାଇ
- କେମ୍ପେୱାଡା ଅନ୍ତର୍ଜାତୀୟ ବିମାନ ବନ୍ଦର , ବାଙ୍ଗାଲୋର
- ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର , ହାଇଦ୍ରାବାଦ
- ସର୍ଦ୍ଦାର ବଲ୍ଲଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦର , ଅହମ୍ମଦାବାଦ
- ଅନ୍ତର୍ଜାତୀୟ
ପୁରସ୍କାର ଓ ମାନ୍ୟତା
[ସମ୍ପାଦନା]- Preferred International Airline ଯାତ୍ରା ଓ ଆତିଥ୍ୟ ସତ୍କାର ପାଇଁ ଆୱ୍ୱଜ଼ କନଯ୍ୟୁମର ଆୱାର୍ଡ(୨୦୦୬)[୭୧]
- Best Corporate Social Responsibility Initiative ଦେଶ ଦେଶ ମଧ୍ୟରେ ଶୀଘ୍ର ଯାତ୍ରା କରିବା ପାଇଁ [୭୨]
- Best Short-Haul International Airline Galileo ଦେଶ ଦେଶ ମଧ୍ୟରେଶୀଘ୍ର ଯାତ୍ରା କରିବା ପାଇଁ (୨୦୦୮)[୭୨]
- Amity Corporate Excellence Award ଅମିତ ୟୁନିଭରସିଟି [୭୨]
- Reader's Digest Trusted Brand[୭୨]
- Dun and Bradstreet Award (D&B), ଇଣ୍ଡିଆର ପ୍ରମୁଖ ଓ ଏକ ନମ୍ବର ଏୟାର ଲାଇନ୍ସ[୭୨]
- Best South Asian Airline, Mice and business travel publications[୭୨]
- Cargo Airline of the Year, 26th Cargo Airline of the Year Awards[୭୩]
- The Montreal Protocol Public Awareness Award by the ୟୁନାଇଟେଡ ନେସନ ଼ ପରିବେଶ ସୁରକ୍ଷା ପାଇଁ [୭୪]
- ଏହା ଇଣ୍ଡିଆର ଭରସାପୂର୍ଣ ଏୟାର ଲାଇନ୍ସ,ବ୍ରାଣ୍ଡ ଟ୍ରଷ୍ଟ ରିପୋର୍ଟ ଅନୁସାରେ।[୭୫]
Air India's ground services became the first ground service provider to acquire ଆଇସଓ ୯୦୦୨ ସାର୍ଟିଫିକେଟ ୩୧ ଜାନୁୟାରୀ ୨୦୦୧।[୭୬][୭୭]
Gulf War evacuation
[ସମ୍ପାଦନା]ଏୟାର ଲାଇନ୍ସ ଗିଜିନି ବୁକ ୱାର୍ଲଡ ରେକର୍ଡଅନୁସାରେ ପ୍ରମୁଖ ଲୋକ ଉଦ୍ଧାରିକାର ବୀମାନ ।[୭୮] Over ୧୧୧,୦୦୦ରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ଉଦ୍ଧାର କରି ଅମ୍ମାନ ଠୁ ମୁମ୍ବାଇ ଆଣିଛି 4,117 kilometres (2,558 mi), ୪୮୮ଟି କାର୍ଯ୍ୟକାରୀ ବିମାନ ୧୩ ଅଗଷ୍ଟ ୧୧ଅକ୍ଟୋବର ୧୯୯୦ ପର୍ଯ୍ୟନ୍ତ ଶେଷ ୫୯ ଦିନ ।ଏହା କାର୍ଯ୍ୟକାରୀ ହୋଇଥିଲା ଯେତେବେଳେThe operation was carried out during Persian Gulf War Indian expatriates from କୁୱତ ଏବଂ ଇରାକରେ ହୋଇଥିଲା[୭୮][୭୯][୮୦][୮୧]
ଘଟଣା ଓ ଦୁର୍ଘଟଣା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ http://www.staralliance.com/en/press/ai-joining-prp/
- ↑ Business Standard. "Air India headquarters to shift to Delhi". Business-standard.com. Retrieved 2012-10-13.
{{cite web}}
:|author=
has generic name (help) - ↑ http://www.airindia.in/SBCMS/Webpages/JRD.aspx?MID=196
- ↑ http://www.flightglobal.com/pdfarchive/view/1939/1939%20-%201264.html
- ↑ http://www.staralliance.com/en/press/ai-joining-prp/
- ↑ "Airline Companies of the World". Flight International. 27 April 1939. Retrieved 17 September 2011.
- ↑ ୭.୦ ୭.୧ "Air-India Ltd. (1) – Tata Air Lines – Tata Sons – Tata Air Services". Timetableimages.com. Retrieved 13 September 2012.
- ↑ Pran Nath Seth, Sushma Seth Bhat (2005). An introduction to travel and tourism. Sterling Publishers Pvt. Ltd. ISBN 978-81-207-2482-2. Retrieved 20 January 2011.
- ↑ Bepin Behari (1996). Astrological Biographies: Seventeen Examples of Predictive Insights. Motilal Banarsidass. ISBN 978-81-208-1322-9. Retrieved 20 January 2011.
- ↑ "Switzerland Schweiz Suisse Svizzera". Air India. Archived from the original on 11 August 2012. Retrieved 13 September 2012.
- ↑ Samanth Subramanian (15 October 2012). "When Air India Was Efficient, Profitable and Growing Fast". The New York Times. Retrieved 24 March 2013.
- ↑ "Humane Face of IAF: Aid to the Civil Administration" (PDF). Medind.nic.in. Archived from the original (PDF) on 30 January 2016. Retrieved 1 October 2012.
- ↑ "India privatisation plans near 'collapse'". BBC News. 3 September 2001. Retrieved 23 April 2010.
- ↑ "Tata still eyeing Air India". BBC News. 3 September 2001.
- ↑ "Singapore Airlines pulls out". The Hindu. 2 September 2001.
- ↑ Timmons, Heather (25 May 2011). "Criticism of State-Owned Air India Grows". The New York Times. Retrieved 20 May 2012.
- ↑ Katakam, Anupama. "Controversy in the air". Frontline. Retrieved 21 April 2014.
- ↑ "National Aviation Company of India Limited — Detailed description" (PDF). Air India. Archived from the original (PDF) on 9 August 2014. Retrieved 18 February 2013.
- ↑ "Star Alliance invites Air India to join". The Economic Times. 13 December 2007. Archived from the original on 23 March 2014. Retrieved 23 March 2014.
- ↑ "What sent Air India crashing?". Economictimes.indiatimes.com. 16 July 2009. Retrieved 30 August 2010.
- ↑ "Air India restructuring plans being readied". The Hindu. Chennai, India. 9 July 2009. Retrieved 30 August 2010.
- ↑ "SBI Caps prepares roadmap for Air India restructuring". Dnaindia.com. 22 July 2009. Retrieved 30 August 2010.
- ↑ "AI sells 4 aircraft in Mar to tackle financial crunch". The Financial Express. 29 July 2009. Retrieved 30 August 2010.
- ↑ "Air India, Board of directors". Air India. Retrieved 4 November 2015.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Air India building
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Bombay hit by devastating bombs". BBC. 12 March 1993. Retrieved 3 September 2011.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Timeline
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Singh, Sanjay (7 January 2012). "Air India shuts down bleeding cargo business". Business Today. New Delhi. Retrieved 6 March 2016.
- ↑ ୨୯.୦ ୨୯.୧ "Air India Brand". Air India. Retrieved 4 November 2015.
- ↑ "PM Modi reportedly wants Air India's mascot, The Maharajah, replaced by a plebeian one - The Times of India". The Times of India. Retrieved 6 December 2015.
- ↑ "When did the Maharaja become Air-India's mascot? - The Times of India". The Times of India. Retrieved 6 December 2015.
- ↑ "Maharajah gets a makeover". Times of India. 18 January 2015.
- ↑ "Air India:History". airwhiners.net. Retrieved 5 November 2015.
- ↑ "Airlines logos with colors". spellbrand.com. Retrieved 5 November 2015.
- ↑ "Air India to get a new logo". flightglobal.com. Retrieved 4 November 2015.
- ↑ "Time table, Air India". Air India. Retrieved 6 March 2016.
- ↑ "Air India to wind up Frankfurt hub, take Alliance regional". DNA India. 25 October 2010. Retrieved 13 October 2012.
- ↑ "Air India plans major hub in Dubai". Rediff. 25 April 2011. Retrieved 1 October 2012.
- ↑ "Maharaja on Course to Turn the Corner With More Links and Wings". New Indian Express. 22 November 2015. Archived from the original on 26 November 2015. Retrieved 22 November 2015.
- ↑ ch-aviation.com. 20 March 2016 http://www.ch-aviation.com/portal/news/44849-air-india-to-weigh-up-possible-new-widebody-order. Retrieved 20 March 2016.
{{cite news}}
: Missing or empty|title=
(help); Text "Air India to weigh up possible new widebody order" ignored (help) - ↑ "Air India plans non-stop flight to Washington DC". Hindustan Times. 5 March 2016. Retrieved 5 March 2016.
- ↑ Young, Kathryn M. (25 June 2014). "Air India to join Star Alliance July 11 | Finance & Data content from". ATWOnline. Retrieved 6 August 2014.
- ↑ "Air India to join Star Alliance in 2014". Star Alliance. Archived from the original on 16 December 2013. Retrieved 23 March 2014.
- ↑ "Flying Returns – Code Share Partners". Air India. Retrieved 8 August 2010.
- ↑ "Air New Zealand signs code-shares agreement with Air India". stuff.co.nz. Retrieved 5 November 2015.
- ↑ "Air India signs code-shares agreement with Avianca". airindia.in. Retrieved 5 November 2015.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;:1
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Air India Fleet". ch.aviation.com. Retrieved 21 July 2014.
- ↑ "Air India Fleet Details and History". Planespotters.net. Archived from the original on 13 June 2012. Retrieved 28 June 2015.
- ↑ "Air India to replace six Airbus A-319s with A320neos, raise $350-m bridge loan". The Indian Express. 18 December 2014. Retrieved 24 April 2015.
- ↑ "Air India gets two of its first five leased planes". Retrieved 10 December 2015.
- ↑ "Air India to dry lease 14 Airbus A320 planes from Kuwait". Press Trust of India. 14 June 2015. Retrieved 14 June 2015.
- ↑ "Air India gets go-ahead from Airbus to extend use of 3 ageing A320s". The Economic Times. Retrieved 9 September 2015.
- ↑ "Air India starts sale of 3 long-range Boeing 777s". 17 July 2014. Retrieved 28 September 2014.
- ↑ "VT-ESM Air India Boeing 747-437". PlaneSpotters. Archived from the original on 27 May 2013. Retrieved 11 February 2013.
- ↑ "VT-ALA Air India Boeing 777-237(LR)". PlaneSpotters. Archived from the original on 1 December 2012. Retrieved 11 February 2013.
- ↑ "VT-ALJ Air India Boeing 777-337(ER)". PlaneSpotters. Archived from the original on 1 January 2013. Retrieved 11 February 2013.
- ↑ Reuters (6 September 2012). "Air India takes delivery of its first Boeing 787 Dreamliner". Yahoo! Finance. Retrieved 13 September 2012.
{{cite web}}
:|author=
has generic name (help)[dead link] - ↑ "Air India's Dreamliner to be in service from Sep 19". Calcutta News. Retrieved 13 September 2012.[permanent dead link]
- ↑ ୬୦.୦ ୬୦.୧ "Air India Historic Fleet". PlaneSpotters. Archived from the original on 13 June 2012. Retrieved 7 February 2013.
- ↑ "Air India : The story of the aircraft". Airwhiners.net. Retrieved 26 July 2004.
- ↑ "Seat Map, Air India Boeing 777-300 ER". seatguru.com. Retrieved 4 November 2015.
- ↑ "Seat Map, Air India Boeing 747-400". seatguru.com. Retrieved 4 November 2015.
- ↑ "Seat Map, Air India Boeing 787". seatguru.com. Retrieved 4 November 2015.
- ↑ "Seat Map, Air India Airbus A321". seatguru.com. Retrieved 4 November 2015.
- ↑ "Seat Map, Air India Airbus A320 V1". seatguru.com. Retrieved 4 November 2015.
- ↑ "Seat Map, Air India Airbus A320 V2". seatguru.com. Retrieved 4 November 2015.
- ↑ "Seat Map, Air India Airbus A319". seatguru.com. Retrieved 4 November 2015.
- ↑ "Flying Returns – Maharajah Club". Flyingreturns.co.in. Archived from the original on 25 April 2012. Retrieved 1 October 2012.
- ↑ "Airport lounges". Air India. Retrieved 6 March 2016.
- ↑ "Air India bags Awaz consumer awards 2006". The Hindu. Chennai, India. 21 July 2006. Retrieved 30 August 2010.
- ↑ ୭୨.୦ ୭୨.୧ ୭୨.୨ ୭୨.୩ ୭୨.୪ ୭୨.୫ "Air India on the upswing". Air India. Archived from the original on 22 February 2010. Retrieved 10 June 2010.
- ↑ "Air India Cargo wins 'Cargo Airline' Award". Air India. 29 April 2009. Archived from the original on 4 May 2009. Retrieved 10 June 2010.
- ↑ "Air India bags UN Environment Award". Money Control. 14 September 2007. Retrieved 30 August 2010.
- ↑ Chandramouli (2015). The Brand Trust Report India Study 2015. TRA. p. 182. ISBN 978-81-920823-8-7.
- ↑ "Air India gets ISO 9002 certification". Rediff. 13 May 1999. Retrieved 6 March 2016.
- ↑ "Introduction to Air India". Air India. Retrieved 6 March 2016.
- ↑ ୭୮.୦ ୭୮.୧ "Air India, History of Air India, Air India Flight Services, Air India International, Passenger Operations, Awards in Air India". Thisismyindia.com. Retrieved 10 June 2010.
- ↑ Venkataramakrishnan, Rohan. "The Berlin airlift was remarkable, but the largest civilian evacuation in history is by India The Berlin airlift was remarkable, but the largest civilian evacuation in history is by India". Scroll.in. Retrieved 11 April 2015.
- ↑ "Did You Know That The Largest Air Evacuation In History Was Done By India?". The Better India. Retrieved 6 March 2016.
- ↑ "Airlift: Akshay Kumar's next a thriller of the biggest human evacuation". Times of India. Retrieved 19 December 2012.