ଉଇକିପିଡ଼ିଆ:ମେଳଣ

ଉଇକିପିଡ଼ିଆ ରୁ
Shortcut:

ଉଇକିପିଡ଼ିଆ ମେଳଣ ଦେଇ ଆମେ ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା କରିଥାଉ, ଓଡ଼ିଆ ଉଇକିପିଡ଼ିଆ ଉପରେ ନାନା ଆଲୋଚନା କରିଥାଉ ଓ ଆଗକୁ ବଢାଇବାର ବାଟ ତିଆରି କରିଥାଉ । ଯଦି ଆପଣ ଓଡ଼ିଶା ଓ ଓଡ଼ିଶା ବାହାରେ ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକିମିଡ଼ିଆ ପ୍ରକଳ୍ପସବୁର ବିକାଶ ପାଇଁ ଇଛୁକ ତେବେ ଏଥିରେ ଭାଗ ନିଅନ୍ତୁ ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ମେଲ ତାଲିକା

ଯଦି ଆପଣ ଆଗ୍ରହୀ ତେବେ ଏହି ମେଲ ତାଲିକାରେ ଯୋଗ ଦିଅନ୍ତୁ https://lists.wikimedia.org/mailman/listinfo/wikipedia-or

[ଏହାକୁ ବଦଳାନ୍ତୁ] ଆଗକୁ ହେବାକୁ ଥିବା ମେଳଣ

[ଏହାକୁ ବଦଳାନ୍ତୁ] କେମିତି କରିବେ ଓଡ଼ିଆ ଉଇକିପିଡ଼ିଆ ମେଳଣ

ଓଡ଼ିଆ ଉଇକି ପ୍ରକଳ୍ପ ଶିଖଣା

ଓଡ଼ିଆ ଉଇକିପିଡ଼ିଆ ମେଳଣସବୁ ସ୍ଵେଚ୍ଛାସେବୀ ମାନଙ୍କ ଦେଇ କରାଯାଇଥାଏ । ଯଦି ଆପଣ ଆଗ୍ରହୀ ତେବେ ନିଜ ଯାଗାରେ ବି ଏହା କରିପାରିବେ ।

ଏଠାରେ ଓଡ଼ିଆ ଉଇକି କର୍ମଶାଳାରେ ଉଇକି ବିଷୟରେ ବୁଝାଇବା ପାଇଁ ଟିଏ ରଖାଯାଇଛି ଯାହା ଆପଣ ଡାଉନଲୋଡ଼ କରି ବ୍ୟବହାର କରିପାରିବେ ।

[ଏହାକୁ ବଦଳାନ୍ତୁ] ଆଗରୁ ହୋଇଥିବା ମେଳଣ

୧ମ କର୍ମଶାଳା, ଭୁବନେଶ୍ୱର ୦୩ ଏପ୍ରିଲ ୨୦୧୧

[ଏହାକୁ ବଦଳାନ୍ତୁ] ସୂଚନା

ଯଦି ଆଗକୁ ହେବାକୁ ଥିବା ମେଳଣରେ ଭାଗନେବାକୁ ଚାହାନ୍ତି ତେବେ ଏଠାରେ ନିଜର ଇଉଜର ନାଆଁ ଲେଖନ୍ତୁ, ଆସନ୍ତା ମେଳଣ ଆଗରୁ ଆପଣଙ୍କୁ ଜଣାଇଦିଆଯିବ ।

ନିଜର ଟୁଲ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା