ଉଇକିପିଡ଼ିଆ:କର୍ମଶାଳା/ପୁଣେ/ପୁଣେ୧

ଉଇକିପିଡ଼ିଆ‌ରୁ
କର୍ମଶାଳାରେ ଯୋଗଦେଇଥିବା ଉଇକିଆଳିଗଣ

ଏହି କର୍ମଶାଳାଟି ପୁଣେ ନିବାସୀ ଅଧିକ ଓଡ଼ିଆ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଓଡ଼ିଆ ଉଇକିପିଡ଼ିଆକୁ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଥିଲା । ଏହା ପୁଣେରେ ହୋଇଥିବା ପ୍ରଥମ କର୍ମଶାଳା ।

ଜାଗା ଓ ଠିକଣା[ସମ୍ପାଦନା]

ତାରିଖ: : ଶନିବାର, ୨୭-ଅକ୍ଟୋବର -୨୦୧୨ ଅପରାହ୍ନ ୪:୦୦ ଟା ଭାରତୀୟ ମାନକ ସମୟ
ସ୍ଥାନ :
ପାଇ ଇଣ୍ଟରନ୍ୟାସନାଲ ଲର୍ଣ୍ଣିଂ ସେଣ୍ଟର
ପୁଣେ
ମହାରାଷ୍ଟ୍ର

ଉଇକିଆଳି ସୁରଥ ପାଢ଼ୀ କର୍ମଶାଳାରେ ଯୋଗଦେଇଥିବା ବ୍ୟକ୍ତିମାନଙ୍କୁ ସମ୍ପାଦନା ଶିଖିବାରେ ସହଯୋଗ କରୁଛନ୍ତି

ମୂଳ ପ୍ରସଙ୍ଗ (Agenda)[ସମ୍ପାଦନା]

  • ଓଡ଼ିଆ ଭାଷା, ସଂସ୍କୃତି ଓ ସଭ୍ୟତାର ଉନ୍ନତିକଳ୍ପେ ଓଡ଼ିଆ ଉଇକିପିଡ଼ିଆ
  • ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ, ବିକାଶ ଓ ଓଡ଼ିଆ ଭାଷାର ବିକାଶରେ ଏହାର ଭୂମିକା
  • ଓଡ଼ିଆ ଉଇକିପିଡ଼ିଆର ଅଧୁନାତନ ସ୍ଥିତି
  • ଉଇକିମିଡ଼ିଆର ଅନ୍ୟ ପ୍ରକଳ୍ପମାନ (ଓଡ଼ିଆ ଉଇକିଅଭିଧାନ, ଓଡ଼ିଆ ଉଇକିକଥା, ଆଦି)/Sister projects (Odia Wiktionary, Odia WikiQuote & future projects)
  • ସ୍ୱତନ୍ତ୍ର କର୍ମଶାଳା: ଓଡ଼ିଆରେ ଟାଇପ/ଇନପୁଟ ଓ ଓଡ଼ିଆ ଫଣ୍ଟ (ସୁଧିର ପଟେଲ)
  • ଉଇକିପିଡ଼ିଆ ସମ୍ପାଦନା କର୍ମଶାଳା

ଆୟୋଜକ[ସମ୍ପାଦନା]

  1. ସୁରଥ କୁମାର ପାଢ଼ୀ
  2. ସୁଭାସିସ ପାଣିଗାହି

ବିବରଣୀ[ସମ୍ପାଦନା]

ଏହି କର୍ମଶାଳାର ବିବରଣୀ ଏହି ଲିଙ୍କରେ ଉପଲବ୍ଧ ।

ଖବରରେ[ସମ୍ପାଦନା]

ଫଟୋସବୁ ଉଇକି କମନ୍ସରେ ଶ୍ରେଣୀରେ ଉପଲବ୍ଧ ।