ଉଇକିପିଡ଼ିଆ:କର୍ମଶାଳା/କଟକ/୪

ଉଇକିପିଡ଼ିଆ‌ରୁ

ସାରକଥା[ସମ୍ପାଦନା]

ଏହି ଉଇକିପିଡ଼ିଆ ମେଳଣଟି ସେକେଣ୍ଡାରି ବୋର୍ଡ଼ ହାଇସ୍କୁଲ, କଟକରେ ସ୍କୁଲ ପିଲାମାନଙ୍କ ପାଇଁ ଏକ ଉଇକି କର୍ମଶାଳା ଯାହା ସେମାନଙ୍କୁ ଉଇକିପିଡ଼ିଆ ବାବଦରେ ଅଧିକ ଜାଣିବାରେ ଓ ସେଥିରେ ପ୍ରସଙ୍ଗମାନ ସମ୍ପାଦନା କରିବାରେ ଆଗଭର କରାଇବ ।

ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠା କରିବାକୁ ଅନୁରୋଧ ।

ଜାଗା ଓ ଠିକଣା ( Venue and Date )[ସମ୍ପାଦନା]

ତାରିଖ: : ଶନିବାର, ୨୦୧୨-ଜାନୁଆରୀ-୨୧ ସକାଳ ୦୯:୩୦ ଭାରତୀୟ ମାନକ ସମୟ ସେକେଣ୍ଡାରି ବୋର୍ଡ଼ ହାଇସ୍କୁଲ
ସ୍ଥାନ :

ବଜ୍ରକବାଟି ରୋଡ଼,
କଟକ-୭୫୩ ୦୦୧, ଓଡ଼ିଶା, ଭାରତ

Date: : Saturday, 2012-January-21 09:30 AM IST

Venue:
Secondary Board High School,
Bajrakabati Road,
Cuttack-753 001, Odisha, India

କେଉଁ ମାନେ ଭାଗ ନେଇପାରିବେ (Who can participate)[ସମ୍ପାଦନା]

ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ କଟକ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ । ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କୁ ପଟୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda)[ସମ୍ପାଦନା]

ଓଡ଼ିଆରେ[ସମ୍ପାଦନା]

  • ଓଡ଼ିଆ ଉଇକିପିଡ଼ିଆର ସଂକ୍ଷିପ୍ତ ବିବରଣୀ
  • ଉଇକିପିଡ଼ିଆରେ କେମିତି ସମ୍ପାଦନା କରିବେ
  • ବାକି ଉଇକି ପ୍ରକଳ୍ପ (ଉଇକିଅଭିଧାନ, ଉଇକିକଥା, ଉଇକିପାଠାଗାର)

In English[ସମ୍ପାଦନା]

  • Short description of Odia Wikipedia
  • Editing session of: How to edit Wikipedia
  • Wikipedia sister projects (Wiktinary, WikiQuote, WikiSource, etc)

ଆୟୋଜନ କରୁଛନ୍ତି (Organizers)[ସମ୍ପାଦନା]

ଭାଗନେଉଛନ୍ତି (Participants)[ସମ୍ପାଦନା]

ଯଦି ଆପଣଙ୍କର ବ୍ୟବହାରକାରୀ ନାମଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"

ନାଆଁ ଲେଖାଇଥିଲେ (Signed up)[ସମ୍ପାଦନା]

  1. ଆଶୁତୋଷ କର
  2. କମଳାକାନ୍ତ ନାୟକ

ଏଥିରେ ଭାଗନେଇଥିଲେ (Attendees)[ସମ୍ପାଦନା]


ଶୁଭେଚ୍ଛା (Best wishes)[ସମ୍ପାଦନା]

  1. ମୃତ୍ୟୁଞ୍ଜୟ କର

ବିବରଣୀ[ସମ୍ପାଦନା]

ଖବରରେ (In News)[ସମ୍ପାଦନା]

ଫେସବୁକ (Facebook)[ସମ୍ପାଦନା]

ଟୁଇଟର (Twitter)[ସମ୍ପାଦନା]

ଫଟୋ (Photos)[ସମ୍ପାଦନା]