ଉଇକିପିଡ଼ିଆ ଆଲୋଚନା:ମେଳଣ

Page contents not supported in other languages.
ଉଇକିପିଡ଼ିଆ‌ରୁ

ମେଳଣ କୁ ବଦଳାଇ ମେଳି ବ ମିଳନ କରାଯିବା ଉଚିତ। Meeting ର ପ୍ରକୃତ ଓଡିଆ ମିଳନ।

Wikipedia Meetup/Workshop ସାଧାରଣ ମେଳି/ମିଳନ ନୁହେଁ, ଏହା ମେଳଣ ବା କ୍ଔଣସି ନିର୍ଦ୍ଦିଷ୍ଟ କାମ ପାଇଁ କରାଯାଏ, ତେଣୁ ମେଳି/ମିଳନ (get together) ଠାରୁ ଏହା ଅଲଗା, ତେବେ ଏସବୁ ନାଆଁ ବଦଳରେ ବେଶି ସମୟ ନଷ୍ଟ ନକରି ନୂଆ ଲେଖା ତିଆରି କରିବା/ପୁରୁଣା ଲେଖାକୁ ବଦଳାଇବାରେ ବେଶି ସମୟ ଦେଲେ ଓଡ଼ିଆ ଉଇକିପିଡ଼ିଆ ପାଇଁ ମଙ୍ଗଳ ହେବ । Meetup-ମେଳଣ, Workshop-କର୍ମଶାଳା ସୁଭ ପା/Subhashish Panigrahi (ମୋ କଥା) ୦୬:୩୦, ୧୨ ଏପ୍ରିଲ ୨୦୧୧ (UTC)
ମୁଁ ଆପଣଙ୍କ ସହ ସହମତ ଏମିତି ଛୋଟମୋଟ କଥାରେ ମୁଣ୍ଡ ନ ପୁରେଇ ବା ସେଇ କାମରେ ଯୁକ୍ତିତର୍କ କରି ଅଟକି ନଯାଇ ଆଗକୁ କେମିତି ବଢିବା ସେ ବିଷୟରେ ଚିନ୍ତା କଲେ ବହୁତ ଭଲ । ମେଳଣ ହେଉ ବା ମେଳି ତାହା ଯଦି କୌଣସି ଅର୍ଥକୁ ପ୍ରତିପାଦିତ କରୁଛି ଏବଂ ଲେଖିବା ଲୋକ ଏବଂ ପଢିବା ଲୋକ ବୁଝି ପାରୁଛନ୍ତି ତାହେଲେ ସେ ବିଷୟରେ ଅଧିକ ଆଲୋଚନା କରିବା ଦରକାର ନାହିଁ । ଆଉ ରହିଲା ସାହିତ୍ୟ କଥା, ଆଗ ଆମ ଓଡିଆ ଉଇକିପେଡିଆ ଦୃଢ ଏବଂ ସବଳ ହେଇଯାଉ ଯେତେବେଳେ ଅଧିକା ବ୍ୟବହାରକାରୀ ହୋଇଯିବେ ସେତେବେଳେ ଏ ବିଷୟରେ ଆଲୋଚନା କଲେ ବହୁତ ଭଲ । ଜ୍ଞାନ ଆଲୋଚନା ୬:୧୬, ୨୫ ସେପ୍ଟେମ୍ବର ୨୦୧୨(IST)
ଜ୍ଞାନ ଭାଇଙ୍କ ଉପରୋକ୍ତ ମନ୍ତବ୍ୟକୁ ମୋର ସମର୍ଥନ । ଆମେ ଏ ବାବଦରେ ଅଧିକ ଆଲୋଚନା ନ କରି ପ୍ରସଙ୍ଗ ସଂଖ୍ୟା ଓ ମାନ ବଢାଇବା ନିମନ୍ତେ ଚେଷ୍ଟା କରିବା ଉଚିତ ହେବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୧୭, ୨୬ ସେପ୍ଟେମ୍ବର ୨୦୧୨ (UTC)