ଅର୍ପିତା (ପତ୍ରିକା)

ଉଇକିପିଡ଼ିଆ‌ରୁ
ଅର୍ପିତା
Formatପତ୍ରିକା (RNI ରେଜିଷ୍ଟ୍ରେସନ ନଂ:ORIORI/୨୦୦୩/୧୨୧୦୮)
ମାଲିକବୀଣାପାଣି ଦାଶ
ପ୍ରକାଶକବୀଣାପାଣି ଦାଶ
ସମ୍ପାଦକସୁବାସ ଷଡ଼ଙ୍ଗୀ
Staff writersପ୍ରଶାନ୍ତ କୁମାର ଦାଶ (ଲେ-ଆଉଟ), ନିଶିପଦ୍ମା ପତ୍ରୀ(ଡିଟିପି)
ପ୍ରତିଷ୍ଠିତ୨୦୦୨
ଭାଷାଓଡ଼ିଆ
ମୁଖ୍ୟାଳୟଆଇ.ଭି.ବି.-୫୦/୧, ଖାରବେଳ ନଗର, ଭୁବନେଶ୍ୱର-୦୧
Circulationସମାସ ଷଡ଼ଙ୍ଗୀ

ଅର୍ପିତା ଏକ ତ୍ରୟମାସିକ ଓଡ଼ିଆ[୧] ସାହିତ୍ୟ ପତ୍ରିକା [୨][୩] ଏହାର ରେଜିଷ୍ଟର୍ଡ ନାମ "ସମ୍ପର୍କର ପୃଥକ ପରିଭାଷା ଅର୍ପିତା"[୪] ଏହା ଭୁବନେଶ୍ୱରରୁ ପ୍ରକାଶିତ ହୁଏ । ଏହି ପତ୍ରିକାଟିରେ 'ପ୍ରବନ୍ଧ', 'ଗଳ୍ପ', 'ଉପନ୍ୟାସ', 'କବିତା', 'ଅନୁବାଦ ଗଳ୍ପ', 'ଗୀତିକବିତା' ଇତ୍ୟାଦି ସ୍ଥାନ ପାଇଥାଏ ।

ଆଧାର[ସମ୍ପାଦନା]

  1. "Magazines galore - Young writers yet to challenge veterans". telegraphindia.com. Retrieved 8 November 2018.
  2. sulekha.com
  3. "Puja editions of magazines hit the stalls in Bhubaneswar Read more at: timesofindia.indiatimes.com/articleshow/49526653.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. Retrieved 8 November 2018.
  4. ଅର୍ପିତା, ଏକବିଂଶ ବର୍ଷ, ଚତୁର୍ଥ ସଂଖ୍ୟା, ଅକ୍ଟୋବର-ଡିସେମ୍ବର: ୨୦୨୩, ପୃଷ୍ଠା-୨, ଶେଷ ଧାଡ଼ି