ଆସନ୍ତାକାଲି

ଉଇକିପିଡ଼ିଆ‌ରୁ

ଆସନ୍ତାକାଲି କଲିକତାରୁ ପ୍ରକାଶିତ ଏକ ମାସିକ ଓଡ଼ିଆ ଭାଷାର ପତ୍ରିକା। ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସରେ ଏହାର ସ୍ଥାନ ଅଗ୍ରଦୂତ ପରି।


ନୀଳମଣି ରାଉତରାୟ, ବିଶ୍ୱନାଥ ଦାସ, ଆକୁଳି ମିଶ୍ର, ପାତିରାମ ପରିଜା ଆଦି ବହୁ ପ୍ରବାସୀ ଓଡ଼ିଆଙ୍କ ଭିତରେ ତାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ବାସ୍ନା ବାରି ହୋଇଯାଉଥିଲା ସେଠାକାର ଓଡ଼ିଆ ମହଲରେ। ବଙ୍ଗଭୂମିରେ ତାଙ୍କର ଅଦମ୍ୟ ପ୍ରଚେଷ୍ଟାରେ ସେ ଅଗଣିତ ଓଡ଼ିଆ ପାଠକଙ୍କ ହାତକୁ ତୋଳି ଦେଇଥିଲେ ଓଡ଼ିଆ ପତ୍ରିକା ଜଗତର ଅନବଦ୍ୟ ସୃଷ୍ଟି ‘ଆସନ୍ତାକାଲି’କୁ। ଏହା ଥିଲା ତାଙ୍କ ସାରସ୍ୱତ ପ୍ରଜ୍ଞାର ମାନସ ସନ୍ତାନ। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ହାତରେ ସେଇ ସୁଖପାଠ୍ୟ ଓଡ଼ିଆ ପତ୍ରିକାଟିକୁ ଭେଟି ଦେଇଥିଲେ, ଯେଉଁ ସମୟରେ କଲିକତା ବଜାରରେ ଓଡ଼ିଆ ଭାଷାର ପତ୍ରିକାଟିଏ ଆଖିଆଗକୁ ଆସୁ ନ ଥିଲା।[୧]

କଣ୍ଡୁରୀ ଚରଣ ଦାସ

ଛାପିଥିଲେ । ବିଭୂତି ପଟ୍ଟନାୟକ ଓ ଜଗନ୍ନାଥ ପ୍ରସାଦ ଦାସଙ୍କ ସହ ମିଶି, ସେ 'ନବରବି' ଓ 'ଆସନ୍ତାକାଲି' ପତ୍ରିକାର ପରିଚାଳନା ମଧ୍ୟ କରିଆସୁଥିଲେ । 'ନବରବି'କୁ ଏକ ପୂଜାପତ୍ରିକା ଭାବରେ ପ୍ରକାଶକରି...

ଜଗନ୍ନାଥ ପ୍ରସାଦ ଦାସ

"ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । ଓଡ଼ିଆ ପତ୍ରିକା ଡଗର, ଝଙ୍କାର, ଆସନ୍ତାକାଲି ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଛାତ୍ର ଫେଡେରେସନ...

ବିଭୂତି ପଟ୍ଟନାୟକ

ତୀର୍ଥ ବାଇଓଗ୍ରାଫି ମହାତ୍ମା ଜନ ନାୟକ ଓଡ଼ିଆ ଉପନ୍ୟାସ ସମାଜ ତାତ୍ତ୍ୱିକ ରୂପରେଖ ସାମ୍ପ୍ରତିକ ସାହିତ୍ୟ ସାହିତ୍ୟର ସୂଚୀପତ୍ର ନବରବି ଆସନ୍ତାକାଲି ଗଳ୍ପ କୃଷକ ସାହିତ୍ୟର ସୂଚୀପତ୍ର...

9 Jun 2023 — ତେଣୁ ଦୀର୍ଘ ସମୟ ସେ ଓଡ଼ିଆ ପତ୍ରିକା ଜଗତରେ ଥିଲା ଅଗ୍ରଗଣ୍ୟ। କହିବା ବାହୁଲ୍ୟ, ଆସନ୍ତକାଲି ହିଁ ଓଡ଼ିଶାରେ ଅସଂଖ୍ୟ ଲେଖକ ଓ ପାଠକ ସୃଷ୍ଟି ... [୨]

ସ୍ମୃତିର ଆଇନାରେ 'ଆସନ୍ତାକାଲି


ପ୍ରଶାନ୍ତ ପଟ୍ଟନାୟକ

କୃଷ୍ଣଚୂଡାର ରଙ୍ଗ(କ୍ଷୁଦ୍ର ଗଳ୍ପ) ମରୁତୀର୍ଥର ଜଳ( ସତୁରୀ ଦଶକରେ କଲିକତାରୁ ପ୍ରକାଶିତ "ଆସନ୍ତାକାଲି"ରେ ପ୍ରକାଶିତ ପ୍ରବନ୍ଧ ଗୁଡିକର ସଂକଳନ) ମୋ ଦୃଷ୍ଟିରେ ଜୀବନରଙ୍ଗ ଅନୁଷ୍ଠାନ ସମ୍ମାନ...

୧୯୫୧ରେ ‘ସିନେ ଓଡ଼ିଶା’ ପ୍ରକାଶିତ ହେଲା ବେଳକୁ, ସାହିତ୍ୟ ଆଧାରିତ ପତ୍ରିକା ଓଡ଼ିଶାରେ ଅଧିକ ସଂଖ୍ୟାରେ ପ୍ରକାଶିତ ହେଉଛି । ୧୮୭୩ ମସିହାରେ ବାଲେଶ୍ୱରରୁ ପ୍ରକାଶିତ ମାସିକ ‘ଉତ୍କଳ ଦର୍ପଣ’ ପ୍ରଥମ ଓଡ଼ିଆ ସାହିତ୍ୟ ପତ୍ରିକା ଥିଲା । ଓଡ଼ିଆ ପତ୍ରିକା ୧୯୦୬ର ‘ମୁକର’ରୁ ୧୯୧୫ର ‘ସତ୍ୟବାଦୀ’, ୧୯୨୦ର ‘ସହକାର’, ୧୯୩୪ର ‘ନବଭାରତ’, ୧୯୩୬ର ‘ଆଧୁନିକ’, ୧୯୩୭ର ‘ଡଗର’, ୧୯୪୫ର ‘ଶଙ୍ଖ’, ୧୯୪୮ର ‘କୁଙ୍କୁମ’, ୧୯୪୯ର ‘ଝଙ୍କାର’ ବାଟ ଦେଇ ୧୯୫୧ରେ ‘ସିନେ ଓଡ଼ିଶା’ ଓ ‘ଆସନ୍ତାକାଲି’ ପର୍ଯ୍ୟନ୍ତ ପ୍ରକାଶନ ମାର୍ଗରେ ମୁଖ୍ୟତଃ ସାହିତ୍ୟ ପତ୍ରିକାକୁ ହିଁ ସ୍ୱୀକରଣ କରିଛି । ଉଲ୍ଲେଖଯୋଗ୍ୟ ଯେ ଏହି ସମୟସୀମା ମଧ୍ୟରେ ‘ସାହିତ୍ୟ ଆଧାର’ ବ୍ୟତୀତ ଅନ୍ୟ ଯେତକ ପତ୍ରିକା ପ୍ରକାଶିତ ହୋଇଛି କେବଳ ହାସ୍ୟରସାତ୍ମକ ‘ନିଆଖୁଂଟା’କୁ ବାଦ ଦେଲେ ଅନ୍ୟସବୁ କ୍ଷୀଣସ୍ଥାୟୀ । ତାହା ୧୯୧୭ର ମହିଳା ପତ୍ରିକା ‘ପରିଚାରକା’ ହେଉ ବା ହେଉ ୧୯୨୦ର ଶିଶୁ କିଶୋର ପତ୍ରିକା ‘ପଞ୍ଚାମୃତ’ ।[୩]

ତରୁଣକାନ୍ତି ମିଶ୍ର

ଦେଇଥିଲେ । ଚଉଦ ବର୍ଷ ବୟସରେ ତରୁଣକାନ୍ତିଙ୍କର ପ୍ରଥମ ଗଳ୍ପ "ହେ ପୃଥିବୀର ନାଗରିକ" "ଆସନ୍ତାକାଲି" ପତ୍ରିକାରେ ପ୍ରକାଶ ପାଇଥିଲା । ବିଜେବି କଲେଜରେ ପଢ଼ିବାବେଳେ ତାଙ୍କର ପ୍ରଥମ ଗଳ୍ପ...

ଶ୍ରୀଦେବ

ତାଙ୍କର ମୋ ନଷ୍ଟ ନାୟିକା ନାମକ ଏକ କବିତା ପରିବେଷଣ କରାଯାଇଥିଲା । କଲିକତାରୁ ପ୍ରକାଶିତ ଆସନ୍ତାକାଲି ତାଙ୍କର କବିତା ସୃଷ୍ଟି: ଶୃଙ୍ଗାର ପ୍ରଥମେ ପ୍ରକାଶ କରିଥିଲା । ଏହା ପରେ ତାଙ୍କ କବିତା...

ଆନନ୍ଦଚନ୍ଦ୍ର ପହୀ

କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ତାଙ୍କ ରଚିତ କିଛି କ୍ଷୁଦ୍ରଗଳ୍ପ ଗଳ୍ପଝର, ଜନପଥ, ଆସନ୍ତାକାଲି, ନବରବି, ଝଙ୍କାର ଆଦି ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା । ତାଙ୍କର କିଛି ନାଟକ...

କଳ୍ପନା କୁମାରୀ ଦେବୀ

ବଙ୍ଗଳା ପତ୍ରିକାର ପ୍ରକାଶକ ଅଟନ୍ତି । ୧୯୫୩ ମସିହାରେ କଳ୍ପନାଙ୍କର ପ୍ରଥମ ଗଳ୍ପ "ଆସନ୍ତାକାଲି" ପତ୍ରିକାରେ ପ୍ରକାଶ ପାଇଥିଲା । କବି - ୧୯୫୪ ଢେଉ - ୧୯୫୫ ନଷ୍ଟ ଛନ୍ଦ - ୧୯୫୮ ବନ...

  1. "ହୃଦାନନ୍ଦ: ଏକ ଅଲିଭା ଦୀପଶିଖା - The Sakala" (in ଆମେରିକୀୟ ଇଂରାଜୀ). 2023-03-01. Retrieved 2023-11-23.
  2. sahityacharcha (2023-06-09). "ସ୍ମୃତିର ଆଇନାରେ 'ଆସନ୍ତାକାଲି'". Sahitya Charcha (in ଆମେରିକୀୟ ଇଂରାଜୀ). Retrieved 2023-11-23.
  3. "ସିନେ ଓଡ଼ିଶା: ସିନେମାରୁ ସାହିତ୍ୟ". Odisha Sambad (in ଆମେରିକୀୟ ଇଂରାଜୀ). 2021-05-22. Retrieved 2023-11-23.