ଓଡ଼ିଆ ବ୍ରେଲି

ଉଇକିପିଡ଼ିଆ‌ରୁ
ଓଡ଼ିଆ ବ୍ରେଲି
ପ୍ରକାର
ଭାଷାସମୂହଓଡ଼ିଆ ଭାଷା
Parent systems
Print basis
ଓଡ଼ିଆ ଲିପି

ଓଡ଼ିଆ ବ୍ରେଲି ଭାରତୀ ବ୍ରେଲି ଅକ୍ଷର ଧାରା ମଧ୍ୟରୁ ଅନ୍ୟତମ । ଏଥିରେ ଥିବା ଅକ୍ଷରର ମାନ (କେବଳ ଓଡ଼ିଆ ଓ ହିନ୍ଦୀ æ ଏହି ଧାରର ବ‌ହିର୍ଭୂତ) ଭାରତୀ ଅକ୍ଷରର ମାନ ସ‌ହିତ ସମାନ ।[୧]

ଅକ୍ଷର[ସମ୍ପାଦନା]

ଏହି ଅକ୍ଷର ନିମ୍ନ ପ୍ରକାରର:[୧]

ସାଧାରଣତଃ ଯୁକ୍ତାକ୍ଷର ବଦଳରେ ସ୍ୱରବର୍ଣ୍ଣ, ଯାହା ବ୍ୟଞ୍ଜନ ବର୍ଣ୍ଣ ପରେ ବ୍ୟବ‌ହାର ହୋଇଥାନ୍ତି-ଯେଉଁ ଭଳି ସେମାନେ କ‌ଥାବାର୍ତ୍ତାରେ ବ୍ୟବ‌ହୃତ ହୋଇଥାନ୍ତି । ଅକ୍ଷରସଜାଣି ଓ ଆକାର ପ୍ରକାର ବାବଦରେ ଜାଣିବା ପାଇଁ ଭାରତୀ ବ୍ରେଲି ବାବଦରେ ଦେଖିପାରିବେ ।

ଛପା
ISO a ā i ī u ū e ai o au
ବ୍ରେଲି ⠁ (braille pattern dots-1) ⠜ (braille pattern dots-345) ⠊ (braille pattern dots-24) ⠔ (braille pattern dots-35) ⠥ (braille pattern dots-136) ⠳ (braille pattern dots-1256) ⠑ (braille pattern dots-15) ⠌ (braille pattern dots-34) ⠕ (braille pattern dots-135) ⠪ (braille pattern dots-246)
ଛପା ଅକ୍ଷର
ISO r̥̄ l̥̄
ବ୍ରେଲି ⠐ (braille pattern dots-5)⠗ (braille pattern dots-1235) ⠠ (braille pattern dots-6)⠗ (braille pattern dots-1235) ⠐ (braille pattern dots-5)⠇ (braille pattern dots-123) ⠠ (braille pattern dots-6)⠇ (braille pattern dots-123)
ଛପା ଅକ୍ଷର
ISO k kh g gh
ବ୍ରେଲି ⠅ (braille pattern dots-13) ⠨ (braille pattern dots-46) ⠛ (braille pattern dots-1245) ⠣ (braille pattern dots-126) ⠬ (braille pattern dots-346)
ଛପା ଅକ୍ଷର
ISO c ch j jh ñ
ବ୍ରେଲି ⠉ (braille pattern dots-14) ⠡ (braille pattern dots-16) ⠚ (braille pattern dots-245) ⠴ (braille pattern dots-356) ⠒ (braille pattern dots-25)
ଛପା ଅକ୍ଷର ଡ଼ ଢ଼
ISO ṭh ḍh ṛh
ବ୍ରେଲି ⠾ (braille pattern dots-23456) ⠺ (braille pattern dots-2456) ⠫ (braille pattern dots-1246) ⠿ (braille pattern dots-123456) ⠻ (braille pattern dots-12456) ⠐ (braille pattern dots-5)⠻ (braille pattern dots-12456) ⠼ (braille pattern dots-3456)
Print
ISO t th d dh n
ବ୍ରେଲି ⠞ (braille pattern dots-2345) ⠹ (braille pattern dots-1456) ⠙ (braille pattern dots-145) ⠮ (braille pattern dots-2346) ⠝ (braille pattern dots-1345)
ଛପା ଅକ୍ଷର
ISO p ph b bh m
ବ୍ରେଲି ⠏ (braille pattern dots-1234) ⠖ (braille pattern dots-235) ⠃ (braille pattern dots-12) ⠘ (braille pattern dots-45) ⠍ (braille pattern dots-134)
ଛପା ଅକ୍ଷର ୱ/ବ[୨]
ISO y r l v
ବ୍ରେଲି ⠽ (braille pattern dots-13456) ⠢ (braille pattern dots-26) ⠗ (braille pattern dots-1235) ⠇ (braille pattern dots-123) ⠸ (braille pattern dots-456) ⠧ (braille pattern dots-1236)
ଛପା ଅକ୍ଷର
ISO ś s h
ବ୍ରେଲି ⠩ (braille pattern dots-146) ⠯ (braille pattern dots-12346) ⠎ (braille pattern dots-234) ⠓ (braille pattern dots-125)

There are two pre-formed conjuncts,

ଛପା ଅକ୍ଷର କ୍ଷ ଜ୍ଞ
ISO kṣ
ବ୍ରେଲି ⠟ (braille pattern dots-12345) ⠱ (braille pattern dots-156)

and the full range of syllable codas,

ଛପା ଅକ୍ଷର କ୍ କଂ କଃ କଁ କଽ
ISO Halant Anusvara Visarga Candrabindu Avagraha
ବ୍ରେଲି ⠈ (braille pattern dots-4) ⠰ (braille pattern dots-56) ⠠ (braille pattern dots-6) ⠄ (braille pattern dots-3) ⠂ (braille pattern dots-2)

ମାତ୍ରା[ସମ୍ପାଦନା]

ଭାରତୀ ବ୍ରେଲି#ମାତ୍ରା.

ଆଧାର[ସମ୍ପାଦନା]

  1. ୧.୦ ୧.୧ World Braille Usage, UNESCO, 2013
  2. These have the same sound value in Oriya, and Unesco (2013) does not distinguish them.