ଓଡ଼ିଆ ବ୍ରେଲି
ଦେଖଣା
| ଓଡ଼ିଆ ବ୍ରେଲି | |
|---|---|
| ପ୍ରକାର | |
| ଭାଷାସମୂହ | ଓଡ଼ିଆ ଭାଷା |
Parent systems | ବ୍ରେଲି
|
Print basis | ଓଡ଼ିଆ ଲିପି |
ଓଡ଼ିଆ ବ୍ରେଲି ଭାରତୀ ବ୍ରେଲି ଅକ୍ଷର ଧାରା ମଧ୍ୟରୁ ଅନ୍ୟତମ । ଏଥିରେ ଥିବା ଅକ୍ଷରର ମାନ (କେବଳ ଓଡ଼ିଆ ẏ ଓ ହିନ୍ଦୀ æ ଏହି ଧାରର ବହିର୍ଭୂତ) ଭାରତୀ ଅକ୍ଷରର ମାନ ସହିତ ସମାନ ।[୧]
ଅକ୍ଷର
[ସମ୍ପାଦନା]ଏହି ଅକ୍ଷର ନିମ୍ନ ପ୍ରକାରର:[୧]
ସାଧାରଣତଃ ଯୁକ୍ତାକ୍ଷର ବଦଳରେ ସ୍ୱରବର୍ଣ୍ଣ, ଯାହା ବ୍ୟଞ୍ଜନ ବର୍ଣ୍ଣ ପରେ ବ୍ୟବହାର ହୋଇଥାନ୍ତି-ଯେଉଁ ଭଳି ସେମାନେ କଥାବାର୍ତ୍ତାରେ ବ୍ୟବହୃତ ହୋଇଥାନ୍ତି । ଅକ୍ଷରସଜାଣି ଓ ଆକାର ପ୍ରକାର ବାବଦରେ ଜାଣିବା ପାଇଁ ଭାରତୀ ବ୍ରେଲି ବାବଦରେ ଦେଖିପାରିବେ ।
| ଛପା | ଅ | ଆ | ଇ | ଈ | ଉ | ଊ | ଏ | ଐ | ଓ | ଔ |
|---|---|---|---|---|---|---|---|---|---|---|
| ISO | a | ā | i | ī | u | ū | e | ai | o | au |
| ବ୍ରେଲି |
| ଛପା ଅକ୍ଷର | ଋ | ୠ | ଌ | ୡ | ||||
|---|---|---|---|---|---|---|---|---|
| ISO | r̥ | r̥̄ | l̥ | l̥̄ | ||||
| ବ୍ରେଲି | ||||||||
| ଛପା ଅକ୍ଷର | କ | ଖ | ଗ | ଘ | ଙ |
|---|---|---|---|---|---|
| ISO | k | kh | g | gh | ṅ |
| ବ୍ରେଲି |
| ଛପା ଅକ୍ଷର | ଚ | ଛ | ଜ | ଝ | ଞ |
|---|---|---|---|---|---|
| ISO | c | ch | j | jh | ñ |
| ବ୍ରେଲି |
| ଛପା ଅକ୍ଷର | ଟ | ଠ | ଡ | ଢ | ଡ଼ | ଢ଼ | ଣ | |
|---|---|---|---|---|---|---|---|---|
| ISO | ṭ | ṭh | ḍ | ḍh | ṛ | ṛh | ṇ | |
| ବ୍ରେଲି | ||||||||
| ତ | ଥ | ଦ | ଧ | ନ | |
| ISO | t | th | d | dh | n |
| ବ୍ରେଲି |
| ଛପା ଅକ୍ଷର | ପ | ଫ | ବ | ଭ | ମ |
|---|---|---|---|---|---|
| ISO | p | ph | b | bh | m |
| ବ୍ରେଲି |
| ଛପା ଅକ୍ଷର | ଯ | ୟ | ର | ଳ | ଲ | ୱ/ବ[୨] |
|---|---|---|---|---|---|---|
| ISO | y | ẏ | r | l | ḷ | v |
| ବ୍ରେଲି |
| ଛପା ଅକ୍ଷର | ଶ | ଷ | ସ | ହ |
|---|---|---|---|---|
| ISO | ś | ṣ | s | h |
| ବ୍ରେଲି |
There are two pre-formed conjuncts,
| ଛପା ଅକ୍ଷର | କ୍ଷ | ଜ୍ଞ |
|---|---|---|
| ISO | kṣ | jñ |
| ବ୍ରେଲି |
and the full range of syllable codas,
| ଛପା ଅକ୍ଷର | କ୍ | କଂ | କଃ | କଁ | କଽ | |||||
|---|---|---|---|---|---|---|---|---|---|---|
| ISO | Halant | Anusvara | Visarga | Candrabindu | Avagraha | |||||
| ବ୍ରେଲି | ||||||||||
ମାତ୍ରା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ World Braille Usage, UNESCO, 2013
- ↑ These have the same sound value in Oriya, and Unesco (2013) does not distinguish them.