Jump to content

୨୦୨୪ ଭାରତୀୟ ସାଧାରଣ ନିର୍ବାଚନ

ଉଇକିପିଡ଼ିଆ‌ରୁ
ଭାରତୀୟ ସାଧାରଣ ନିର୍ବାଚନ, ୨୦୨୪

← ୨୦୧୯ ଅପ୍ରେଲ-ଜୁନ ୨୦୨୪ ୨୦୨୯ →
 
Party ଭାଜପା କଂଗ୍ରେସ
Alliance ରାଷ୍ଟ୍ରୀୟ ଗଣତାନ୍ତ୍ରିକ ସଙ୍ଗଠନ ଭାରତୀୟ ଜାତୀୟ ଉନ୍ନୟନମୂଳକ ସମାବେଶୀ ମେଣ୍ଟ


Incumbent ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦୀ
ଭାଜପା



୨୦୨୪ ଏପ୍ରିଲ ୧୯ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଭାରତରେ ସାତଟି ପର୍ଯ୍ୟାୟରେ ଲୋକସଭାର ସମସ୍ତ ୫୪୩ ଜଣ ସଦସ୍ୟଚୟନ ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭୋଟ୍ ଗଣତି କରାଯାଇ ଜୁନ୍ ୪ ତାରିଖରେ ଅଷ୍ଟାଦଶ ଲୋକସଭା ଗଠନ ପାଇଁ ଫଳାଫଳ ପ୍ରକାଶ ପାଇଥିଲା।

ପୃଷ୍ଠଭୂମି[ସମ୍ପାଦନା]

ସପ୍ତଦଶ ଲୋକ ସଭାର କାର୍ଯ୍ୟକାଳ ୧୬ ଜୁନ ୨୦୨୪ରେ ଶେଷ ହେବାକୁ ଯାଉଛି ।[୧] ପୂର୍ବ ସାଧାରଣ ନିର୍ବାଚନ ୨୦୧୯ ଅପ୍ରେଲ-ମଇ ମାସରେ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟି ନେତୃତ୍ବରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ କେନ୍ଦ୍ର ସରକାର ଗଠନ କରିଥିଲା ଏବଂ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ।[୨]

ଆଧାର[ସମ୍ପାଦନା]

  1. https://www.eci.gov.in/elections/term-of-houses/
  2. https://www.tribuneindia.com/news/archive/nation/narendra-modi-sworn-in-as-prime-minister-for-second-time-780564