ସୁପ୍ରଭା ରାୟ
ଦେଖଣା
ସୁପ୍ରଭା ରାୟ | |
---|---|
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି | ଶିକ୍ଷକତା |
ଉଲ୍ଲେଖନୀୟ କୃତି | ଆବର୍ତ୍ତନ |
ବୈବାହିକ-ସାଥୀ | ରବୀନ୍ଦ୍ର ରାୟ |
ସୁପ୍ରଭା ରାୟ ଜଣେ ଓଡ଼ିଆ ଅନୁବାଦିକା ।[୧] ତାଙ୍କର ୪୬ଟି ଅନୁବାଦ ପୁସ୍ତକ ପ୍ରକାଶିତ ହୋଇଛି । ସେ ଅନୁବାଦ ବ୍ୟତୀତ ମୌଳିକ ସାହିତ୍ୟ ମଧ୍ୟ ରଚନା କରନ୍ତି । ସେ ଶିକ୍ଷକତା ବୃତ୍ତିରେ ଥାଇ, ଅବସର ଗ୍ରହଣ କରିଛନ୍ତି ।
ରଚନାବଳୀ
[ସମ୍ପାଦନା]ସୁପ୍ରଭା ରାୟ, ଉଭୟ ମୌଳିକ ସାହିତ୍ୟ ଓ ଅନୁବାଦ ସାହିତ୍ୟ ରଚନା କରନ୍ତି । ସେ ୪୬ଟି ଅନୁବାଦ ପୁସ୍ତକ ରଚନା କରିଛନ୍ତି । ତାଙ୍କ ପ୍ରଥମ ପ୍ରକାଶିତ ପୁସ୍ତକ ଥିଲା ଆବର୍ତ୍ତନ ।
ରଚନାବଳୀ
[ସମ୍ପାଦନା]ମୌଳିକ ରଚନା
[ସମ୍ପାଦନା]- ଆବର୍ତ୍ତନ - ୨୦୦୨ ( ଆଶା ପ୍ରକାଶନ )
- ରିକ୍ତଡାଲା - ୨୦୦୬ ( କବିତା, ପ୍ରେସ ନ୍ୟୁଜ ସର୍ଭିସ)
- କଥା କଥାରେ କବିତା - ୨୦୦୨ (ଶିଶୁ କବିତା)
- ଶେଷ ତୃଷ୍ଣା (ଗଳ୍ପ)
- ଭିନ୍ନ ପ୍ରତିବିମ୍ବ - ୨୦୦୩ ( ମୃଣ୍ମୟ ପ୍ରକାଶନୀ )
- ରୂପାନ୍ତର - ୨୦୦୩ ( ପ୍ରେସ ନ୍ୟୁଜ ସର୍ଭିସ, ଭୁବନେଶ୍ୱର )
- ଉପାନ୍ତ ଛାୟା
ଅନୁବାଦ
[ସମ୍ପାଦନା]- ଲୁହା ଗାରଦର ଛାଇ
- ଅଗ୍ନି ପରୀକ୍ଷା
- ଜୀବନ ସ୍ୱାଦ - ୨୦୦୭ ( ଆଶାପୂର୍ଣ୍ଣା ଦେବୀଙ୍କ ପୁସ୍ତକର ଓଡ଼ିଆ ଅନୁବାଦ, ଭୁବନେଶ୍ୱରର ସୁଧନ୍ୟା ପ୍ରକାଶନଦ୍ୱାରା ପ୍ରକାଶିତ )
- ଶବ ସାଧକ
- ଯୁଗାନ୍ତର
- ଯବନିକା ତିରେ
- ସପ୍ତସିନ୍ଧୁ ଦଶଦିଗନ୍ତ ( ଆଶାପୂର୍ଣ୍ଣା ଦେବୀଙ୍କ ପୁସ୍ତକର ଓଡ଼ିଆ ଅନୁବାଦ )
- ତୁମକୁ ନମସ୍କାର
- ଏକ ଅମୃତ ପାତ୍ର
- ଅଜ୍ଞାତବାସ
- ଉତ୍ତର ଫାଲଗୁନି
- ରଙ୍ଗର ଟିକା
- ରାତିର ଗାଡ଼ି ( ଡ଼ ନିହାର ରଞ୍ଜନ ଗୁପ୍ତଙ୍କ ପୁସ୍ତକର ଓଡ଼ିଆ ଅନୁବାଦ )
- ପ୍ରଥମ ଅଙ୍କ
- ଜୀବନର ନାଁ ଯନ୍ତ୍ରଣା ( ବିମଳ ମିତ୍ରଙ୍କ ପୁସ୍ତକର ଓଡ଼ିଆ ଅନୁବାଦ )
- ସୁଚରିତା
- ମେଘ କୋଳରେ ଖରା ( ପ୍ରଫୁଲ୍ଲ ରାୟଙ୍କ ପୁସ୍ତକର ଓଡ଼ିଆ ଅନୁବାଦ )
- ଶତରୂପା - ୨୦୦୬ ( ଦୀପକ ପ୍ରକାଶନ )[୨]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଭୁବନେଶ୍ୱର ପୁସ୍ତକମେଳା ପ୍ରତିଭା ସମ୍ମାନ - ୨୦୦୫
- ଜୀବନବ୍ୟାପୀ ସାଧନା ପାଇଁ ସ୍ୱର୍ଣ୍ଣପଦକ ( ଦିଲ୍ଲୀ )
- ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ - ୨୦୦୨ ( ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ )[୩]
- ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ବର୍ଦ୍ଧନା - ୨୦୦୮[୪]
- ମନସ୍ୱିନୀ ରାୟ ଅନୁବାଦ ପୁରସ୍କାର ( ଓଡ଼ିଶା ଲେଖିକା ସଂସଦଦ୍ୱାରା ପ୍ରଦତ୍ତ )[୫]
ଆଧାର
[ସମ୍ପାଦନା]- ↑ "ପୁସ୍ତକ ସୁଚୀ ୨୦୧୪" (PDF). ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original (PDF) on 9 September 2021. Retrieved 9 September 2021.
- ↑ "National Library Online Catalogue". www.http://opac.nationallibrary.gov.in/. National Library of India. Retrieved 9 September 2021.
{{cite web}}
: External link in
(help)|website=
- ↑ "ଉତ୍କଳ ସାହିତ୍ୟ ସମାଜର ସମାବର୍ତ୍ତନ ଓ ସମ୍ମାନ ପ୍ରଦାନ ଉତ୍ସବ : ପ୍ରଭାତ ପଟ୍ଟନାୟକଙ୍କୁ 'ଉତ୍କଳରତ୍ନ' ସମ୍ମାନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 9 September 2021. Retrieved 9 September 2021.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ସାହିତ୍ୟିକା". www.odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 September 2021.
- ↑ "ସୃଜନ ଆଳାପ". No. ଧରିତ୍ରୀ ୦୯।୦୯।୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ଧରିତ୍ରୀ. 9 September 2021. Retrieved 9 September 2021.