ସୁପ୍ରଭା ରାୟ

ଉଇକିପିଡ଼ିଆ‌ରୁ
ସୁପ୍ରଭା ରାୟ
Nationalityଭାରତୀୟ
Citizenshipଭାରତୀୟ
Occupationଶିକ୍ଷକତା
Notable workଆବର୍ତ୍ତନ
Spouseରବୀନ୍ଦ୍ର ରାୟ

ସୁପ୍ରଭା ରାୟ ଜଣେ ଓଡ଼ିଆ ଅନୁବାଦିକା ।[୧] ତାଙ୍କର ୪୬ଟି ଅନୁବାଦ ପୁସ୍ତକ ପ୍ରକାଶିତ ହୋଇଛି । ସେ ଅନୁବାଦ ବ୍ୟତୀତ ମୌଳିକ ସାହିତ୍ୟ ମଧ୍ୟ ରଚନା କରନ୍ତି । ସେ ଶିକ୍ଷକତା ବୃତ୍ତିରେ ଥାଇ, ଅବସର ଗ୍ରହଣ କରିଛନ୍ତି ।

ସାହିତ୍ୟ ସର୍ଜନା[ସମ୍ପାଦନା]

ସୁପ୍ରଭା ରାୟ, ଉଭୟ ମୌଳିକ ସାହିତ୍ୟ ଓ ଅନୁବାଦ ସାହିତ୍ୟ ରଚନା କରନ୍ତି । ସେ ୪୬ଟି ଅନୁବାଦ ପୁସ୍ତକ ରଚନା କରିଛନ୍ତି । ତାଙ୍କ ପ୍ରଥମ ପ୍ରକାଶିତ ପୁସ୍ତକ ଥିଲା ଆବର୍ତ୍ତନ

ରଚନାବଳୀ[ସମ୍ପାଦନା]

ମୌଳିକ ରଚନା[ସମ୍ପାଦନା]

  • ଆବର୍ତ୍ତନ - ୨୦୦୨ ( ଆଶା ପ୍ରକାଶନ )
  • ରିକ୍ତଡାଲା - ୨୦୦୬ ( କବିତା, ପ୍ରେସ ନ୍ୟୁଜ ସର୍ଭିସ)
  • କଥା କଥାରେ କବିତା - ୨୦୦୨ (ଶିଶୁ କବିତା)
  • ଶେଷ ତୃଷ୍ଣା (ଗଳ୍ପ)
  • ଭିନ୍ନ ପ୍ରତିବିମ୍ବ - ୨୦୦୩ ( ମୃଣ୍ମୟ ପ୍ରକାଶନୀ )
  • ରୂପାନ୍ତର - ୨୦୦୩ ( ପ୍ରେସ ନ୍ୟୁଜ ସର୍ଭିସ, ଭୁବନେଶ୍ୱର )
  • ଉପାନ୍ତ ଛାୟା

ଅନୁବାଦ[ସମ୍ପାଦନା]

  • ଲୁହା ଗାରଦର ଛାଇ
  • ଅଗ୍ନି ପରୀକ୍ଷା
  • ଜୀବନ ସ୍ୱାଦ - ୨୦୦୭ ( ଆଶାପୂର୍ଣ୍ଣା ଦେବୀଙ୍କ ପୁସ୍ତକର ଓଡ଼ିଆ ଅନୁବାଦ, ଭୁବନେଶ୍ୱରର ସୁଧନ୍ୟା ପ୍ରକାଶନଦ୍ୱାରା ପ୍ରକାଶିତ )
  • ଶବ ସାଧକ
  • ଯୁଗାନ୍ତର
  • ଯବନିକା ତିରେ
  • ସପ୍ତସିନ୍ଧୁ ଦଶଦିଗନ୍ତ ( ଆଶାପୂର୍ଣ୍ଣା ଦେବୀଙ୍କ ପୁସ୍ତକର ଓଡ଼ିଆ ଅନୁବାଦ )
  • ତୁମକୁ ନମସ୍କାର
  • ଏକ ଅମୃତ ପାତ୍ର
  • ଅଜ୍ଞାତବାସ
  • ଉତ୍ତର ଫାଲଗୁନି
  • ରଙ୍ଗର ଟିକା
  • ରାତିର ଗାଡ଼ି ( ଡ଼ ନିହାର ରଞ୍ଜନ ଗୁପ୍ତଙ୍କ ପୁସ୍ତକର ଓଡ଼ିଆ ଅନୁବାଦ )
  • ପ୍ରଥମ ଅଙ୍କ
  • ଜୀବନର ନାଁ ଯନ୍ତ୍ରଣା ( ବିମଳ ମିତ୍ରଙ୍କ ପୁସ୍ତକର ଓଡ଼ିଆ ଅନୁବାଦ )
  • ସୁଚରିତା
  • ମେଘ କୋଳରେ ଖରା ( ପ୍ରଫୁଲ୍ଲ ରାୟଙ୍କ ପୁସ୍ତକର ଓଡ଼ିଆ ଅନୁବାଦ )
  • ଶତରୂପା - ୨୦୦୬ ( ଦୀପକ ପ୍ରକାଶନ )[୨]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ପୁସ୍ତକ ସୁଚୀ ୨୦୧୪" (PDF). ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original (PDF) on 9 September 2021. Retrieved 9 September 2021.
  2. "National Library Online Catalogue". www.http://opac.nationallibrary.gov.in/. National Library of India. Retrieved 9 September 2021. {{cite web}}: External link in |website= (help)
  3. "ଉତ୍କଳ ସାହିତ୍ୟ ସମାଜର ସମାବର୍ତ୍ତନ ଓ ସମ୍ମାନ ପ୍ରଦାନ ଉତ୍ସବ : ପ୍ରଭାତ ପଟ୍ଟନାୟକଙ୍କୁ 'ଉତ୍କଳରତ୍ନ' ସମ୍ମାନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 9 September 2021. Retrieved 9 September 2021.
  4. "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ସାହିତ୍ୟିକା". www.odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 September 2021.
  5. "ସୃଜନ ଆଳାପ". No. ଧରିତ୍ରୀ ୦୯।୦୯।୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ଧରିତ୍ରୀ. 9 September 2021. Retrieved 9 September 2021.