ସମୟ (କାଳ)
ଦେଖଣା
ଆମେ ସାଧାରଣତଃ ଘଟଣାମାନଙ୍କୁ କ୍ରମାନ୍ୱୟ କରିବା ପାଇଁ ସମୟ ବ୍ୟବହାର କରିଥାଉ । ବସ୍ତୁର ଗତି ବା ପରିବର୍ତ୍ତନର ହାରକୁ ସମୟରେ ସୂଚିତ କରାଯାଇଥାଏ । ସମୟକୁ ବିଜ୍ଞାନରେ ଚତୁର୍ଥ ଆୟାମ ମଧ୍ୟ କୁହାଯାଏ ।
ସମୟ ଏକ ଅମୂଲ୍ୟ ସମ୍ପଦ । କାଳର ଅନ୍ୟନାମ ସମୟ। ଏହା କାହାକୁ ଅପେକ୍ଷା କରେନାହିଁ।ଏହାର ସଦୁପୋଯୋଗ କରାଜିବା ଉଚିତ୍।ପ୍ରତ୍ୟେକ ବ୍ୟକ୍ତି ଏହାର ମୁଲ୍ୟ ବୁଝିବା ଉଚିତ।
କୌଣସି ବାରମ୍ବାର ପରିବର୍ତ୍ତନ ହେଉଥିବା ଘଟଣାକୁ ଆଧାର କରି ସମୟ ମାପ କରାଯାଇଥାଏ । ଦୃଷ୍ଟାନ୍ତ ସ୍ୱରୂପ ଗୋଟିଏ ସୂର୍ଯ୍ୟାସ୍ତରୁ ପର ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଗୋଟିଏ ଦିନ ହୋଇଥାଏ । ଅତି ପୁରାତନ ସମୟରେ ମଧ୍ୟ ମଣିଷ ପଞ୍ଜିକା ବ୍ୟବହାର କରୁଥିଲା । ଏବେ ଯୁଗ ବଦଳିବା ସହିତ ଆମେ ସେକେଣ୍ଡର କୋଟି ଭାଗ ମଧ୍ୟ ହିସାବ କରିପାରୁଛୁ ।
ବିଜ୍ଞାନର ଅନ୍ତର୍ଜାତୀୟ ମାନକ (SI) ଅନୁସାରେ ସମୟର ଏକକ ହେଉଛି ସେକେଣ୍ଡ ।
ସମୟର ଏକକ
[ସମ୍ପାଦନା]- ୧ ସହସ୍ରାବ୍ଦୀ = ୧୦୦୦ ବର୍ଷ
- ୧ ଶତାବ୍ଦୀ = ୧୦୦ ବର୍ଷ
- ୧ ଦଶକ = ୧୦ ବର୍ଷ
- ୧ ବର୍ଷ = ୧୨ ମାସ ≈ ୩୬୫ ଦିନ (ଅଧିବର୍ଷରେ ୩୬୬ ଦିନ)
- ୧ ମାସ ≈ ୨୮ରୁ ୩୧ ଦିନ (ରୋମାନ୍ ମାସ), ୩୦ ଦିନ (ଓଡ଼ିଆ ମାସ)
- ୧ ପକ୍ଷ = ୧୪ ଦିନ (ରୋମାନ୍ ମାସ), ୧୫ ଦିନ (ଓଡ଼ିଆ ମାସ)
- ୧ ସପ୍ତାହ = ୭ ଦିନ
- ୧ ଦିନ = ୨୪ ଘଣ୍ଟା
- ୧ ଘଣ୍ଟା = ୬୦ ମିନିଟ୍
- ୧ ମିନିଟ୍ = ୬୦ ସେକେଣ୍ଡ
- ୧ ମିଲିସେକେଣ୍ଡ = ୧/୧,୦୦୦ ସେକେଣ୍ଡ
- ୧ ମାଇକ୍ରୋସେକେଣ୍ଡ = ୧/୧,୦୦୦,୦୦୦ ସେକେଣ୍ଡ
- ୧ ନାନୋସେକେଣ୍ଡ = ୧/୧,୦୦୦,୦୦୦,୦ ସେକେଣ୍ଡ
ସମୟ ମାପିବା ଯନ୍ତ୍ର
[ସମ୍ପାଦନା]ଦିନର ସମୟ
[ସମ୍ପାଦନା]- World Clock
- U.S. Naval Observatory
- Hexadecimal Time Archived 2011-08-10 at the Wayback Machine.
ଆଧାର
[ସମ୍ପାଦନା]ବାହାର ତଥ୍ୟ
[ସମ୍ପାଦନା]ସମୟ (କାଳ) ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିପୋଥିରେ ପଢ଼ାବହିମାନ |
- Exploring Time from Planck Time to the lifespan of the universe
- Different systems of measuring time
- Time on In Our Time at the BBC. (listen now)
- Dowden, Bradley (California State University, Sacramento) (2007). "Time". In James Fieser, Ph.D., Bradley Dowden, Ph.D. (ed.). The Internet Encyclopedia of Philosophy. Retrieved 2011-04-09.
{{cite encyclopedia}}
: CS1 maint: multiple names: authors list (link) - Le Poidevin, Robin (Winter 2004). "The Experience and Perception of Time". In Edward N. Zalta (ed.). The Stanford Encyclopedia of Philosophy. Retrieved 2011-04-09.
- Time at Open Directory
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |