ସପ୍ତାହ
ଦେଖଣା
- ସପ୍ତାହ ବା ସପ୍ତା ସାତୋଟି ଦିନକୁ ନେଇ ତିଆରି । ସେଗୁଡିକ ହେଲେ ରବିବାର, ସୋମବାର। ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଓ ଶନିବାର
- ଗୋଟିଏ ମାସରେ ପାଖାପାଖି ଚାରୋଟି ସପ୍ତାହ ଆସେ ।
- ସପ୍ତାହର ଶେଷଦିନ ରବିବାର ଏକ ସାଧାରଣ ଛୁଟିଦିନ ଭାବରେ ଗଣାଯାଏ ।
- ସପ୍ତାହର ସାତଦିନ ଗ୍ରହ ଓ ନକ୍ଷତ୍ରମାନଙ୍କ ଆକାଶରେ ରହିବା ଜାଗା ଓ ପୃଥିବୀ ଉପରେ ସେମାନଙ୍କର ଅବୁଠୁ ଅଧିକ ପ୍ରଭାବକୁ ନେଇ ଜ୍ୟୋତିବିଜ୍ଞାନିମାନଙ୍କଦ୍ୱାରା ତିଆରି କରାଯାଇଛି ଯାହାକି ସାରା ପୃଥିବୀରେ ସବୁ ଧର୍ମର ଲୋକେ ମାନିଥାନ୍ତି ।
ଆଧାର
[ସମ୍ପାଦନା]ବାହାର ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ସପ୍ତାହ
ବାବଦରେ ମାଧ୍ୟମ ରହିଛି ।
- Englisc Rímbóc: The Anglo-Saxon Calendar
- Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press.
- The power of seven, The Economist, 20 December 2001.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |