ସପ୍ତାହ

ଉଇକିପିଡ଼ିଆ‌ରୁ
  • ସପ୍ତାହ ବା ସପ୍ତା ସାତୋଟି ଦିନକୁ ନେଇ ତିଆରି । ସେଗୁଡିକ ହେଲେ ରବିବାର, ସୋମବାରମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାରଶନିବାର
  • ଗୋଟିଏ ମାସରେ ପାଖାପାଖି ଚାରୋଟି ସପ୍ତାହ ଆସେ ।
  • ସପ୍ତାହର ଶେଷଦିନ ରବିବାର ଏକ ସାଧାରଣ ଛୁଟିଦିନ ଭାବରେ ଗଣାଯାଏ ।
  • ସପ୍ତାହର ସାତଦିନ ଗ୍ରହ ଓ ନକ୍ଷତ୍ରମାନଙ୍କ ଆକାଶରେ ରହିବା ଜାଗା ଓ ପୃଥିବୀ ଉପରେ ସେମାନଙ୍କର ଅବୁଠୁ ଅଧିକ ପ୍ରଭାବକୁ ନେଇ ଜ୍ୟୋତିବିଜ୍ଞାନିମାନଙ୍କଦ୍ୱାରା ତିଆରି କରାଯାଇଛି ଯାହାକି ସାରା ପୃଥିବୀରେ ସବୁ ଧର୍ମର ଲୋକେ ମାନିଥାନ୍ତି ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

  • Englisc Rímbóc: The Anglo-Saxon Calendar
  • Chisholm, Hugh, ed. (1911). "week" . Encyclopædia Britannica Eleventh Edition (11th ed.). Cambridge University Press.
  • The power of seven, The Economist, 20 December 2001.