ଦିନ

ଉଇକିପିଡ଼ିଆ‌ରୁ

ଶାସ୍ତ୍ରରେ ଦିନକୁ ୫ ଭାଗରେ ବିଭକ୍ତ କରାଯାଇଅଛି୤ [୧]

  1. ପ୍ରାତଃ: ପ୍ରଥମ ୩ ମୁହୂର୍ତ୍ତ
  2. ପୂର୍ବାହ୍ନ (ସଙ୍ଗବ): ତତ୍‌ପରବର୍ତ୍ତୀ ୩ ମୁହୂର୍ତ୍ତ
  3. ମଧ୍ୟାହ୍ନ: ତତ୍‌ପରବର୍ତ୍ତୀ ୩ ମୁହୂର୍ତ୍ତ
  4. ଅପରାହ୍ନ: ତତ୍‌ପରବର୍ତ୍ତୀ ୩ ମୁହୂର୍ତ୍ତ
  5. ସାୟାହ୍ନ: ଶେଷ ୩ ମୁହୂର୍ତ୍ତ: ଦିବସର ଶେଷ ପଞ୍ଚମ ଭାଗ୤ ଏହି ସମୟକୁ ରାକ୍ଷସୀବେଳ ବୋଲାଯାଏ ୤ ଏହି ସମୟରେ ଶ୍ରାଦ୍ଧ, ଶୟନ, ଭୋଜନ ଓ ଶୁଭକର୍ମ ନିଷିଦ୍ଧ ।
  • ବ୍ରାହ୍ମ ମୁହୂର୍ତ୍ତ: ରାତ୍ରିର ଅନ୍ତିମ ୨ଦଣ୍ଡ
  • ୧ ଦିବସ = ୧ ଅହୋରାତ୍ର = ୧ ଦିନ + ୧ ରାତ୍ର
  • ୧ ଦିନ = ୧ ରାତ୍ର = ୪ ପ୍ରହର = ୪ ଯାମ = ୧୫ ମୁହୂର୍ତ୍ତ
  • ୧ ମୁହୂର୍ତ୍ତ = ୨ ଦଣ୍ଡ = ୪୮ ମିନଟ

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]