ସବୁଠାରୁ ଦୀର୍ଘ ରାତି
ଦେଖଣା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ସବୁଠାରୁ ଦୀର୍ଘ ରାତି | |
---|---|
ଲେଖକ | ଚନ୍ଦ୍ରଶେଖର ରଥ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | ଗପ ସଙ୍କଳନ |
ପ୍ରକାଶକ | ଗ୍ରନ୍ଥମନ୍ଦିର |
ପ୍ରକାଶ ତାରିଖ | ୧୯୯୫ |
ସବୁଠାରୁ ଦୀର୍ଘ ରାତି ଚନ୍ଦ୍ରଶେଖର ରଥଙ୍କ ରଚିତ ଏକ ଓଡ଼ିଆ ଗପ ସଙ୍କଳନ ।[୧] ଏହା ୧୯୯୫ ମସିହାରେ ଗ୍ରନ୍ଥମନ୍ଦିର ପ୍ରକାଶନଦ୍ୱାରା ପ୍ରକାଶିତ ହୋଇଥିଲା ।[୨] କଥାକାର ଚନ୍ଦ୍ରଶେଖର ରଥଙ୍କୁ ଏଥି ପାଇଁ ୧୯୯୭ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୩]
ଏହି ଗଳ୍ପ ସଂକଳନରେ ଥିବା ଗପଗୁଡ଼ିକ :
- ସବୁଠାରୁ ଦୀର୍ଘରାତି
- ରୁନିପାଇଁ ନୀରବ ପ୍ରାଥନା
- ନିମ୍ନ ପାହାଚ
- ଏଇ ବୋଧେ ଶେଷଦୁଃଖ
- ଘର ନିଲାମ ହଉଛି
- ସେ ତୁମ ମା' ପରା !
- ତିଳିଛି ମହାପାତ୍ର
- ଦୀନବନ୍ଧୁ ଦାସ
- ଛୁଇଁଲେ ଉଭାନ ହୋଇଯିବି
- ବର୍ଷକ ଏକ ଋତୁ : ଋତୁକ ତିନି ଦିନ
- କମଳେଶ୍ୱରୀ
- ପ୍ରଶ୍ନବାଚକ
ଆଧାର
[ସମ୍ପାଦନା]- ↑ India Who's who. INFA Publications. 2003.
- ↑ "National Library of India Online Catalog". opac.nationallibrary.gov.in. National Library of India. Retrieved 28 February 2019.
- ↑ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ