ସପ୍ତାଶ୍ଚର୍ଯ୍ୟ
ଦେଖଣା
୨୦୦୭ରେ ବିଶ୍ୱର ନୂତନ ସପ୍ତାଶ୍ଚର୍ଯ୍ୟ ଘୋଷଣା କରାଯାଇଥିଲା। UNESCO ଓ ବିଶ୍ୱର ଅନେକ ସଂଗଠନ ମିଶି ଏହାର ଘୋଷଣା କରିଥିଲେ। ବିଶ୍ୱର ୨୦ଟି ଆଶ୍ଚର୍ଯ୍ୟରୁ ସାତ ଟିକୁ ସପ୍ତାଶ୍ଚର୍ଯ୍ୟର ମାନ୍ୟତା ଦିଆଯାଇଥିଲା ଯେହୁଁଥିରୁ ଭାରତର ତାଜମହଲ ପ୍ରଥମ ସ୍ଥାନ ପାଇଥିଲା।
ବିଜେତା
[ସମ୍ପାଦନା]Wonder | Location | Image |
---|---|---|
ତାଜମହଲ ताज महल تاج محل |
Agra, India | |
ଚିଚିନ୍ ଇଟ୍ସା Chi'ch'èen Ìitsha' |
Yucatán, Mexico | |
କ୍ରିଶ୍ଟ ରିଡ୍ମର୍ O Cristo Redentor |
Rio de Janeiro, Brazil | |
କୋଲୋଜିଅମ୍ Colosseo |
Rome, Italy | |
ଚିନର ଦୀର୍ଘ ପ୍ରାଚୀର Wànlǐ Chángchéng |
China | |
ମାଚୁ ପିଚୁ Machu Pikchu |
Cuzco Region, Peru | |
ପେଟ୍ରା البتراء al-Batrāʾ |
Ma'an Governorate, Jordan |