ଶେଷ ତାନ୍ତ୍ରିକର ସନ୍ଧାନରେ
ଦେଖଣା
ଶେଷ ତାନ୍ତ୍ରିକର ସନ୍ଧାନରେ | |
---|---|
ଲେଖକ | ମନୋଜ ଦାସ |
ମଲାଟ ଚିତ୍ରକର | ଦତ୍ତାତ୍ରେୟ ଦାଶ |
ଭାଷା | ଓଡ଼ିଆ |
ବିଭାଗ | ରହସ୍ୟପୋନ୍ୟାସ |
ପ୍ରକାଶକ | ଜଗନ୍ନାଥ ରଥ ପ୍ରକାଶନ[୧], ବିନୋଦବିହାରୀ, କଟକ-୨ |
ପ୍ରକାଶ ତାରିଖ | ସେପ୍ଟେମ୍ବର, ୨୦୧୮ (୧ମ ସଂସ୍କରଣ); ଜାନୁଆରୀ, ୨୦୧୯ (୩ୟ ସଂସ୍କରଣ) |
ମାଧ୍ୟମ ପ୍ରକାର | ବନ୍ଧେଇ |
ପୃଷ୍ଠା | ୪୧୨ (୩ୟ ସଂସ୍କରଣ) |
ISBN | 81-7406-035-9 |
ଶେଷ ତାନ୍ତ୍ରିକର ସନ୍ଧାନରେ, ମନୋଜ ଦାସଙ୍କଦ୍ୱାରା ରଚିତ ଏକ କଳ୍ପିତ ରହସ୍ୟପୋନ୍ୟାସ ଅଟେ ।[୨][୩] ପ୍ରଥମେ ଏହି ଉପନ୍ୟାସର କିଛି ପରିଚ୍ଛେଦ 'ପ୍ରତିନିଧି' ନାମକ ପାକ୍ଷିକ ପତ୍ରିକାରେ ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଏହା ୨୦୧୬ ମାର୍ଚ୍ଚ ସଂଖ୍ୟାରୁ ଆରମ୍ଭ କରି ୨୦୧୮ ମଇ ସଂଖ୍ୟା ଯାଏ ଧାରାବାହିକ ଭାବେ 'କଥା'ରେ ପ୍ରକାଶ ପାଇଥିଲା ।[୧] ୨୦୧୮ ସେପ୍ଟେମ୍ବର ମାସରେ 'ଜଗନ୍ନାଥ ରଥ ପ୍ରକାଶନ' ଏହାକୁ ବହି ଆକାରରେ ପ୍ରକାଶ କରିଥିଲେ ଏବଂ 'ସୁସାହିତ୍ୟମ' ନାମକ ସଂସ୍ଥାଦ୍ୱାରା ଏହି ଉପନ୍ୟାସରେ ୫୦୦ରୁ ଊର୍ଦ୍ଧ୍ୱ କପି ଅଗ୍ରୀମ ବିକ୍ରି ହୋଇଥିଲା ।[୨][୪]
ପୁସ୍ତକ ସମୀକ୍ଷା
[ସମ୍ପାଦନା]ଚରିତ୍ର
[ସମ୍ପାଦନା]ଏହି ଉପନ୍ୟାସର କିଛି ପ୍ରମୁଖ ଚରିତ୍ରଗୁଡ଼ିକ ହେଲେ-
- ସମରଜିତ୍ ସିଂହ ବାହାଦୁର, ରତନଝର ରାଜ୍ୟର ମହାରାଜ
- ସୁରଜିତ ସିଂହ, ରାଜକୁମାର
- ବିକ୍ରମ, ଲେଖକ, ନଅର ତତ୍ତ୍ୱାବଧାରକଙ୍କ ପୁଅ, ସୁରଜିତଙ୍କ ଘନିଷ୍ଟ ବନ୍ଧୁ
- ରୋହିତ (ଟୟ), ରତନଝର ଗାୟିକା କଂକୁବାଇନ୍ ଏବଂ ସମରଜିତ୍ ସିଂହଙ୍କ ପୁଅ
- ମଧୁମତି, ରାଜକୁମାର ସୁରଜିତଙ୍କ ପ୍ରେମିକା
- ହୈମବତୀ, ରାଜକୁମାର ସୁରଜିତ ଏବଂ ମଧୁମତିଙ୍କ ଝିଅ
- ଚିନ୍ମୟ, ଗୋଧୂଳିର ପରିଚାରକ
- ଶାନ୍ତା, ହୈମବତୀଙ୍କ ପାଳନକର୍ତ୍ତି, ବିକ୍ରମଙ୍କ ପ୍ରେମିକା
- ଜୟନ୍ତିକା, ପ୍ରସିଦ୍ଧ କଥାଚିତ୍ର ନାୟିକା, ରାଜକୁମାର ସୁରଜିତଙ୍କ ପତ୍ନୀ
- ଗାର୍ଗୀ, ବିକ୍ରମଙ୍କ ସହ ବିବାହ ଠିକ ହେଇଥିଲା
- ଭୂମାବାବା, ଚିନ୍ମୟଙ୍କ ଗୁରୁ
- ରକ୍ତକପାଳ, ତାନ୍ତ୍ରିକ, ଭୂମାବାବାଙ୍କ ବନ୍ଧୁ
- ଜୟାର୍ଣ୍ଣବ, ତାନ୍ତ୍ରିକ
- ହିମାଦ୍ରିବାବା, ରକ୍ତକପାଳ, ଜୟାର୍ଣ୍ଣବଙ୍କ ଗୁରୁ
- ଶେଷତାନ୍ତ୍ରିକ, ଜଣେ ରହସ୍ୟମୟ ବ୍ୟକ୍ତିତ୍ୱ- ଯିଏ ହୈମବତୀକୁ ଅପହରଣ କରିଥିଲେ
ଏବଂ ଆହୁରି ଅନେକ ଗୌଣ ଚରିତ୍ର ।
ସଂକ୍ଷିପ୍ତ କାହାଣୀ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "A huge response for Manoj Das' latest novel Sesha Tantrikara Sandhanare". orissadiary[dot]com. Retrieved 10 April 2020.
- ↑ ୨.୦ ୨.୧ "'ଶେଷ ତାନ୍ତ୍ରିକର ସନ୍ଧାନରେ' ଉନ୍ମୋଚିତ". ସମାଜ. Retrieved 10 April 2020.
- ↑ Dash, Arun. "Know more about latest Odia novel by Sri Manoj Das, ଶେଷ ତାନ୍ତ୍ରିକର ସନ୍ଧାନରେ Shesha Tantrikara Sandhanare releasing on September 10, 2018". Bhubaneswar Buzz. Retrieved 10 April 2020.