ରେଶ୍ମି ବୋବାନ
ଦେଖଣା
ରେଶ୍ମି ବୋବାନ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ମଲାୟଲମ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ୧୯୯୯ ମସିହାରେ, ଦୂରଦର୍ଶନ ଧାରାବାହିକ ଜ୍ୱାଳାୟାୟି ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୦୩ ମସିହାରେ, ସେ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ମାନସ୍ସିନାକ୍କାରେ ।[୧][୨]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ ଦୂରଦର୍ଶନ ଧାରାବାହିକ
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଚ୍ୟାନେଲ୍ | ମନ୍ତବ୍ୟ |
---|---|---|---|---|
୧୯୯୯-୨୦୦୦ | ଜ୍ୱାଲାୟାୟି | ଡ. ପାର୍ବତୀ | ଦୂରଦର୍ଶନ | |
୧୯୯୯ | ଅସୂୟାପୂକ୍କାଲ | ମିଲି | ||
୨୦୦୦ | ଦେବତା | ଏସିଆନେଟ୍ | ||
ହରିଚନ୍ଦନଂ | ସୂର୍ଯ୍ୟ ଟିଭି | |||
୨୦୦୦–୨୦୦୧ | ହୁକ୍କା ହୁୱା ମିକ୍କାଡ଼ୋ | କାଇରାଲି ଟିଭି | ||
୨୦୦୧ | ପେୟତୋରିୟାତେ | ସୂର୍ଯ୍ୟ ଟିଭି | ||
୨୦୦୨ | ସୂର୍ଯ୍ୟକାନ୍ତି | ଦୂରଦର୍ଶନ | ||
୨୦୦୩ | ଚିଲା କୁଡୁମ୍ବା ଚିତ୍ରାଙ୍ଗଲ | କାଇରାଲି ଟିଭି | ||
୨୦୦୪ | ସ୍ୱପ୍ନଂ | ଏସିଆନେଟ୍ | ||
୨୦୦୫ | ପବାକୂଥୁ | ଅମ୍ରିତା ଟିଭି | ||
୨୦୦୬ | ବୀନ୍ଦୁଂ ଜ୍ୱାଲାୟାୟି | ଦୂରଦର୍ଶନ | ||
୨୦୦୭ | ଚିତ୍ରଶଳାଭଂ | ଅମ୍ରିତା ଟିଭି | ||
ବେଲାଙ୍କାନି ମତାବୁ | ସୂର୍ଯ୍ୟ ଟିଭି | |||
୨୦୦୭–୨୦୦୮ | ଶ୍ରୀ ଗୁରୁବାୟୁରପ୍ପାନ | ଧାତ୍ରୀ | ||
ଶ୍ରୀ କ୍ରିଷ୍ଣଲୀଳା | ||||
୨୦୦୭ | ନୋମ୍ବାରାପ୍ପୂବୁ | ଜାୟା | ଏସିଆନେଟ୍ | |
୨୦୦୮ | ହେଲୋ କୁଟ୍ଟିଚାତନ | |||
୨୦୦୮–୨୦୦୯ | ବାମିନି ତୋଲକ୍କାରିଲ୍ଲା | ମେରୀ | ||
୨୦୦୯–୨୦୧୦ | ଅଟୋଗ୍ରାଫ୍ | ସୁସାନ୍ନା | ||
୨୦୧୦ | ଗଜରାଜନ ଗୁରୁବାୟୂର କେଶବନ୍ | ଭାଗି | ସୂର୍ଯ୍ୟ ଟିଭି | |
୨୦୧୧–୨୦୧୨ | ମାନସ୍ସୁ ପାରାୟୁନ୍ନା କାର୍ଯ୍ୟାଙ୍ଗଲ | ଧନଲକ୍ଷ୍ମୀ | ମଜାବିଲ ମନୋରମା | |
ଶ୍ରୀକ୍ରିଷ୍ଣନ୍ | ସୂର୍ଯ୍ୟ ଟିଭି | |||
୨୦୧୬ | ପୁତୁରାମ ପୁତ୍ରାନ୍ ଉନ୍ନିକୁଟ୍ଟନ | ଏସିଆନେଟ୍ | ଟେଲିଫିଲ୍ମ | |
୨୦୧୮–୨୦୧୯ | ଅଦୁତ ବେଲ୍ଲୋଦୁ କୂଡ଼ି | ସୁହାସିନି | ଜୀ କଲାମ | |
୨୦୧୯–୨୦୨୦ | ପ୍ରିୟପେଟ୍ଟାବଲ | ମାହେଶ୍ୱରୀ | ମଜାବିଲ ମନୋରମା | |
୨୦୧୯ | ପୁଟ୍ଟୁମ କାଟ୍ଟନୁମ୍ | ରଶ୍ମି | କାଇରାଲି ଟିଭି | |
୨୦୨୦ | ଚକୋଲେଟ୍ | ରୋଶନର ମାଆ | ସୂର୍ଯ୍ୟ ଟିଭି | |
୨୦୨୧ | ଆରେଞ୍ଜଡ୍ ମେରେଜ୍ | ଚିତ୍ରା | ୟୁ-ଟ୍ୟୁବ୍ | |
ପୂକ୍କାଲମ୍ ବାରାବାୟି | ପାର୍ବତୀ | ଜୀ କେରଳଂ | ||
୨୦୨୧–୨୦୨୨ | ଦୟା | କମାଲା | ଏସିଆନେଟ୍ | |
୨୦୨୩–ଏବେଯାଏଁ | ଶ୍ୟାମଂବରଂ | ବସୁନ୍ଧରା ଦେବୀ | ଜୀ କେରଳଂ | |
୨୦୨୩ | ମଙ୍ଗଲ୍ୟଂ | ବସୁନ୍ଧରା | ||
୨୦୨୪- ଏବେଯାଏଁ | ଗାୟତ୍ରୀଦେବୀ ଏଣ୍ଟେ ଅମ୍ମା | ବସୁଧା | ମଜାବିଲ ମନୋରମା | [୩] |
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୩ | ମାନସ୍ସିନାକ୍କାରେ | ମୋଲିକୁଟ୍ଟି | |
୨୦୦୫ | ଅଚୁବିଣ୍ଟେ ଆମ୍ମା | ଉଷା | |
୨୦୦୬ | ରସତନ୍ତ୍ରଂ | ବିନ୍ଦୁ | |
କରୁତା ପକ୍ଷୀକାଳ | ଅନିତା | ||
ବାବା କଲ୍ୟାଣୀ | ବାବୁଙ୍କ ସ୍ତ୍ରୀ | ||
୨୦୦୭ | ଜୁଲାଇ ୪ | ସୁଜାତା | |
ନସ୍ରାନି | |||
ବିନୋଦାଯାତ୍ରା | ଅମ୍ବିଲି | ||
୨୦୦୮ | କାନିଚୁକୁଲଙ୍ଗାରାୟିଲ ସିବିଆଇ | ତାଙ୍କେ ରାତୀଶ | |
ଇନ୍ନାତେ ଚିନ୍ତା ବିଷୟଂ | ସୌମିନୀ | ||
ସୁଲତାନ | ଡ.ରଞ୍ଜିନୀ | ||
୨୦୦୯ | ଭାଗ୍ୟଦେବତା | ସୈନଭା | |
କାନ୍ନା କନମନୀ | ତ୍ରେସିଅମ୍ମା | ||
ଡୁପ୍ଲିକେଟ୍ | ନଳିନୀ | ||
ରେଡ୍ ଚିଲିଜ୍ | ମିଷ୍ଟ୍ରେସ୍ ଷ୍ଟାଲିନ୍ | ||
ଆଇ. ଜି. – ଇନ୍ସପେକ୍ଟର ଜେନେରାଲ୍ | ମିଷ୍ଟ୍ରେସ୍ ପଲ୍ | ||
୨୦୧୦ | ପ୍ଲସ୍ ଟୁ | ପାର୍ବତୀ | |
ପ୍ରାଞ୍ଚିୟେଟ୍ଟାନ୍ ଆଣ୍ଡ୍ ଦି ସୈଣ୍ଟ | ପାଉଲିର ମାଆ | ||
ଶିକ୍କାର | ରମଣୀ | ||
କାର୍ଯ୍ୟସ୍ଥାନ | କ୍ରିଷ୍ଣାନୁନ୍ନିଙ୍କ କିନ୍ | ||
କଥା ତୁଡାରୁନ୍ନୁ | ରଜିଆ | ||
୨୦୧୧ | ଜନପ୍ରିୟାନ୍ | ବୈଶାକାନଙ୍କ ଭଉଣୀ | |
ଅଗଷ୍ଟ ୧୫ | ସଦାଶିବନଙ୍କ ଝିଅ | ||
ଓରୁ ମରୁଭୂମିକ୍କାଡା | ମିଷ୍ଟ୍ରେସ୍ ଜୋଶ୍ | ||
ଚନ୍ଦ୍ରୟାନ | ଇଂରାଜୀ କଥାଚିତ୍ର | ||
୨୦୧୨ | ଦି କିଙ୍ଗ୍ ଆଣ୍ଡ୍ ଦି କମିଶନର୍ | ଡାକ୍ତର | |
ଅସୁରାବିଟୁ | ସାଲି | ||
ତିରୁବାମ୍ବାଡି ତମ୍ବନ | |||
କୁଞ୍ଜାଲିୟାନ୍ | ପୁଷ୍ପଲତା | ||
ଏକ୍ ଏସ୍ଆର୍କେ | ହିନ୍ଦୀ କଥାଚିତ୍ର | ||
୨୦୧୩ | ସାଉଣ୍ଡ୍ ତୋମା | ଅମିନା ମୁସ୍ତଫା | |
୨୦୧୬ | ଜଳଂ | ଅରୁଣା ଦାସ | |
ତୋପ୍ପୋଲ ଜୋପ୍ପନ | ସୁଷମା | ||
୨୦୧୭ | ମୁନ୍ତିରିବାଲ୍ଲିକାଲ ତାଲିର୍କ୍କୁମ୍ବୋଲ | ||
ଓରୁ ସିନେମାକ୍କରନ୍ | ଚିନାମ୍ମା | ||
ସଖାବୁ | ହେଡ୍ମିଷ୍ଟ୍ରେସ୍ | ||
୨୦୧୮ | ମଜାୟାତୁ | ଲିଲି ମିସ୍ | |
୨୦୧୯ | ଓରୁ ୟମନ୍ଦନ ପ୍ରେମକାଦା | ଡ. ସୁଶାନ | |
ସଚିନ | ରାଧାମଣି | ||
୨୦୨୦ | ଏଆଇ ମଲ୍ଲୁ | ଗୋପିକା | |
୨୦୨୧ | ୱାନ୍ | ଇନ୍ଦିରା | |
୨୦୨୨ | କର୍ଣ୍ଣନ୍ ନାପୋଲିଅନ୍ ଭଗତ ସିଂହ | ||
ହେଭେନ୍ | ସ୍କୁଲ୍ ପ୍ରିନ୍ସପାଲ୍ | [୪] | |
୨୦୨୩ | ଡିଅର୍ ବାପ୍ପି | କମ୍ପାନୀର ମାଲିକ | |
ନେୟମାର୍ | ମେରି ଥୋମାସ୍ | [୫] |
ଆଧାର
[ସମ୍ପାଦନା]- ↑ സാരിയിൽ സുന്ദരിയായി രശ്മി ബോബൻ: സോഷ്യൽ മീഡിയയിൽ ശ്രദ്ധ നേടി നടിയുടെ ചിത്രങ്ങൾ [Rashmi Boban looks beautiful in a saree: The actress's pictures grabbed attention on social media]. Keralakaumudi Daily (in ମାଲାୟଲମ୍). 1 November 2020. Archived from the original on 10 April 2023. Retrieved 2023-04-10.
- ↑ പത്തൊമ്പതാം വയസ്സില് 35കാരിയായി അഭിനയിക്കേണ്ടി വന്നു ! ആദ്യം വിഷമം തോന്നിയെങ്കിലും പിന്നീട് അതുണ്ടായില്ല; തുറന്നു പറച്ചിലുമായി രശ്മി ബോബന്… [Had to act as a 35-year-old at the age of nineteen! At first it felt awkward, but then it didn't; Rashmi Boban opens up...]. RashtraDeepika (in ମାଲାୟଲମ୍). 2020-10-12. Retrieved 2023-04-10.
- ↑ "New Serial 'Gayathridevi Ente Amma' Set To Premiere On July 22, Actress Shari Makes Her Malayalam TV Comeback". The Times Of India. 21 July 2024.
- ↑ "'Heaven' movie teaser: Suraj Venjaramoodu to play a fierce cop in this investigation thriller". The Times of India (in ଇଂରାଜୀ). 19 May 2022. Archived from the original on 1 February 2023. Retrieved 1 February 2023.
- ↑ "Hit duo Mathew Thomas and Naslen K Gafoor set to return with Neymar". The Indian Express (in ଇଂରାଜୀ). 2023-05-04. Archived from the original on 6 May 2023. Retrieved 2023-05-12.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରେଶ୍ମି ବୋବାନ