Jump to content

ରେଶ୍ମି ବୋବାନ

ଉଇକିପିଡ଼ିଆ‌ରୁ
(Reshmi Bobanରୁ ଲେଉଟି ଆସିଛି)

ରେଶ୍ମି ବୋବାନ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ମଲାୟଲମ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ୧୯୯୯ ମସିହାରେ, ଦୂରଦର୍ଶନ ଧାରାବାହିକ ଜ୍ୱାଳାୟାୟି ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୦୩ ମସିହାରେ, ସେ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ମାନସ୍ସିନାକ୍କାରେ[][]

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୀତ ଦୂରଦର୍ଶନ ଧାରାବାହିକ

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଚ୍ୟାନେଲ୍ ମନ୍ତବ୍ୟ
୧୯୯୯-୨୦୦୦ଜ୍ୱାଲାୟାୟିଡ. ପାର୍ବତୀଦୂରଦର୍ଶନ
୧୯୯୯ଅସୂୟାପୂକ୍କାଲମିଲି
୨୦୦୦ଦେବତାଏସିଆନେଟ୍
ହରିଚନ୍ଦନଂସୂର୍ଯ୍ୟ ଟିଭି
୨୦୦୦–୨୦୦୧ହୁକ୍କା ହୁୱା ମିକ୍କାଡ଼ୋକାଇରାଲି ଟିଭି
୨୦୦୧ପେୟତୋରିୟାତେସୂର୍ଯ୍ୟ ଟିଭି
୨୦୦୨ସୂର୍ଯ୍ୟକାନ୍ତିଦୂରଦର୍ଶନ
୨୦୦୩ଚିଲା କୁଡୁମ୍ବା ଚିତ୍ରାଙ୍ଗଲକାଇରାଲି ଟିଭି
୨୦୦୪ସ୍ୱପ୍ନଂଏସିଆନେଟ୍
୨୦୦୫ପବାକୂଥୁଅମ୍ରିତା ଟିଭି
୨୦୦୬ବୀନ୍ଦୁଂ ଜ୍ୱାଲାୟାୟିଦୂରଦର୍ଶନ
୨୦୦୭ଚିତ୍ରଶଳାଭଂଅମ୍ରିତା ଟିଭି
ବେଲାଙ୍କାନି ମତାବୁସୂର୍ଯ୍ୟ ଟିଭି
୨୦୦୭–୨୦୦୮ଶ୍ରୀ ଗୁରୁବାୟୁରପ୍ପାନଧାତ୍ରୀ
ଶ୍ରୀ କ୍ରିଷ୍ଣଲୀଳା
୨୦୦୭ନୋମ୍ବାରାପ୍ପୂବୁଜାୟାଏସିଆନେଟ୍
୨୦୦୮ହେଲୋ କୁଟ୍ଟିଚାତନ
୨୦୦୮–୨୦୦୯ବାମିନି ତୋଲକ୍କାରିଲ୍ଲାମେରୀ
୨୦୦୯–୨୦୧୦ଅଟୋଗ୍ରାଫ୍ସୁସାନ୍ନା
୨୦୧୦ଗଜରାଜନ ଗୁରୁବାୟୂର କେଶବନ୍ଭାଗିସୂର୍ଯ୍ୟ ଟିଭି
୨୦୧୧–୨୦୧୨ମାନସ୍ସୁ ପାରାୟୁନ୍ନା କାର୍ଯ୍ୟାଙ୍ଗଲଧନଲକ୍ଷ୍ମୀମଜାବିଲ ମନୋରମା
ଶ୍ରୀକ୍ରିଷ୍ଣନ୍ସୂର୍ଯ୍ୟ ଟିଭି
୨୦୧୬ପୁତୁରାମ ପୁତ୍ରାନ୍ ଉନ୍ନିକୁଟ୍ଟନଏସିଆନେଟ୍ଟେଲିଫିଲ୍ମ
୨୦୧୮–୨୦୧୯ଅଦୁତ ବେଲ୍ଲୋଦୁ କୂଡ଼ିସୁହାସିନିଜୀ କଲାମ
୨୦୧୯–୨୦୨୦ପ୍ରିୟପେଟ୍ଟାବଲମାହେଶ୍ୱରୀମଜାବିଲ ମନୋରମା
୨୦୧୯ପୁଟ୍ଟୁମ କାଟ୍ଟନୁମ୍ରଶ୍ମିକାଇରାଲି ଟିଭି
୨୦୨୦ଚକୋଲେଟ୍ରୋଶନର ମାଆସୂର୍ଯ୍ୟ ଟିଭି
୨୦୨୧ଆରେଞ୍ଜଡ୍ ମେରେଜ୍ଚିତ୍ରାୟୁ-ଟ୍ୟୁବ୍
ପୂକ୍କାଲମ୍ ବାରାବାୟିପାର୍ବତୀଜୀ କେରଳଂ
୨୦୨୧–୨୦୨୨ଦୟାକମାଲାଏସିଆନେଟ୍
୨୦୨୩–ଏବେଯାଏଁଶ୍ୟାମଂବରଂବସୁନ୍ଧରା ଦେବୀଜୀ କେରଳଂ
୨୦୨୩ମଙ୍ଗଲ୍ୟଂବସୁନ୍ଧରା
୨୦୨୪- ଏବେଯାଏଁଗାୟତ୍ରୀଦେବୀ ଏଣ୍ଟେ ଅମ୍ମାବସୁଧାମଜାବିଲ ମନୋରମା[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୩ମାନସ୍ସିନାକ୍କାରେମୋଲିକୁଟ୍ଟି
୨୦୦୫ଅଚୁବିଣ୍ଟେ ଆମ୍ମାଉଷା
୨୦୦୬ରସତନ୍ତ୍ରଂବିନ୍ଦୁ
କରୁତା ପକ୍ଷୀକାଳଅନିତା
ବାବା କଲ୍ୟାଣୀବାବୁଙ୍କ ସ୍ତ୍ରୀ
୨୦୦୭ଜୁଲାଇ ୪ସୁଜାତା
ନସ୍ରାନି
ବିନୋଦାଯାତ୍ରାଅମ୍ବିଲି
୨୦୦୮କାନିଚୁକୁଲଙ୍ଗାରାୟିଲ ସିବିଆଇତାଙ୍କେ ରାତୀଶ
ଇନ୍ନାତେ ଚିନ୍ତା ବିଷୟଂସୌମିନୀ
ସୁଲତାନଡ.ରଞ୍ଜିନୀ
୨୦୦୯ଭାଗ୍ୟଦେବତାସୈନଭା
କାନ୍ନା କନମନୀତ୍ରେସିଅମ୍ମା
ଡୁପ୍ଲିକେଟ୍ନଳିନୀ
ରେଡ୍ ଚିଲିଜ୍ମିଷ୍ଟ୍ରେସ୍ ଷ୍ଟାଲିନ୍
ଆଇ. ଜି. – ଇନ୍ସପେକ୍ଟର ଜେନେରାଲ୍ମିଷ୍ଟ୍ରେସ୍ ପଲ୍
୨୦୧୦ପ୍ଲସ୍ ଟୁପାର୍ବତୀ
ପ୍ରାଞ୍ଚିୟେଟ୍ଟାନ୍ ଆଣ୍ଡ୍ ଦି ସୈଣ୍ଟପାଉଲିର ମାଆ
ଶିକ୍କାରରମଣୀ
କାର୍ଯ୍ୟସ୍ଥାନକ୍ରିଷ୍ଣାନୁନ୍ନିଙ୍କ କିନ୍
କଥା ତୁଡାରୁନ୍ନୁରଜିଆ
୨୦୧୧ଜନପ୍ରିୟାନ୍ବୈଶାକାନଙ୍କ ଭଉଣୀ
ଅଗଷ୍ଟ ୧୫ସଦାଶିବନଙ୍କ ଝିଅ
ଓରୁ ମରୁଭୂମିକ୍କାଡାମିଷ୍ଟ୍ରେସ୍ ଜୋଶ୍
ଚନ୍ଦ୍ରୟାନଇଂରାଜୀ କଥାଚିତ୍ର
୨୦୧୨ଦି କିଙ୍ଗ୍ ଆଣ୍ଡ୍ ଦି କମିଶନର୍ଡାକ୍ତର
ଅସୁରାବିଟୁସାଲି
ତିରୁବାମ୍ବାଡି ତମ୍ବନ
କୁଞ୍ଜାଲିୟାନ୍ପୁଷ୍ପଲତା
ଏକ୍ ଏସ୍ଆର୍‌କେହିନ୍ଦୀ କଥାଚିତ୍ର
୨୦୧୩ସାଉଣ୍ଡ୍ ତୋମାଅମିନା ମୁସ୍ତଫା
୨୦୧୬ଜଳଂଅରୁଣା ଦାସ
ତୋପ୍ପୋଲ ଜୋପ୍ପନସୁଷମା
୨୦୧୭ମୁନ୍ତିରିବାଲ୍ଲିକାଲ ତାଲିର୍କ୍କୁମ୍ବୋଲ
ଓରୁ ସିନେମାକ୍କରନ୍ଚିନାମ୍ମା
ସଖାବୁହେଡ୍‌ମିଷ୍ଟ୍ରେସ୍
୨୦୧୮ମଜାୟାତୁଲିଲି ମିସ୍
୨୦୧୯ଓରୁ ୟମନ୍ଦନ ପ୍ରେମକାଦାଡ. ସୁଶାନ
ସଚିନରାଧାମଣି
୨୦୨୦ଏଆଇ ମଲ୍ଲୁଗୋପିକା
୨୦୨୧ୱାନ୍ଇନ୍ଦିରା
୨୦୨୨କର୍ଣ୍ଣନ୍ ନାପୋଲିଅନ୍ ଭଗତ ସିଂହ
ହେଭେନ୍ସ୍କୁଲ୍ ପ୍ରିନ୍ସପାଲ୍[]
୨୦୨୩ଡିଅର୍ ବାପ୍ପିକମ୍ପାନୀର ମାଲିକ
ନେୟମାର୍ମେରି ଥୋମାସ୍[]
  1. സാരിയിൽ സുന്ദരിയായി രശ്മി ബോബൻ: സോഷ്യൽ മീഡിയയിൽ ശ്രദ്ധ നേടി നടിയുടെ ചിത്രങ്ങൾ [Rashmi Boban looks beautiful in a saree: The actress's pictures grabbed attention on social media]. Keralakaumudi Daily (in ମାଲାୟଲମ୍). 1 November 2020. Archived from the original on 10 April 2023. Retrieved 2023-04-10.
  2. പത്തൊമ്പതാം വയസ്സില്‍ 35കാരിയായി അഭിനയിക്കേണ്ടി വന്നു ! ആദ്യം വിഷമം തോന്നിയെങ്കിലും പിന്നീട് അതുണ്ടായില്ല; തുറന്നു പറച്ചിലുമായി രശ്മി ബോബന്‍… [Had to act as a 35-year-old at the age of nineteen! At first it felt awkward, but then it didn't; Rashmi Boban opens up...]. RashtraDeepika (in ମାଲାୟଲମ୍). 2020-10-12. Retrieved 2023-04-10.
  3. "New Serial 'Gayathridevi Ente Amma' Set To Premiere On July 22, Actress Shari Makes Her Malayalam TV Comeback". The Times Of India. 21 July 2024.
  4. "'Heaven' movie teaser: Suraj Venjaramoodu to play a fierce cop in this investigation thriller". The Times of India (in ଇଂରାଜୀ). 19 May 2022. Archived from the original on 1 February 2023. Retrieved 1 February 2023.
  5. "Hit duo Mathew Thomas and Naslen K Gafoor set to return with Neymar". The Indian Express (in ଇଂରାଜୀ). 2023-05-04. Archived from the original on 6 May 2023. Retrieved 2023-05-12.

ବାହାର ଲିଙ୍କ୍

[ସମ୍ପାଦନା]