Jump to content

ରେଶ୍ମି ବୋବାନ

ଉଇକିପିଡ଼ିଆ‌ରୁ


ରେଶ୍ମି ବୋବାନ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ମଲାୟଲମ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ୧୯୯୯ ମସିହାରେ, ଦୂରଦର୍ଶନ ଧାରାବାହିକ ଜ୍ୱାଳାୟାୟି ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୦୩ ମସିହାରେ, ସେ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ମାନସ୍ସିନାକ୍କାରେ[][]

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୀତ ଦୂରଦର୍ଶନ ଧାରାବାହିକ

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଚ୍ୟାନେଲ୍ ମନ୍ତବ୍ୟ
୧୯୯୯-୨୦୦୦ ଜ୍ୱାଲାୟାୟି ଡ. ପାର୍ବତୀ ଦୂରଦର୍ଶନ
୧୯୯୯ ଅସୂୟାପୂକ୍କାଲ ମିଲି
୨୦୦୦ ଦେବତା ଏସିଆନେଟ୍
ହରିଚନ୍ଦନଂ ସୂର୍ଯ୍ୟ ଟିଭି
୨୦୦୦–୨୦୦୧ ହୁକ୍କା ହୁୱା ମିକ୍କାଡ଼ୋ କାଇରାଲି ଟିଭି
୨୦୦୧ ପେୟତୋରିୟାତେ ସୂର୍ଯ୍ୟ ଟିଭି
୨୦୦୨ ସୂର୍ଯ୍ୟକାନ୍ତି ଦୂରଦର୍ଶନ
୨୦୦୩ ଚିଲା କୁଡୁମ୍ବା ଚିତ୍ରାଙ୍ଗଲ କାଇରାଲି ଟିଭି
୨୦୦୪ ସ୍ୱପ୍ନଂ ଏସିଆନେଟ୍
୨୦୦୫ ପବାକୂଥୁ ଅମ୍ରିତା ଟିଭି
୨୦୦୬ ବୀନ୍ଦୁଂ ଜ୍ୱାଲାୟାୟି ଦୂରଦର୍ଶନ
୨୦୦୭ ଚିତ୍ରଶଳାଭଂ ଅମ୍ରିତା ଟିଭି
ବେଲାଙ୍କାନି ମତାବୁ ସୂର୍ଯ୍ୟ ଟିଭି
୨୦୦୭–୨୦୦୮ ଶ୍ରୀ ଗୁରୁବାୟୁରପ୍ପାନ ଧାତ୍ରୀ
ଶ୍ରୀ କ୍ରିଷ୍ଣଲୀଳା
୨୦୦୭ ନୋମ୍ବାରାପ୍ପୂବୁ ଜାୟା ଏସିଆନେଟ୍
୨୦୦୮ ହେଲୋ କୁଟ୍ଟିଚାତନ
୨୦୦୮–୨୦୦୯ ବାମିନି ତୋଲକ୍କାରିଲ୍ଲା ମେରୀ
୨୦୦୯–୨୦୧୦ ଅଟୋଗ୍ରାଫ୍ ସୁସାନ୍ନା
୨୦୧୦ ଗଜରାଜନ ଗୁରୁବାୟୂର କେଶବନ୍ ଭାଗି ସୂର୍ଯ୍ୟ ଟିଭି
୨୦୧୧–୨୦୧୨ ମାନସ୍ସୁ ପାରାୟୁନ୍ନା କାର୍ଯ୍ୟାଙ୍ଗଲ ଧନଲକ୍ଷ୍ମୀ ମଜାବିଲ ମନୋରମା
ଶ୍ରୀକ୍ରିଷ୍ଣନ୍ ସୂର୍ଯ୍ୟ ଟିଭି
୨୦୧୬ ପୁତୁରାମ ପୁତ୍ରାନ୍ ଉନ୍ନିକୁଟ୍ଟନ ଏସିଆନେଟ୍ ଟେଲିଫିଲ୍ମ
୨୦୧୮–୨୦୧୯ ଅଦୁତ ବେଲ୍ଲୋଦୁ କୂଡ଼ି ସୁହାସିନି ଜୀ କଲାମ
୨୦୧୯–୨୦୨୦ ପ୍ରିୟପେଟ୍ଟାବଲ ମାହେଶ୍ୱରୀ ମଜାବିଲ ମନୋରମା
୨୦୧୯ ପୁଟ୍ଟୁମ କାଟ୍ଟନୁମ୍ ରଶ୍ମି କାଇରାଲି ଟିଭି
୨୦୨୦ ଚକୋଲେଟ୍ ରୋଶନର ମାଆ ସୂର୍ଯ୍ୟ ଟିଭି
୨୦୨୧ ଆରେଞ୍ଜଡ୍ ମେରେଜ୍ ଚିତ୍ରା ୟୁ-ଟ୍ୟୁବ୍
ପୂକ୍କାଲମ୍ ବାରାବାୟି ପାର୍ବତୀ ଜୀ କେରଳଂ
୨୦୨୧–୨୦୨୨ ଦୟା କମାଲା ଏସିଆନେଟ୍
୨୦୨୩–ଏବେଯାଏଁ ଶ୍ୟାମଂବରଂ ବସୁନ୍ଧରା ଦେବୀ ଜୀ କେରଳଂ
୨୦୨୩ ମଙ୍ଗଲ୍ୟଂ ବସୁନ୍ଧରା
୨୦୨୪- ଏବେଯାଏଁ ଗାୟତ୍ରୀଦେବୀ ଏଣ୍ଟେ ଅମ୍ମା ବସୁଧା ମଜାବିଲ ମନୋରମା []

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୩ ମାନସ୍ସିନାକ୍କାରେ ମୋଲିକୁଟ୍ଟି
୨୦୦୫ ଅଚୁବିଣ୍ଟେ ଆମ୍ମା ଉଷା
୨୦୦୬ ରସତନ୍ତ୍ରଂ ବିନ୍ଦୁ
କରୁତା ପକ୍ଷୀକାଳ ଅନିତା
ବାବା କଲ୍ୟାଣୀ ବାବୁଙ୍କ ସ୍ତ୍ରୀ
୨୦୦୭ ଜୁଲାଇ ୪ ସୁଜାତା
ନସ୍ରାନି
ବିନୋଦାଯାତ୍ରା ଅମ୍ବିଲି
୨୦୦୮ କାନିଚୁକୁଲଙ୍ଗାରାୟିଲ ସିବିଆଇ ତାଙ୍କେ ରାତୀଶ
ଇନ୍ନାତେ ଚିନ୍ତା ବିଷୟଂ ସୌମିନୀ
ସୁଲତାନ ଡ.ରଞ୍ଜିନୀ
୨୦୦୯ ଭାଗ୍ୟଦେବତା ସୈନଭା
କାନ୍ନା କନମନୀ ତ୍ରେସିଅମ୍ମା
ଡୁପ୍ଲିକେଟ୍ ନଳିନୀ
ରେଡ୍ ଚିଲିଜ୍ ମିଷ୍ଟ୍ରେସ୍ ଷ୍ଟାଲିନ୍
ଆଇ. ଜି. – ଇନ୍ସପେକ୍ଟର ଜେନେରାଲ୍ ମିଷ୍ଟ୍ରେସ୍ ପଲ୍
୨୦୧୦ ପ୍ଲସ୍ ଟୁ ପାର୍ବତୀ
ପ୍ରାଞ୍ଚିୟେଟ୍ଟାନ୍ ଆଣ୍ଡ୍ ଦି ସୈଣ୍ଟ ପାଉଲିର ମାଆ
ଶିକ୍କାର ରମଣୀ
କାର୍ଯ୍ୟସ୍ଥାନ କ୍ରିଷ୍ଣାନୁନ୍ନିଙ୍କ କିନ୍
କଥା ତୁଡାରୁନ୍ନୁ ରଜିଆ
୨୦୧୧ ଜନପ୍ରିୟାନ୍ ବୈଶାକାନଙ୍କ ଭଉଣୀ
ଅଗଷ୍ଟ ୧୫ ସଦାଶିବନଙ୍କ ଝିଅ
ଓରୁ ମରୁଭୂମିକ୍କାଡା ମିଷ୍ଟ୍ରେସ୍ ଜୋଶ୍
ଚନ୍ଦ୍ରୟାନ ଇଂରାଜୀ କଥାଚିତ୍ର
୨୦୧୨ ଦି କିଙ୍ଗ୍ ଆଣ୍ଡ୍ ଦି କମିଶନର୍ ଡାକ୍ତର
ଅସୁରାବିଟୁ ସାଲି
ତିରୁବାମ୍ବାଡି ତମ୍ବନ
କୁଞ୍ଜାଲିୟାନ୍ ପୁଷ୍ପଲତା
ଏକ୍ ଏସ୍ଆର୍‌କେ ହିନ୍ଦୀ କଥାଚିତ୍ର
୨୦୧୩ ସାଉଣ୍ଡ୍ ତୋମା ଅମିନା ମୁସ୍ତଫା
୨୦୧୬ ଜଳଂ ଅରୁଣା ଦାସ
ତୋପ୍ପୋଲ ଜୋପ୍ପନ ସୁଷମା
୨୦୧୭ ମୁନ୍ତିରିବାଲ୍ଲିକାଲ ତାଲିର୍କ୍କୁମ୍ବୋଲ
ଓରୁ ସିନେମାକ୍କରନ୍ ଚିନାମ୍ମା
ସଖାବୁ ହେଡ୍‌ମିଷ୍ଟ୍ରେସ୍
୨୦୧୮ ମଜାୟାତୁ ଲିଲି ମିସ୍
୨୦୧୯ ଓରୁ ୟମନ୍ଦନ ପ୍ରେମକାଦା ଡ. ସୁଶାନ
ସଚିନ ରାଧାମଣି
୨୦୨୦ ଏଆଇ ମଲ୍ଲୁ ଗୋପିକା
୨୦୨୧ ୱାନ୍ ଇନ୍ଦିରା
୨୦୨୨ କର୍ଣ୍ଣନ୍ ନାପୋଲିଅନ୍ ଭଗତ ସିଂହ
ହେଭେନ୍ ସ୍କୁଲ୍ ପ୍ରିନ୍ସପାଲ୍ []
୨୦୨୩ ଡିଅର୍ ବାପ୍ପି କମ୍ପାନୀର ମାଲିକ
ନେୟମାର୍ ମେରି ଥୋମାସ୍ []
  1. സാരിയിൽ സുന്ദരിയായി രശ്മി ബോബൻ: സോഷ്യൽ മീഡിയയിൽ ശ്രദ്ധ നേടി നടിയുടെ ചിത്രങ്ങൾ [Rashmi Boban looks beautiful in a saree: The actress's pictures grabbed attention on social media]. Keralakaumudi Daily (in ମାଲାୟଲମ୍). 1 November 2020. Archived from the original on 10 April 2023. Retrieved 2023-04-10.
  2. പത്തൊമ്പതാം വയസ്സില്‍ 35കാരിയായി അഭിനയിക്കേണ്ടി വന്നു ! ആദ്യം വിഷമം തോന്നിയെങ്കിലും പിന്നീട് അതുണ്ടായില്ല; തുറന്നു പറച്ചിലുമായി രശ്മി ബോബന്‍… [Had to act as a 35-year-old at the age of nineteen! At first it felt awkward, but then it didn't; Rashmi Boban opens up...]. RashtraDeepika (in ମାଲାୟଲମ୍). 2020-10-12. Retrieved 2023-04-10.
  3. "New Serial 'Gayathridevi Ente Amma' Set To Premiere On July 22, Actress Shari Makes Her Malayalam TV Comeback". The Times Of India. 21 July 2024.
  4. "'Heaven' movie teaser: Suraj Venjaramoodu to play a fierce cop in this investigation thriller". The Times of India (in ଇଂରାଜୀ). 19 May 2022. Archived from the original on 1 February 2023. Retrieved 1 February 2023.
  5. "Hit duo Mathew Thomas and Naslen K Gafoor set to return with Neymar". The Indian Express (in ଇଂରାଜୀ). 2023-05-04. Archived from the original on 6 May 2023. Retrieved 2023-05-12.

ବାହାର ଲିଙ୍କ୍

[ସମ୍ପାଦନା]