Jump to content

ରେପାଲ୍ଲେ

ଉଇକିପିଡ଼ିଆ‌ରୁ
Repalle
రేపల్లె
ଦେଶIndia
ରାଜ୍ୟAndhra Pradesh
ଜିଲ୍ଲାGuntur
MandalRepalle
Government
 • TypeMunicipal council
 • BodyRepalle Municipality
APCRDA
 • MLAAnagani Satya Prasad (Telugu Desam Party)
 • Municipal commissionerD.Srinivasa Rao
Area
 • ସମୁଦାୟ10.97 km2 (4.24 sq mi)
 • Rank23rd
Elevation10 m (30 ft)
Population
 (2011)[]
 • Total୫୦,୮୬୬
 • Density4,600/km2 (12,000/sq mi)
ଭାଷା
 • ସରକାରୀTelugu
Time zoneUTC+5:30 (IST)
PIN
522265
Telephone code+91–8648
ଯାନବାହାନ ପଞ୍ଚୀକରଣAP–07
Lok Sabha constituencyBapatla (SC)
Assembly constituencyRepalle
WebsiteRepalle Municipality

ରେପାଲ୍ଲେ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ରେପାଲ୍ଲେ ୧୬.୦୧୮୪ ଉତ୍ତର ଅକ୍ଷାଂଶ ଓ ୮୦.୮୨୯୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୨ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରେପାଲ୍ଲେ ସହରର ମୋଟ ଜନସଂଖ୍ୟା ୪୧୩୧୯ ଅଟେ ।[] ସେଥି ମଧ୍ୟରୁ ୪୯.୫୩% ଜଣ ପରୁଷ ହୋଇଥିବା ବେଳେ ୫୦.୪୭% ଜଣ ନାରୀ ଅଟନ୍ତି । ରେପାଲ୍ଲେର ସାକ୍ଷରତା ହାର ୬୯.୪୭% ଅଟେ । ଏହା ଜାତୀୟ ହାରଠାରୁ ୪.୬୩% ପ୍ରତିଶତ କମ ଅଟେ । ସେଥିରୁ ୩୫.୭୦% ପ୍ରତିଶତ ପୁରୁଷ ଓ ୩୩.୭୭% ନାରୀ ଅଟନ୍ତି । ୧୦.୧୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତେଲୁଗୁ ରେପାଲ୍ଲେର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. "Brief about Municipality". Commissioner & Director of Municipal Administration. Retrieved 17 November 2014.
  2. "Elevation for Repalle". Veloroutes. Retrieved 16 November 2014.
  3. "Census 2011". The Registrar General & Census Commissioner, India. Retrieved 16 November 2014.
  4. "Directory of Cities, Towns, and Regions in India". Retrieved 27 September 2015.
  5. ୫.୦ ୫.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]