ରେପାଲ୍ଲେ
Appearance
Repalle
రేపల్లె | |
---|---|
ଦେଶ | India |
ରାଜ୍ୟ | Andhra Pradesh |
ଜିଲ୍ଲା | Guntur |
Mandal | Repalle |
Government | |
• Type | Municipal council |
• Body | Repalle Municipality APCRDA |
• MLA | Anagani Satya Prasad (Telugu Desam Party) |
• Municipal commissioner | D.Srinivasa Rao |
Area | |
• ସମୁଦାୟ | 10.97 km2 (4.24 sq mi) |
• Rank | 23rd |
Elevation | 10 m (30 ft) |
Population (2011)[୩] | |
• Total | ୫୦,୮୬୬ |
• Density | 4,600/km2 (12,000/sq mi) |
ଭାଷା | |
• ସରକାରୀ | Telugu |
Time zone | UTC+5:30 (IST) |
PIN | 522265 |
Telephone code | +91–8648 |
ଯାନବାହାନ ପଞ୍ଚୀକରଣ | AP–07 |
Lok Sabha constituency | Bapatla (SC) |
Assembly constituency | Repalle |
Website | Repalle Municipality |
ରେପାଲ୍ଲେ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ରେପାଲ୍ଲେ ୧୬.୦୧୮୪ ଉତ୍ତର ଅକ୍ଷାଂଶ ଓ ୮୦.୮୨୯୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୨ ଫୁଟ ଉଚ୍ଚତାରେ ରହିଛି ।[୪]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରେପାଲ୍ଲେ ସହରର ମୋଟ ଜନସଂଖ୍ୟା ୪୧୩୧୯ ଅଟେ ।[୫] ସେଥି ମଧ୍ୟରୁ ୪୯.୫୩% ଜଣ ପରୁଷ ହୋଇଥିବା ବେଳେ ୫୦.୪୭% ଜଣ ନାରୀ ଅଟନ୍ତି । ରେପାଲ୍ଲେର ସାକ୍ଷରତା ହାର ୬୯.୪୭% ଅଟେ । ଏହା ଜାତୀୟ ହାରଠାରୁ ୪.୬୩% ପ୍ରତିଶତ କମ ଅଟେ । ସେଥିରୁ ୩୫.୭୦% ପ୍ରତିଶତ ପୁରୁଷ ଓ ୩୩.୭୭% ନାରୀ ଅଟନ୍ତି । ୧୦.୧୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୫]
ଭାଷା
[ସମ୍ପାଦନା]ତେଲୁଗୁ ରେପାଲ୍ଲେର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Brief about Municipality". Commissioner & Director of Municipal Administration. Retrieved 17 November 2014.
- ↑ "Elevation for Repalle". Veloroutes. Retrieved 16 November 2014.
- ↑ "Census 2011". The Registrar General & Census Commissioner, India. Retrieved 16 November 2014.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୫.୦ ୫.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.