Jump to content

ରେପାଲ୍ଲେ

ଉଇକିପିଡ଼ିଆ‌ରୁ
Repalle
రేపల్లె
ଦେଶIndia
ରାଜ୍ୟAndhra Pradesh
ଜିଲ୍ଲାGuntur
MandalRepalle
Government
 • TypeMunicipal council
 • BodyRepalle Municipality
APCRDA
 • MLAAnagani Satya Prasad (Telugu Desam Party)
 • Municipal commissionerD.Srinivasa Rao
Area
 • ସମୁଦାୟ10.97 km2 (4.24 sq mi)
 • Rank23rd
Elevation10 m (30 ft)
Population
 (2011)[]
 • Total୫୦,୮୬୬
 • Density4,600/km2 (12,000/sq mi)
ଭାଷା
 • ସରକାରୀTelugu
Time zoneUTC+5:30 (IST)
PIN
522265
Telephone code+91–8648
ଯାନବାହାନ ପଞ୍ଚୀକରଣAP–07
Lok Sabha constituencyBapatla (SC)
Assembly constituencyRepalle
WebsiteRepalle Municipality

ରେପାଲ୍ଲେ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ରେପାଲ୍ଲେ ୧୬.୦୧୮୪ ଉତ୍ତର ଅକ୍ଷାଂଶ ଓ ୮୦.୮୨୯୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୨ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରେପାଲ୍ଲେ ସହରର ମୋଟ ଜନସଂଖ୍ୟା ୪୧୩୧୯ ଅଟେ ।[] ସେଥି ମଧ୍ୟରୁ ୪୯.୫୩% ଜଣ ପରୁଷ ହୋଇଥିବା ବେଳେ ୫୦.୪୭% ଜଣ ନାରୀ ଅଟନ୍ତି । ରେପାଲ୍ଲେର ସାକ୍ଷରତା ହାର ୬୯.୪୭% ଅଟେ । ଏହା ଜାତୀୟ ହାରଠାରୁ ୪.୬୩% ପ୍ରତିଶତ କମ ଅଟେ । ସେଥିରୁ ୩୫.୭୦% ପ୍ରତିଶତ ପୁରୁଷ ଓ ୩୩.୭୭% ନାରୀ ଅଟନ୍ତି । ୧୦.୧୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତେଲୁଗୁ ରେପାଲ୍ଲେର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. "Brief about Municipality". Commissioner & Director of Municipal Administration. Retrieved 17 November 2014.
  2. "Elevation for Repalle". Veloroutes. Archived from the original on 29 November 2014. Retrieved 16 November 2014.
  3. "Census 2011". The Registrar General & Census Commissioner, India. Retrieved 16 November 2014.
  4. "Directory of Cities, Towns, and Regions in India". Retrieved 27 September 2015.
  5. ୫.୦ ୫.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]