ମୈତ୍ରେୟୀ ଦେବୀ

ଉଇକିପିଡ଼ିଆ‌ରୁ
ମୈତ୍ରେୟୀ ଦେବୀ
Born(1914-09-01)ସେପ୍ଟେମ୍ବର ୧, ୧୯୧୪
Died୨୯ ଜାନୁଆରୀ ୧୯୮୯(1989-01-29) (ବୟସ ୭୪)
Occupation(s)କବି , ଉପନ୍ୟାସକାର
SpouseDr. M.M. Sen
Parent(s)Surendranath Dasgupta (Father)
Himani Madhuri Rai (Mother)

ମୈତ୍ରେୟୀ ଦେବୀ (ସେପ୍ଟେମ୍ବର ୧, ୧୯୧୪  ଜାନୁଆରୀ ୨୯ , ୧୯୮୯)  ଜଣେ ଭାରତୀୟ ବଙ୍ଗୀୟ ମହିଳା କବି ଓ ଉପନ୍ୟାସ ଲେଖିକା । 

ଜୀବନୀ[ସମ୍ପାଦନା]

ମୈତ୍ରେଇ ଦେବୀ ଦାର୍ଶନିକ ଓ ବିଶ୍ୱକବି ରବୀନ୍ଦ୍ରନାଥଙ୍କ ନିକଟସ୍ଥ ବ୍ୟକ୍ତି ସୁରେନ୍ଦ୍ରନାଥ ଦାସଗୁପ୍ତାଙ୍କ କନ୍ୟା ଥିଲେ । ସେ କୁଇନୋଳୋଗିଷ୍ଟ ଏମ . ଏମ . ସେନଙ୍କୁ ବିବାହ କରିଥିଲେ । .[୧] ସେ ସର୍ବଭାରତୀୟ ମହିଳା କାଉନ୍ସିଲର ଉପସଭାପତି ଥିଲେ ସାମ୍ପ୍ରଦାୟିକ ସଦ୍ଭାବର ପ୍ରୋଷ୍ଠହମ ପାଇଁ ଏକ କାଉନ୍ସିଲ ଗଠନ କରିଥିଲେ । ସେ 16 ବର୍ଷ ବୟସର ହେଇଥିବା ବେଳେ ତାଙ୍କର ପ୍ରଥମ କାବ୍ଯ ପୁସ୍ତକ  ପ୍ରକାଶିତ ହେଇଥିଲା । ସେଥିରେ ବିଶ୍ୱକବି ରବୀନ୍ଦ୍ରନାଥ ମୁଖବନ୍ଧ ଲେଖିଥିଲେ । ସେ " Ranidranath- the man behind his poetry" ନାମକ ଏକ ପୁସ୍ତକ ଲେଖିଥିଲେ । .[୨] ରୋମାନିଆନ ଲେଖକ ମିରସିଆ ଏଲିଆଡେଙ୍କ ୧୯୩୩ ମସିହାର ସଫଳ ଉପନ୍ୟାସ " Bengal Night " ମୈତ୍ରେଇ ଦେବୀଙ୍କ ଜୀବନୀ ଉପରେ ପର୍ଯ୍ୟବସିତ ହେଇଥିଲା । ଏଥିରେ ବର୍ଣିତ ସଂସ୍କୃତି ସହ ମୈତ୍ରେଇ ଦେବୀ ସ୍ୱୀକୃତି ଦେଇଥିଲେ ମଧ୍ୟ ଏଥିରେ ତାଙ୍କର ଓ ଏଲିଆଦେଙ୍କ ମଧ୍ୟରେ ଯୌନ ସମ୍ପର୍କ ଥିବା କଥାକୁ କାଳ୍ପନିକ ଓ ଅସତ୍ୟ ବୋଲି କହିଥିଲେ । l .[୩][୪]

୧୯୩୮ ମସିହାରେ ସେ ବିଶ୍ୱକବି ରବୀନ୍ଦ୍ରନାଥଙ୍କୁ ତାଙ୍କ କାଲିମଫଙ୍ଗଠାରେ ଥିବା ଘରରେ  ରହିବାକୁ ଆମନ୍ତ୍ରଣ କରିଥିଲେ ।ପରେ ସେହି ଗୃହ ରବୀନ୍ଦ୍ର ମିଉଜିଆମରେ ପରିଣତ ହେଇଥିଲା ।  .[୫]

ଶିକ୍ଷା[ସମ୍ପାଦନା]

ସେ କଲିକତାର କଲିକତା ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଜଗମାୟା ଦେବୀ କଲେଜରୁ ଡିଗ୍ରୀ ସ୍ତରର ଶିକ୍ଷା ପ୍ରାପ୍ତ ହେଇଥିଲେ । .[୬]

ପୁରସ୍କାର [ସମ୍ପାଦନା]

ସେ 1978 ମାଗିହାରେ ତାଙ୍କର ଉପନ୍ୟାସ " ନା ହନ୍ୟାତେ " ପାଇଁ କେନ୍ଦ୍ର ସାହିତ୍ଯ ଏକାଡେମି ପୁରସ୍କାର ହାସଲ କରିଥିଲେ । 

ଅଧିକ ପଠନ [ସମ୍ପାଦନା]

  • Mircea Eliade--Maitreyi, Bucureşti, 1933
  • Maitreyi Devi--It Does Not Die. A Romance. Translated by Maitreyi Devi. University of Chicago Press, 1994
  • Mircea Eliade--Bengal Nights, University of Chicago Press, 1994
  • List of Sahitya Akademi Award winners for Bengali

ଆଧାର [ସମ୍ପାଦନା]

  1. The Better India.
  2. Devi, Maitreyi (1973). Rabindranath--the man behind his poetry. Sudhir Das at Nabajatak Printers.
  3. Firdaus Azim, The Journal of Asian Studies, Association for Asian Studies, Vol. 55, 1996, pp. 1035-103
  4. [୧] A Terrible Hurt: The Untold Story behind the Publishing of Maitreyi Devi, by Ginu Kamani, accessed 30 January 2010
  5. Mungpoo.org.
  6. "History of the College". Archived from the original on 2011-07-26. Retrieved 2017-03-29.